ଏହି 4ଟି ସ୍ୱପ୍ନ ହୋଇଥାଏ ଅତ୍ୟନ୍ତ ଶୁଭ! ଭୁଲରେବି କାହାରିକୁ କୁହନ୍ତୁ ନାହିଁ, ନଚେତ… Swapna Shastra

ପ୍ରତେକ ବ୍ୟକ୍ତି ରାତିରେ ଶୋଇବା ସମୟରେ ସ୍ଵପ୍ନ ଦେଖିଥାନ୍ତି । ସେଥିମଧ୍ୟରୁ କିଛି ସ୍ଵପ୍ନ ହୋଇଥାଏ ତ ଆଉ କିଛି ହୋଇ ନ ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ସ୍ଵପ୍ନ ବିଷୟରେ କହିବାକୁ ଯାହା ଅତ୍ୟନ୍ତ ଶୁଭ ହୋଇଥାଏ । ୧- ବନ୍ଧୁଗଣ ଯଦି ଆପଣ ମାନେ ସ୍ଵପ୍ନରେ ଜିଅନ୍ତା ମାଛ ଦେଖୁଛନ୍ତି ତେବେ ଆଗାମୀ ଭବିଷ୍ୟତରେ ଆପଣଙ୍କୁ ଶୁଭ ସୂଚନା ମିଳିଥାଏ ।

୨- ଯଦି ଗର୍ଭବତୀ ସ୍ତ୍ରୀ ସନ୍ୟାସୀକୁ ସ୍ଵପ୍ନରେ ଦେଖନ୍ତି ତେବେ ସ୍ତ୍ରୀ ଲୋକର ଗର୍ଭ ନଷ୍ଟ ହୋଇଯାଇଥାଏ । ଯେଉଁ ବ୍ୟକ୍ତି ମୟୂରକୁ ସ୍ଵପ୍ନରେ ଦେଖନ୍ତି ସେମାନଙ୍କୁ ନିକଟ ଭବିଷ୍ୟତରେ ଆକସ୍ମିକ ଧନ ଲାଭ ହୋଇଥାଏ ।

୩- ନେଉଆଲଳକୁ ସ୍ଵପ୍ନରେ ଦେଖିଲେ ବିପଦରୁ ରକ୍ଷା ମିଳିଥାଏ । ବାଘକୁ ସ୍ଵପ୍ନରେ ଦେଖିଲେ ଶତ୍ରୁ ବିନାଶ ଏବଂ ବାଇଲକୁ ସ୍ଵପ୍ନରେ ଦେଖିଲେ ସମ୍ମାନ ହାନି ଘଇଥାଏ ।

୪- ଯେଉଁ ବ୍ୟକ୍ତି ବାରିକ ଖିଅର କରୁଥିବା ସ୍ଵପ୍ନରେ ଦେଖନ୍ତି ସେମାନଙ୍କର ଖରାପ ସମୟ ଆରମ୍ଭ ହେବାର ସୂଚନା ମିଳିଥାଏ । ଯେଉଁ ବ୍ୟକ୍ତି କଦଳୀ ଗଛରୁ ଭଣ୍ଡା ବାହାରୁଥବର ସ୍ଵପ୍ନରେ ଦେଖନ୍ତି ସେହି ବ୍ୟକ୍ତିକୁ ବହୁତ ଜଲ୍ଦି ସନ୍ତାନ ଲାଭ ହେବାର ସୂଚନା ମିଳିଥାଏ ।

୫- ଯେଉଁ ବ୍ୟକ୍ତି ବାଇଗଣ ଗଛ ବା ଫ୍ଲାର ସ୍ଵପ୍ନ ଦେଖନ୍ତି ତାଙ୍କର ବହୁତ ଅଶୁଭ ହୋଇଥାଏ । ଯେଉଁ ବ୍ୟକ୍ତି ପଣ୍ଡିତଙ୍କୁ ସ୍ଵପ୍ନରେ ଦେଖନ୍ତି ତାଙ୍କର ସବୁ ଗ୍ରହ ଶାନ୍ତି ସହ କାମନା ସିଧି ହୋଇଥାଏ ।

୬- ଯେଉଁ ବ୍ୟକ୍ତି ସ୍ଵପ୍ନରେ ପୁଷ୍କରିଣୀରେ ଜଳ ଥିବାର ଦେଖନ୍ତି ତାଙ୍କର ସବୁ ଇଚ୍ଛା ପୂର୍ଣ୍ଣ ହୋଇଥାଏ । ମହିଳାମାନେ ସ୍ଵପ୍ନରେ ପାଚିଲା ପଣସ ଦେଖିଥାନ୍ତି ତାଙ୍କର ପୁତ୍ର ଲାଭ ହୋଇଥାଏ ।

୭- ଯେଉଁ ମହିଳା କଞ୍ଚା ପଣସ ସ୍ଵପ୍ନରେ ଦେଖନ୍ତି ତାଙ୍କର କଣ୍ଟା ସନ୍ତାନ ଜାତ ହୋଇଥାଏ । ଯେଉଁ ବ୍ୟକ୍ତି ସ୍ଵପ୍ନରେ ଧଳା ପେଚା ଦେଖନ୍ତୁ ତାଙ୍କର ଧନ ଲକ୍ଷ୍ମୀ ବଢେ । ସ୍ଵପ୍ନରେ କଳା ପେଚା ଦେଖିଲେ ଧନ ହାନି ଓ ଶତ୍ରୁ ବୃଦ୍ଧି ହୋଇଥାଏ ।

୮- ସ୍ଵପ୍ନରେ ଟଙ୍କା ପଇସା ଦେଖିଲେ ଆଗାମୀ ଦିନରେ ଖର୍ଚ୍ଚ ଅଧିକ ହୋଇଥାଏ । ଯେଉଁ ବ୍ୟକ୍ତି ସ୍ଵପ୍ନରେ କଳା ଶାଢୀ ପିନ୍ଧିଥିବା ସ୍ତ୍ରୀ ଙ୍କୁ ଦେଖନ୍ତି ଆଗାମୀ ଦିନରେ ଶୁଭ ସୂଚନା ମିଳିବା ସହ ଦେବୀ ଦର୍ଶନ ହୋଇଥାଏ ।

୯- ଯେଉଁ ବ୍ୟକ୍ତି ସ୍ଵପ୍ନରେ ଉଡାଜାହାଜ ତଳକୁ ଖସିବାର ଦେଖନ୍ତି ତାଙ୍କ ଉପରେ ବିପଦ ଆସିବାର ସୂଚନା ମିଳିଥାଏ । ଅଣ୍ଡିରା ବାଛୁରିକୁ ଜନ୍ମ ହେବାର ସ୍ଵପ୍ନ ଦେଖିଲେ ଶୁଭ ହୋଇଥାଏ ।

୧୦- ବ୍ୟକ୍ତି ସ୍ଵପ୍ନରେ ଅଁଳା ଗଛ ବା କୋଳି ଦେଖନ୍ତି ସମସ୍ତ ରୋଗରୁ ମୁକ୍ତି ମିଳିଥାଏ । ରବିବାର ଦିନ ସ୍ଵପ୍ନ ଦେଖିଥାନ୍ତି ତେବେ ସୂର୍ଯ୍ୟ ଦେବତାଙ୍କୁ ସ୍ମରଣ କରନ୍ତୁ । ସୋମବାର ଦିନ ସ୍ଵପ୍ନ ଦେଖିଲେ ମହାଦେବଙ୍କୁ ଓ ମଙ୍ଗଳବାର ଦିନ ସ୍ଵପ୍ନ ଦେଖିଲେ ମଙ୍ଗଳା ଦେବୀଙ୍କୁ ସ୍ମରଣ କରନ୍ତୁ ।

୧୧- ବୁଧବାରରେ ସ୍ଵପ୍ନ ଦେଖିଲେ ବୃନ୍ଦାବତୀଙ୍କୁ, ଗୁରୁବାରରେ ସ୍ଵପ୍ନ ଦେଖିଲେ ମାତା ଲକ୍ଷ୍ମୀଙ୍କୁ, ଶୁକ୍ରବାରରେ ସ୍ଵପ୍ନ ଦେଖିଲେ ମା ଦୂର୍ଗାଙ୍କୁ, ଶନିବାରରେ ସ୍ଵପ୍ନ ଦେଖିଲେ ମହକାଳିଙ୍କୁ ସ୍ମରଣ କରିବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *