କଣ ଜଗନ୍ନାଥଙ୍କ “ବ୍ରହ୍ମ” କୁ ଖାଲି ଆଖିରେ ଦେଖିଲେ ହୋଇଯିବ ଅନ୍ଧ ? Mystery of Puri Jagannath

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ପ୍ରଭୁ ଜଗନ୍ନାଥଙ୍କ ବ୍ରହ୍ମକୁ ଖାଲି ଦେଖିଲେ କଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଜୁନ ୧୫ ୨୦୧୫ରେ ରାତିର ବିଳମ୍ବିତ ସହରରେ ଇଲେକ୍ଟ୍ରି ସପ୍ଲାଏ ବନ୍ଦ ହେବା ପରେ ସାମଗ୍ରୀ ପୁରୀ ସହର ଅନ୍ଧକାର ହୋଇଯାଇଥିଲା । କାରଣ ସେହି ଅନ୍ଧକାର ରାତିରେ ମହାପ୍ରଭୁ ଜଗନ୍ନାଥଙ୍କର ବ୍ରହ୍ମ ପରିବର୍ତ୍ତନ ହେବ । ବ୍ରହ୍ମ କହିଲେ ଭଗବାନଙ୍କ ହୃଦୟକୁ ବୁଝାଇଥାଏ । ଆଜିକୁ ପ୍ରାୟ ୫୦୦୦ ବର୍ଷ ପୂର୍ବେ ଭଗବାନ କୃଷ୍ଣଙ୍କର ମୃତ୍ୟୁ ଜରା ଶବର ଆଘାତରେ ହୋଇଥିଲା । ତାଙ୍କର ମୃତ୍ୟୁ ପରେ ଜରା ଶବର ଓ ପାଣ୍ଡବ ମାନେ ଅନ୍ତିମ ସଂସ୍କାର କରିଥିଲେ ।

ଶ୍ରୀକୃଷ୍ଣଙ୍କର ସବୁଆଡେ ନିଆଁ ଲାଗି ପୋଡି ଯାଇଥିଲା କିନ୍ତୁ ତାଙ୍କର ନାଭି ଚକ୍ରରେ ଥିବା ବ୍ରହ୍ମ ପୋଡି ନ ଥିଲା । ପାଣ୍ଡବ ମାନେ ସେହି ପିଣ୍ଡକୁ ସମୁଦ୍ରରେ ଭସାଇବା ପରେ ତାହା ପୁରୀ ସମୁଦ୍ର କୂଳରେ ଲାଗିଥିଲା । ପରେ ଏହା ପୁରୀ ରାଜାଙ୍କୁ ସ୍ଵପ୍ନ ହୋଇଥିଲା । ଯାହା ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ସ୍ଥାପନ କରାଯାଇଥିଲା ଯାହାକୁ ବ୍ରହ୍ମ କୁହାଯାଏ ।

କିନ୍ତୁ ଯେଉଁ ବର୍ଷ ଯୋଡା ଆଷାଢ ମାସ ପଡେ ସେହି ବର୍ଷ ଏହି ବ୍ରହ୍ମକୁ ଜଗନ୍ନାଥଙ୍କ ବିଗ୍ରହରୁ ବାହାର କରାଯାଇ ନୂଆ ବିଗ୍ରହରେ ସ୍ଥାପନ କରାଯାଏ ଯାହାକୁ ନବ କଳେବର କୁହାଯାଏ । ଏହାକୁ ପ୍ରତି ୮,୧୧ ବା ୧୯ ବର୍ଷରେ ପଡିଥାଏ । ଏହି ନବ କଳେବର ପରେ ପୁରୁଣା ବିଗ୍ରହକୁ ପାତାଳୀ କରାଯାଏ । ଭଗବାନ କୃଷ୍ଣଙ୍କ ଠାରୁ ଆସୁଥିବା ଏଇ ବ୍ରହ୍ମ କୌଣସି ସାଧାରଣ ଜିନିଷ ନୁହେଁ ।

ଏହି ବ୍ରହ୍ମରେ ଥିବା ଶକ୍ତି ସାରା ଦୁନିଆକୁ ଧ୍ଵଂସ କରିପାରେ । ଏହି ବ୍ରହ୍ମ ଆଜିକୁ ୫୦୦୦ ବର୍ଷ ହେଲା ରହିଛି ଆଉ ଆଗକୁ ମଧ୍ୟ ରହିବ । କାରଣ ଏହାର ଅନ୍ତ ନାହି ଯାହା ପାଖରେ ଅଗ୍ନି ମଧ୍ୟ ହାର ମାନିଛି । କୁହାଯାଏ ଏହା ଜ୍ଵଳନ୍ତ ପିଣ୍ଡ ସଦୃଶ ଯେଉଁଥିରେ କରେଣ୍ଟ ପ୍ରଭାବିତ ହୁଏ । ଏହା କୌଣସି ଧାତୁ ବା ଆଲୋକର ସ୍ପର୍ଶରେ ଆସିଲେ ଅଧିକ ପ୍ରଜ୍ଵଳିତ ଓ ହାଇବ୍ରେଡ ହୁଏ ।

ଏହାକୁ ଛୁଇଁଲେ ଝଟକା ଲାଗିଥାଏ । ତେଣୁ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ମୂର୍ତ୍ତି କାନ୍ଥରେ ନିର୍ମିତ କରାଯାଏ । ଧାତୁ ନିର୍ମିତ ମୂର୍ତ୍ତି ଇଲେକ୍ଟ୍ରିରେ ପ୍ରଭାବିତ କରିଲେ ବିଦ୍ୟୁତ ଆଘାତ ଲାଗିପରେ । ତେଣୁ ସେବାୟତ ମାନେ ବ୍ରହ୍ମ ପରିବର୍ତ୍ତନ କରିବା ସମୟରେ ଆଖିରେ ପଟି ବାନ୍ଧିବା ସହ ହାତରେ ଗାମୁଛା ଗୁଡାଇଥାନ୍ତି । କାରଣ ଖାଲି ଆଖିରେ ରହିଲେ ଓ ଖୋଲା ହାତରେ ସ୍ପର୍ଶ କରିଲେ ଶରୀରକୁ କ୍ଷତି ହୋଇପାରେ ।

ଆମେ ଯେଉଁ ବୈଜ୍ଞାନିକ ଟେକ୍ନୋଲୋଜିକୁ ନେଇ ଗର୍ବ କରୁଛେ ତାହା ଆମ ଦୁନିଆରେ କେତେ ହଜାର ବର୍ଷ ପୂର୍ବରୁ ଅଛି ତାହାର କଳ୍ପନା କରିବା ଅସମ୍ଭବ । ଧର୍ମ ଜ୍ଞାନୀ କୁହନ୍ତି କି ଭଗବାନ କୃଷ୍ଣ ଭବିଷ୍ୟତରେ ପୁଣି ଥରେ ପୃଥିବୀରେ ଜନ୍ମ ନେବେ । କଳି ଯୁଗ ଶେଷ ହୋଇ ସତ୍ୟ ଯୁଗ ଆରମ୍ଭ ହେବ ଓ ପୁଣି ଥରେ ଏହି ଅବତାର ସଂସାରରେ ପାଳନ କର୍ତ୍ତା ହେବେ । ତେଣୁ ଭଗବାନ କୃଷ୍ଣ ସଂସାରରେ ନିଜର ବ୍ରହ୍ମାକୁ ଛାଡି ଦେଇଛନ୍ତି । ବନ୍ଧୁଗଣ ଆପଣଙ୍କର ମତାମତ କମେଣ୍ଟ ଜରିଆରେ ଆମକୁ ଜଣାଇବେ ।

Leave a Reply

Your email address will not be published. Required fields are marked *