ବନ୍ଧୁଗଣ ଚଳିତ ବର୍ଷ ଆଲୋକର ପର୍ବ ଅକ୍ଟୋବର ୨୫ ତାରିଖ ମଙ୍ଗଳବାର ଦିନ ପଡୁଛି । ଏହି ଦିନ କାର୍ତ୍ତିକ ଅମାବାସ୍ୟା, ଶ୍ରୀଶ୍ୟାମକାଳୀ ପୂଜା ଓ ପୟା ଶ୍ରାଦ୍ଧ ମଧ୍ୟ ରହିବ । ଦୀପାବଳିର ପାବନ ପର୍ବରେ ଏହି ୪ଟି ରାଶିର ଭାଗ୍ୟ ସଂପୂର୍ଣ୍ଣ ରୂପରେ ବଦଳିବାକୁ ଯାଉଛି । ଏହି ରାଶି ମାନଙ୍କର ପୂର୍ବରୁ ରହିଥିବା ସ୍ଵପ୍ନ ପୂରଣ ହେବାକୁ ଯାଉଛି । ଆଉ ମାତ୍ର କିଛି ଦିନ ପରେ ଯାହା ବି ଦୁଖ ଓ ସମସ୍ଯା ରହିଛି ଦୀପାବଳିର ଆଲୋକ ପର୍ବରେ ହିନ ଆପଣଙ୍କ ଜୀବନରେ ଆଲୋକ ଆସିଯିବ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ସଂପୂର୍ଣ୍ଣ ବିବରଣୀ ।
ଦିପାବଳି ଠାରୁ ଏହି ରାଶିର ଲୋକ ମାନଙ୍କ ଜୀବନ ଆଲୋକମୟ ହେବାକୁ ଯାଉଛି । ଏହି ଦିନ ଠାରୁ ଆପଣଙ୍କର ସମସ୍ତ ଅଟକି ରହିଥିବା କାମ ଶେଷ ହେବ । ଆପଣ ନିଜ ଜୀବନରେ ବଡ ପରିବର୍ତ୍ତନ ଦେଖିବାକୁ ପାଇବେ । ଦୀର୍ଘ ଦିନର ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ । ଗୃହରେ ଅନେକ ପ୍ରକାରର ଖୁସି ର ଖବର ମିଳିବାରେ ଲାଗିବ । ନୂଆ ନୂଆ ବନ୍ଧୁ କରିବାକୁ ଆଗ୍ରହୀ ରହିବେ । ଆର୍ଥିକ ଉନ୍ନତି ପାଇଁ ନୂତନ ଯୋଜନମାନ ପ୍ରସ୍ତୁତ କରିବେ । କାର୍ଯ୍ୟ ଶୈଳୀ ରେ ସୁଧାର ଆସିବ ।
ଯେଉଁ ବି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା ବିଚାର କରୁଛନ୍ତି ତେବେ ଆପଣଙ୍କ ସମୟ ଶୁଭ ଅଟେ । ଆପଣ କୌଣସି ବି ନୂଆ କାମର ଆରମ୍ଭ କରି ପାରିବେ । ସମାଜରେ ମାନ ସମାନରେ ବୃଦ୍ଧି ପାଇବ । କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଆପଣଙ୍କର ସମ୍ପର୍କ ବୃଦ୍ଧି ପାଇବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ପ୍ରଶଂସା ହେବ । ଯଦି ଆପଣ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଠିକ ସମୟ ଅଟେ । ଯେଉଁ ମାନେ ପ୍ରେମ କରୁଛନ୍ତି ସେମାନଙ୍କ ପାଇଁ ପ୍ରେମ ଜୀବନ ଏହି ସମୟ ବହୁତ ଭଲ ଅଟେ ।
ଘରେ ଖୁସି ର ବାତାବାରଣ ହେବ । ପୁରୁଣା ବନ୍ଧୁ ଙ୍କ ସହ ଦେଖା ହେବ । ନୂତନ ବନ୍ଧୁ ଆପଣ ବନାଇବେ । ସେହି ବନ୍ଧୁ ମାନେ ଆପଣଙ୍କୁ ସବୁ ପ୍ରକାରର ସହଯୋଗ କରିବେ । ନିଜର ପୂରୁଣା ଟଙ୍କା ଫ୍ରାଷ୍ଟ ପାଇବେ । ଯେଉଁ ମାନଙ୍କର ବିବାହରେ ହେଉଥିଲା ସେମାନଙ୍କର ବିବାହ ଯୋଗ ଖୋଲିଯିବ । କୌଣସି ଦିଗରୁ ଅଚାନକ ଧନ ଲାଭ ହେବ । ବିଦ୍ୟାର୍ଥୀ ମାନେ ପରୀକ୍ଷା ଆଦି ପାଇଁ ପ୍ରସ୍ତୁତ ହେଉଥିଲେ ସଫଳ ହେବେ । ନୂଆ ଯାନବାହନ କିଣିବାକୁ ମନ ବଳାଇବେ ।
ଆର୍ଥିକ ସ୍ଥିତି ଦୃଢ ହେବ । ବ୍ୟବସାୟରେ ଲାଭ ପାଇବେ । ମା ଲକ୍ଷ୍ମୀ ଙ୍କ କୃପାରୁ ଦୀପାବଳି ପର୍ବ ଠାରୁ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ତେବେ ସେହି ଭାଗ୍ୟବାନ ରାଶି ଗୁଡିକ ହେଉଛନ୍ତି ବୃଷ ରାଶି, ସିଂହ ରାଶି, ତୁଳା ରାଶି ଓ କୁମ୍ଭ ରାଶି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।