ମହାନଦୀ ପଠାରେ କଅଁଳ ଶିଶୁର ଏଭଳି ଅବସ୍ଥା ଦେଖି ଆପଣଙ୍କ ହୃଦୟ ବି ଥଋ ଉଠିବ, ଦେବଦୂତ ହୋଇ ଉଦ୍ଧାର କଲେ ଏହି ବ୍ୟକ୍ତି… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ମହାନଦୀ ପଠା ରେ ହଠାତ ଶୁଭିଲା କୁଆଁ କୁଆଁ ଶବ୍ଦ ପାଖରେ କେହି ନ ଥିଲେ । ପାଣିର ଖୁବ ଜୋର ସୁଅ ରେ ଶୁଭିଲା ଗୋଟେ କନଳ ଶିଶୁର ବିକଳ ସ୍ଵର କେଉଁଠି ଆସୁଛି ଏଭଳି ଶବ୍ଦ ଶୁଣିବାକୁ ଦୌଡି ଆସିଲେ ସବୁ ଲୋକେ । ଏଭଳି ଶବ୍ଦ ଶୁଣିବା ପରେ କେହି ବି ସହଜରେ ଗ୍ରହଣ କରି ପାରିଲେ ନାହି । ପୋଲ ଉପରେ ଥାଇ ତଳକୁ ଦେଖିଥିଲେ ନବ ଜନ୍ମିତ ଶିଶୁଟି । କୁଆଁ କୁଆଁ ହୋଇ କାନ୍ଦୁଛି ଛୁଆ ଟି । ତେବେ ନଦୀ ପଠା ରୁ କେମିତି ଛୁଆକୁ ଉପରକୁ ଅଣାଯିବ ସେହି ଚିନ୍ତା ରେ ସବୁ ଲାଗି ପଡିଲେ ।

କିଛି ହେଇ ନାହି ତ ଛୁଆର ସବୁ ଲୋକେ ଦେଖିବାକୁ ଲାଗି ପଡିଲେ । କିଏ ସେହି ଅମଣିଷ ଯିଏ ନିଜର କୋମଳ ଶିଶୁକୁ ଏମିତି ନଦୀ ପଠା ରେ ଛାଡି ପଳାଇଛି । ସମସ୍ତେ ଲାଗି ପଡିଥିଲେ କେମିତି ଶିଶୁ ନଦୀ ପଠା ରୁ ଉଧାର କରିବାକୁ । ଏହି ଦୃଶ୍ୟ ଦେଖିଲେ କାହାର ବି ରୋମ ଟାଙ୍କୁରି ଉଠିବ । ତେବେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଚଉଦୁଆର ନୂଆପାଟଣା ମଧୁସୂଦନ ସେତୁ ର ତଳ ପଠା ରୁ ।

ଆଦି ପଠା ରେ ଏହି ଛୁଆର କାନ୍ଦଣା ଶୁଣିବା ପରେ ସ୍ଥାନୀୟ ପୋଲିସକୁ ଜଣାଇବା ପରେ ଘଟଣା ସ୍ଥଳୁ ଶିଶୁକୁ ଉଧାର କରା ଯାଇଥିଲା । ଶିଶୁ ପୁତ୍ର କୁ ଗୁରୁତର ଭାବେ କଟକ ମେଡିକାଲ କୁ ସ୍ଥାନାନ୍ତର କରା ଯାଇଛି । ତେବେ ଏଠାରେ ଆଜି ପୁଣି ଥରେ ଅଲୋଡା ହୋଇ ପଡିଲା ଏକ ନବଜାତ ଶିଶୁ ।

ନଦୀ ପଠା ରେ ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ସେହି କୋମଳ ଜୀବନର କଣ ଯେ ଅବସ୍ଥା ହୋଇଥାନ୍ତା ତାହା ଚିନ୍ତା କରିଲେ ହୃଦୟ ଥଋ ଉଠିବ । ଏବେ ନବ ଜାତ ଶିଶୁ ଟି ନଦୀ ପଠା କୁ କେମିତି ଆସିଲା ତାହା ଜଣା ପଡି ନ ଥିବା ବେଳେ ପୋଲିସ ଏଭଳି ଏକ ସଙ୍ଗିନ ଘଟଣା ର ଯାଞ୍ଚ ଜାରି ରଖିଛି । ତେବେ କିଏ ଓ କାହିଁକି ନବ ଜାତ ଶିଶୁସ କୁ ନଦୀ ପରଠା ରେ ପକାଇ ଦେଇ ଚାଲି ଯାଇଛି ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ।

ଏକ ରସୀ ସାହାଯ୍ୟରେ ସ୍ଥାନୀୟ ଲୋକେ ନବ ଜାତ ଶିଶୁ କୁ ଉପରକୁ ଉଠାଇ ଆଣିଥିଲେ ଯାହାର ଦୃଶ୍ୟ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତେବେ ଶିଶୁ କୁ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି କରାଯାଇ ତାର ଚିକିତ୍ସା କରା ଯାଇଛି । ଏହି ଶିଶୁ କୁ କନ୍ୟା ଭାବି କେହି ବୋଧ ହୁଏ ଛାଡି ଦେଇ ଯାଇଛି ତାହାକୁ ନେଇ ସର୍ବ ସାଧାରଣରେ ଆଲୋଚନା ହେଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *