ଦର୍ଶକ ବନ୍ଧୁ ନମସ୍କାର । ଆପଣ ମାନେ ସମସ୍ତେ ଓଡିଆ କଳାକାର ମାନଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେମାନେ ନିଜର ବ୍ୟକ୍ତିଗତ ଓ ପ୍ରୋଫେସନାଲ ଲାଇଫ କୁ ନେଇ ଅଧିକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଓଲିଉଡ ଜଗତର ଏମିତି ଜଣେ ଅଭିନେତା ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆପଣଙ୍କର ସମସ୍ତଙ୍କର ପ୍ରିୟ ଅଭିନେତା ଅନୁଭବ ମହାନ୍ତି ।
ସେ ଓଲିଉଡ ଜଗତରେ ଜଣେ ଷ୍ଟାର ଆଉ ତାଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି । ଅନେକ ସାରା ଫିଲ୍ମ ଭେଟି ଦେଇଛନ୍ତି ଅନୁଭବ ଓଡିଆ ଇଣ୍ଡଷ୍ଟ୍ରି କୁ । ତାଙ୍କର ସବୁ ଫିଲ୍ମ ସୁପର ଡୁପର ହିଟ ହୋଇଥାଏ ଯାହାକୁ ଦେଖିବା ପରେ ସିନେମା ହଲ ବାହାରେ ଦର୍ଶକ ମାନଙ୍କର ଗହଳି ଜମିଥାଏ । ତାଙ୍କ ଭଳି ଦମଦାର ଆକ୍ସନ ଆଉ ଅଭିନୟ କରୁଥିବା ଅଭିନେତା ଖୁବ ଅଛନ୍ତି ଓଲିଉଡ ଜଗତରେ । ତ ଏବେ ସେ ନିଜର ବୈବାହିକ ଜୀବନୀ କୁ ନେଇ ମଧ୍ୟ ବର୍ତ୍ତମାନ ଅଧିକ ଚର୍ଚ୍ଚା ରେ ଅଛନ୍ତି ତାହା ଆପଣ ମାନେ ଜାଣିଥିବେ ।
ସେ ଅଭିନେତ୍ରୀ ବର୍ଷା ଙ୍କୁ ବିବାହ ପରେ ଦୁହିଙ୍କ ମଧ୍ୟରେ ପାରିବାରିକ କଳହ ଆରମ୍ଭ ହୋଇଥିଲା ଯାହା କୋର୍ଟ ଯାଏଁ ପହଞ୍ଚି ଥିଲା । ଦୁହିଙ୍କର କେସ ଏବେ କୋର୍ଟ ରେ ବିଛାଧୀନ ଅବସ୍ଥାରେ ରହିଛି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଭାଇରାଲ ହେଉଥିବା ଏହି ଭିଡିଓରେ ଅନୁଭବ ନିଜ ଝିଆରୀକୁ ନେଇ ଏକ ରିକ୍ସାରେ ବୁଲୁ ଥିବାର ନଜର ଆସୁଛନ୍ତି ।
ନିଜ ଝିଆରୀ ସହ ରିକ୍ସାରେ ଅନୁଭବ ବହୁତ ଖୁସିର ସହ ବୁଲୁ ଛନ୍ତି ଆଉ ସମସ୍ତଙ୍କୁ ଦେଖି ଖୁସି ହେଉଛନ୍ତି । ଏହି ଭିଡିଓଟି ଦେଖିବା ପରେ ତାଙ୍କ ଫ୍ୟାନ୍ସ ମାନେ ବେସ ପସନ୍ଦ କରିଛନ୍ତି । ଅନୁଭବ ନିଜ କୁନି ଝିଆରୀ ଙ୍କୁ ଧରି ରିକ୍ସା ଗଳି ଗଳି ବୁଲୁଛନ୍ତି ଆଉ ଏହାର ମଯା ମଧ୍ୟ ଉଠାଉଛନ୍ତି ଯାହାର ଦୃଶ୍ୟ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତାଙ୍କ ଝିଆରୀ ମଧ୍ୟ ବେସ ଖୁସି ଥିବାର ନଜର ଆସୁଛି । ଶେଷରେ ଅନୁଭବ ନିଜ ଘର ପାଖରେ ରିକ୍ସା ରୁ ଓଲହାଇଛନ୍ତି ଆଉ ରିକ୍ସା ବାଲା କହୁଛି ଆଜି ମୋ ରିକ୍ସା ଧନ୍ୟ ହୋଇଗଲା ।
ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅନୁଭବ ମହାନ୍ତି ଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।