ଦୁର୍ଗା ପୂଜା 20222: ଆଜିଠାରୁ ଏହି 5ଟି ରାଶିରେ ଲାଗିବ ଲଟେରୀ, ଦେଖନ୍ତୁ ସେହି ରାଶି ଆପଣଙ୍କର ନୁହେଁ ତ !

ବନ୍ଧୁଗଣ ଆପଣ ମାନଙ୍କୁ ଶାରଦୀୟ ନବାରାତ୍ରି ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦ । ନବରାତ୍ରିର ପାବନ ପର୍ବ ଆରମ୍ଭ ହୋଇ ସାରିଛି । ଅକ୍ଟୋବର ୫ ତାରିଖରେ ପାଳନ ହେବାକୁ ଯାଉଛି ପବିତ୍ର ଦଶହରା ପର୍ବ ବା ବିଜୟା ଦଶମୀ । ଏହି ନବରାତ୍ରିରେ ଗ୍ରହରେ ବନୁଅଛି ଅଦଭୂତ ମହା ସଂଯୋଗ । ଯାହା ଫଳରେ ଆଜି ଠାରୁ ବଦଳିବାକୁ ଯାଉଛି ୫ଟି ରାଶିର ଭାଗ୍ୟ । ଗ୍ରହରେ ହେବାକୁ ଯାଉଛି ବିରଳ ମହା ସଂଯୋଗ ଯାହା ଫଳରେ ଏହି ୫ଟି ରାଶିର ଭାଗ୍ଯର ଚମକିବାକୁ ଯାଉଛି । ଦଶହରା ଠାରୁ ଏହି ରାଶିଙ୍କ ଉପରେ ମା ଦୂର୍ଗାଙ୍କ କୃପା ରହିବାକୁ ଯାଉଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ମେଷ ରାଶି : କର୍ମ କ୍ଷେତ୍ରରେ ବାଧା ଦୂର ହେବ । ଚାକିରି କ୍ଷେତ୍ରରେ ଉନ୍ନତି ହେବ । ଭାତୃ ସହଯୋଗ ପରପ୍ତ ହେବ । ବ୍ୟବସାୟରେ ଲାଭବାନ ହେବେ । ଦାଂପତ୍ଯ ଜୀବନରେ ମଧୁରତା ବଜାୟ ରହିବ । ଜୀବନରେ ମା ଦୂର୍ଗାଙ୍କ ରୂପାରୁ ଭବିଷ୍ୟତରେ ରାଜଯୋଗର ସମ୍ଭାବନା ରହିଛି । ଭବିଷ୍ୟତରେ ଆପଣଙ୍କର ଅଟକି ଯାଇଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ନୂତନ କାର୍ଯ୍ୟ କରିବା ନିମନ୍ତେ ସୁଯୋଗ ପ୍ରାପ୍ତ ହେବ ।

ବୃଷ ରାଶି : ସମଯରେ ମାନ ସମାନ ବୃଦ୍ଧି ପାଇଁ । ଗୃହ ନିର୍ମିତ କାର୍ଯ୍ୟ ଅଟକି ରହିଥିଲେ ତାହା ପୁନଃବାର ଆରମ୍ଭ ହେବ । ଆର୍ଥିକ ସ୍ଥିତି ଦୃଢ ରହିବ । ପାରିବାରିକ ଜୀବନରେ ସମସ୍ୟା ରହୁଛି । ମହିଳା ମାନେ ଶୁଭ ଖବର ପାଇ ଖୁସି ହେବେ । ଛାତ୍ରଛାତ୍ରୀ ମାନେ ପ୍ରତିଯୋଗୀତାରେ ସଫଳ ହେବେ । ଦାଂପତ୍ଯ ଜୀବନ ସୁଖମୟ ହେବ ।

ତୁଳା ରାଶି : ବ୍ୟବସାୟରେ ଉନ୍ନତି ହେବ । କର୍ମ କ୍ଷେତ୍ରରେ ବାଧା ଦୂର ହେବ । ଆର୍ଥିକ ଅବସ୍ଥା ସୁଦୃଢ ହେବ । ପ୍ରତିଶ୍ରୁତି ଦେଇଥିବା ମିତ୍ର ମାନେ ନିଜର ମତ ବଦଳାଇ ଅସହଯୋଗ କରି ପାରନ୍ତି । ପାରିବାରିକ ଜୀବନ ସୁଖମୟ ହେବ । ଜୀବନରେ ଶୁଭ ସମୟର ଆଗମନ ହେବାକୁ ଯାଉଛି । ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସଫଳତା ହାସଲ କରିବେ ।

ସିଂହ ରାଶି : ଆପଣ ଅଧିକ ପରିଶ୍ରମ ଦ୍ଵାରା ବ୍ୟବସାୟରେ ସଫଳତା ହାସଲ କରିବେ । କର୍ମ କ୍ଷେତ୍ରରେ ସାମାନ୍ଯ ଉନ୍ନତି ହୋଇପାରେ । ବନ୍ଧୁର ସହଯୋଗ ମିଳିବ । ମହିଳା ମାନଙ୍କର ସବୁ ସମସ୍ଯା ଦୂର ହେବ । ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଭାଗ୍ୟ ବଳରେ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ । ମାତା ପିତାଙ୍କ ସହଯୋଗ ପାଇବେ । ଆସନ୍ତା ସମୟରେ ଧନର ଅଭାବ ରହିବ ନାହି ।

କୁମ୍ଭ ରାଶି : ନୂତନ କର୍ମ ସଂସ୍ଥାନ ମିଳିବ । ଧନ ସମ୍ପତି ରେ ବୃଦ୍ଧି ହେବ । ଶତ୍ରୁ ମାନେ ପରାଜିତ ହେବେ । ପାରିବାରିକ ସୁଖ ସମୃଦ୍ଧିରେ ବୃଦ୍ଧି ହେବ । ବ୍ୟବସାୟୀ ମାନେ ଅଧିକାରି ଅଧିକ ଲାଭ ପାଇବେ । ସନ୍ତାନ ସୁଖକୁ ନେଇ ସୁଖୀ ହେବେ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ଲାଭ ପାଇବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *