October ରେ ଏହି 6ଟି ରାଶି ହେବେ ମହାକୋଟିପତି, ଦେଖନ୍ତୁ ଆପଣଙ୍କ ରାଶି ନୁହେଁ ତ !

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେବେ ଉପରବାଲା ଦେଇଥାଏ ଛପର ଫାଡି ଦେଇଥାଏ । ମାତା ଲକ୍ଷ୍ମୀଙ୍କ କୃପା କିଛି ବିଶେଷ ରାଶିଙ୍କ ଉପରେ ପଡିବାକୁ ଯାଉଛି । ଏହି ରାଶିଙ୍କର ଭାଗ୍ୟ ଏବେ ଆକାଶ ଛୁଆଁ ହେବାକୁ ଯାଉଛି । ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ତାଙ୍କର କୃପା ଲାଭ ହେଲେ ବ୍ୟକ୍ତି ଜୀବନରେ ଅପାର ଖୁଶିର ଆଗମନ ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଅକ୍ଟୋବର ୨୦୨୨ରେ ୬ଟି ରାଶି ହେବାକୁ ଯାଉଛନ୍ତି କୋଟିପତି । ଏହି ରାଶି ହେବେ ଧନରେ ମାଲାମାଲ ହେବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ମେଷ ରାଶି : ଅକ୍ଟୋବର ମାସରେ ଧନ ସହ ଜଡିତ ପ୍ରୋଜେକ୍ଟ ପାଇବେ । ଅଟକି ରହିଥିବା ଧନ ଫେରି ପାଇବେ । କାରୋବାରରେ ବୃଦ୍ଧି ହେବ । ଆପଣ ଧନରେ ମାମଲା ହେବାର ସୁଯୋଗ ମିଳିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ । ବିଦ୍ୟାର୍ଥୀ ବର୍ଗ ପଢାରେ ଆଗରେ ରହିବେ । ଯାହା ବି କାମ କରିବେ ସେଥିରେ ନିଶ୍ଚୟ ସଫଳ ହେବେ ।

କର୍କଟ ରାଶି : ଅକ୍ଟୋବର ମାସରେ ଆପଣଙ୍କୁ କୋଟିପତି ହେବାରୁ କେହି ରୋକୀ ପାରିବେ ନାହି । ଅଧୁରା କାର୍ଯ୍ୟ ପୁରା ହେବ । ପୈତୃକ ସମ୍ପତିରେ ଲାଭବାନ ହେବେ । ଲଟେରୀ ଲାଗିପାରେ । ଅଧୁରା ଥିବା କାମ ପୂରଣ ହେବ । ପ୍ରେମ ଜୀବନରେ ସଫଳ ହେବେ ।

କନ୍ୟା ରାଶି : ଆପଣଙ୍କର ଧନ ଜନିତ ସମସ୍ଯା ଦୂର ହେବ । ବିବାହ ପାଇଁ ଚର୍ଚ୍ଚା ହୋଇପାରେ । ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ ହେବ । ଘର ପରିବାରରେ ବାତାବରଣ ସୁଖଦ ରହିବ । ଯାହା ବି ସମସ୍ୟମାନ ରହିଥିଲା ତାହା ଦୂର ହେବ । ଆକସ୍ମିକ ଧନ ଲାଭର ଯୋଗ ରହିଛି ।

ଧନୁ ରାଶି : ଅକ୍ଟୋବର ମାସରେ ଆପଣଙ୍କ ଜୀବନରେ ଖୁସି ର ଆଗମନ ହେବାକୁ ଯାଉଛି । ଉଧାର ଦେଉଥିବା ଟଙ୍କା ଫେରି ପାଇବେ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପାଇବେ । ଭାଗ୍ଯର ସମୁର୍ଣ୍ଣ ସହଯୋଗ ପାଇବେ । ବନ୍ଦ କିସମତର ତାଲା ଖୋଲିବ ଅକ୍ଟୋବର ମାସରେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ ।

ବୃଷ ରାଶି : ଅକ୍ଟୋବର ମାସରେ ଆପଣଙ୍କ ପାଇଁ ସମୟ ଲକି ରହିବ । କୋଟିପତି ହେବାର ଅନେକ ସୁଯୋଗ ମିଳିବ । ଜୀବନ ସାଥିଙ୍କୁ ଉପହାର ଦେବାକୁ ଚିନ୍ତା କରିବେ । କୌଣସି ସ୍ଥାନକୁ ଯାତ୍ରା କରିବେ ଆଉ ଏଞ୍ଜୋଏ କରିବେ । ପଧାରେ ଧ୍ୟାନ ଦେବେ । ଜୀବନ ସାଥିଙ୍କ ସହ ଅଧିକ ସମୟ ବ୍ଯତୀତ କରିବେ । ପରିବାରର ସହଯୋଗ ପାଇବେ ।

ମିଥୁନ ରାଶି : ଆପଣଙ୍କର କିସ୍ମତ ତୀବ୍ର ଗତିରେ ସଠ ଦେବ । ଆୟରେ ବୃଦ୍ଧି ହେବ । ବ୍ୟାକିଙ୍ଗ କ୍ଷେତ୍ରରେ ଲାଭବାନ ହେବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଟକି ରହିଥିବା ଧନ ଫେରି ପାଇବେ । ଜୀବନରେ କିଛି ନୂଆ ଆରମ୍ଭ କରିବେ । ଯେଉଁ ମାନେ ଶିଂଗଲ ଅଛନ୍ତି ସେମାନଙ୍କର ବିବାହ ପ୍ରସ୍ତାବ ଆସିପାରେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *