ପୁଅର ଚିତା ଦେଖି ରାହା ଧରି କାନ୍ଦୁଛି ମା, ଆଉ ଫେରିବନି ତା ଧନ! ଦୃଶ୍ୟ ଦେଖି ଛାତି ଫାଟି ପଡିବ, ଦେଖନ୍ତୁ video

ଦର୍ଶକ ବନ୍ଧୁ ଆଜିର ସମୟରେ ଛୋଟ ପିଲା ମାନେ ଏମିତି ପ୍ରତିଭା ଦେଖାଉଛନ୍ତି ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଯାହାର ଭିଜୁଆଲ ଆପଣ ମାନେ ନୀତିଦିନ ସୋସିଆଲ ମିଡିଆରେ ନିଶ୍ଚୟ ଦେଖୁଥିଲେ ଆଉ ଶୁଣୁ ଥିବେ ମଧ୍ୟ । କିନ୍ତୁ ଏମିତି କିଛି ଦୃଶ୍ୟ ସାମ୍ନା କୁ ଆସୁଛି ଯାହାକୁ ଦେଖିଲେ ଛାତି ଥରି ଉଠିବ । ଗତ କିଛି ସମୟ ହେବ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରସାର ହୋଇଛି । ଯାହାକୁ ନେଇ ଏବେ ହାରି ଆଡେ ଖେଳି ଯାଇଛି ଶୋକର ଛାୟା ।

ହଁ ଦର୍ଶକ ବନ୍ଧୁ ଯେଉଁ ବୟସରେ ମା ର ପଣତ କନି ଧରି ପିଲା ବଡ ହେବା କଥା ଆଜି ସେହି ବୟସରେ ମା ର ଆଖି ଆଗରେ ଜଳୁଛି ଚିତା । ଯେଉଁ ବୟସରେ ଖେଳକୁଦ କରିବା କଥା ଆଜି ସେହି ବୟସରେ ଜୁଇ ଜଳୁଛି । ଛୁଆର ଚିତା କୁ ଦେଖି ରାହା ଧରି କାନ୍ଦୁଛି ମା । ସେଦିନ ସବୁ କିଛି ଠିକ ଠାକ ଥିଲା ହେଲେ ଆଜି ସବୁ କିଛି ବଦଳି ଯାଇଛି । ସମସ୍ତଙ୍କ ମନରେ ସେଦିନ ଯେଉଁ ଖୁସି ଥିଲା ଆଜି ଆଉ ତାହା ନାହି ।

ସଦା ଚଳ ଚଞ୍ଚଳ ଥିବା ଚପଳ କଳାକାର ଏଠାରେ ଯିଏ ପ୍ରଥମ ଥର ପାଇଁ ବଳରାମ ଭୂମିକାରେ ମଞ୍ଚ କୁ ଓଲହାଇ ଥାନ୍ତେ ଆଜି ସେ ଆଉ ଦୁନିଆରେ ନାହାନ୍ତି । ସେଦିନ ମା ଠାରୁ ମେଲାଣି ମାଗୁଥିବା ବଳାରାମ ଅର୍ଥାତ ଶ୍ରେୟସ ଗୁଜାରି ଏ ଦୁନିଆରୁ ସବୁ ଦିନ ପାଇଁ ବିଦାୟ ନେଇଛି । ଶ୍ରେୟସ ଙ୍କ ଆକସ୍ମିକ ବିୟୋଗ ରେ ଅମ୍ବା ପଲ୍ଲି ତଥା ସମଗ୍ର ଗୋପପୁର ରେ ଆଜି ଶୋକର ଛାୟା ଖେଳି ଯାଇଛି । ଆଉ ପୁଅର ଚିତା କୁ ଦେଖି କାନ୍ଦୁଛି ମା । ଟିକେ ଭଲ କରି ଦେଖନ୍ତୁ ଆପଣ ମାନେ ଏହି ଭିଜୁଆଲ କେମିତି କୁନି କଳାକାର ଖୁସି ରେ ଅଛି ।

ରିହଲ ସେଲ ବି କରୁଚି ସାଙ୍ଗ ସାଥିଙ୍କ ସହ ବି ମିଶୁଚି । ଏହି ହସ ହସ ମୁହଁ ଟି ଆଜି ଯେ ନିରବି ଯିବ ତାହା ସହଜରେ ବିଶ୍ଵାସ କରି ହେଉ ନାହି । ଅଜଯ ସମସ୍ତେ ଶ୍ରେୟସ ଙ୍କୁ ଝୁରୁଛନ୍ତି । ଗାଁ ଠାରୁ ପରିବାର, ସାହି ପଡିସା ଙ୍କ ଆଜି ସମସ୍ତଙ୍କ ଆଖି ରେ ଲୁହ ଝରୁଛି । ସତେ ଯେମିତି ଦୁଖରେ ଭାଙ୍ଗି ପଡିଛନ୍ତି । 12 ବର୍ଷ ବୟସର ବାଳକ ଶ୍ରେୟସ ଏଥର ପ୍ରଥମ ପାଇଁ ବଳରାମ ଭୂମିକାରେ ଅଭିନୟ କରିଥାନ୍ତେ । ହେଲେ ଦୁର୍ଭାଗ୍ୟ ତାଙ୍କର ଆକସ୍ମିକ ଦେହାନ୍ତ ଘଟିଛି ।

ତାଙ୍କ ଅକାଳ ମୃ-ତ୍ୟୁ ରେ ସମସ୍ତେ ମର୍ମାହତ ହୋଇ ପଡିଛନ୍ତି । ଏତେ କମ ବୟସରେ ଦଇବ ଯେ ଏମିତି ଡାକି ନେବ ତାହା କେହି ଭାବି ନ ଥିଲେ । ଆଜି ବଳରାମ ଙ୍କୁ ଝୁରୁଛି ବରଗଡ। କାନ୍ଦୁଛି ସମଗ୍ର ଗୋପପୁର । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *