ଦେଖନ୍ତୁ କେମିତି ନିଜ ଝିଅ ମାନଙ୍କ ସହ ମସ୍ତି କରୁଛନ୍ତି Jhilik Bhatacharjyee, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଆମ ଓଡିଆ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଅଭିନୟ ଯାଦୁ ରେ ଦର୍ଶକ ମାନଙ୍କୁ ବାନ୍ଧି ରାଖୀ ପାରିଛନ୍ତି । ତାଙ୍କର ଅଭିନୟ ଏତେ ସୁନ୍ଦର ଆଉ ଚମତ୍କାର ଯେ ଦର୍ଶକ ମାନେ ବାରମ୍ବାର ସେମାନଙ୍କର ଫିଲ୍ମ ଦେଖିବାକୁ ଆଗ୍ରହୀ ହୋଇଥାନ୍ତି । ତେବେ ଅନେକ ସମୟରେ ଦର୍ଶକ ମାନେ ନିଜର ମନ ପସନ୍ଦର କଳାକାରଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଇଚ୍ଛା କରିଥାନ୍ତି । ସେଥିପାଇଁ ତ ଆମ ଓଡିଆ କଳାକାର ମାନେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି ଆଉ ନିଜର ପର୍ଶନାଲ କଥା ସେୟାର କରିଥାନ୍ତି ।

ଆଜି ଆମେ ଆପଣଙ୍କୁ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ ଙ୍କ ଦୁଇ ଝିଅ ବିଷୟରେ କିଛି ମଜାଦାର କଥା କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ଝିଲିକ ହେଉଛନ୍ତି ବଙ୍ଗାଳୀ ନାୟିକା । କିନ୍ତୁ ସେ ଓଡିଆ ଇଣ୍ଡଷ୍ଟ୍ରି ରେ ବେଶ ଚମତ୍କାର ଅଭିନୟ କରି ଚର୍ଚ୍ଚା ରେ ରହିଛନ୍ତି । ତେବେ ବିବାହ ପରେ ଝିଲିକ ଅଭିନୟ ଦୁନିଆ ଠାରୁ ଦୂରେଇ ଅଛନ୍ତି ।

ଗତ କିଛି ଦିନ ତଳେ ତାଙ୍କର ଦୁଇଟି କନ୍ୟା ସନ୍ତାନ ବା ଜାଆଁଳା କନ୍ୟା ଶିଶୁ ଜନ୍ମ ହୋଇଥିଲେ ଯାହାକୁ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ବର୍ତ୍ତମାନ ସମୟରେ ଝିଲିକ ନିଜ ଦୁଇ ଝିଅଙ୍କ ସହ ଭିଡିଓ କରି ପୋଷ୍ଟ କରିଛନ୍ତି ଯାହାକୁ ତାଙ୍କର ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିଛନ୍ତି । ଏହି ଭିଡିଓ ରେ ତାଙ୍କର ଦୁଇ ଝିଅ ଖୁବ ସୁନ୍ଦର ଡ୍ରେସ ପିନ୍ଧିବା ସହ ଖେଳିବାର ନଜର ଆସୁଛନ୍ତି ।

କେତେବେଳେ ହସୁଛନ୍ତି ତ କେବେ କାନ୍ଦିବାର ନଜର ଆସୁଛନ୍ତି ଏହି ଭିଡିଓ ରେ ଝିଲିକ ଙ୍କ ଦୁଇ କନ୍ୟା ଶିଶୁ । ଛୋଟ ପିଲା ମାତ୍ରେ ହିଁ କାନ୍ଦିବେ ଆଉ ହସିବେ ଏହା କିଛି ନୂଆ କଥା ନୁହେଁ । ତେବେ ଝିଲିକ ଙ୍କ ଦୁଇ ଝିଅ ଖୁବ ସୁନ୍ଦର ହୋଇଛନ୍ତି ଆଉ କ୍ୟୁଟ ମଧ୍ୟ ଲାଗୁଛନ୍ତି ଯାହାର ଦୃଶ୍ୟ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ନିଜ ଝିଅ ମାନଙ୍କୁ କୋଳରେ ଧରି ଗେଲ କରୁଛନ୍ତି ଝିଲିକ ଆଉ ବେଶ ଖୁସି ଥିବାର ଅନୁଭବ କରୁଛନ୍ତି । ମା ହେବାର ଯେଉଁ ଖୁସି ଥାଏ ତାକୁ ଅନୁଭବ କରୁକନ୍ତି ଅଭିନେତ୍ରୀ ଝିଲିକ । ସତରେ ପ୍ରତେକ ଝିଅଙ୍କର ସ୍ଵପ୍ନ ଥାଏ ମା ହେବା ଯାହା ଝିଲିକ ଙ୍କ ଜୀବନରେ ପୁରା ହୋଇ ସରାଇଛି । କିନ୍ତୁ ସେ କେବେ ଭାବି ନ ଥିଲେ କି ତାଙ୍କର ଜାଆଁଳା ଶିଶୁ ହେବେ ।

ଦୁଇ ଝିଅଙ୍କୁ ପାଇବା ପରେ ଝିଲିକ ବହୁତ ଖୁସି ଅଛନ୍ତି ତାଙ୍କର ପ୍ରର କେୟାର ମଧ୍ୟ ନେଉଛନ୍ତି । ଦୁଇ କନ୍ୟା ଶିଶୁ ଦେଖିବାକୁ ବହୁତ ଗରଜେସ ଲାଗୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଝୋଲିକଙ୍କ ଦୁଇ ଝିଅଙ୍କ ମସ୍ତି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *