ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଆଉ ନାହାନ୍ତି । ସେ ଚି-ର ଦି-ନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି । ତେବେ ତାଙ୍କର ଶେଷ ସମୟରେ ତାଙ୍କ ସ୍ତ୍ରୀ, ସାନ ପୁଅ ତାଙ୍କ ପାଖରେ ନ ଥିଲେ ଏହା ପିଣ୍ଟୁ ଙ୍କର ସବୁଠାରୁ ବଡ ଅପଶୋଷ ରହିଗଲା । କିନ୍ତୁ ପିଣ୍ଟୁ ଙ୍କ ପାଖରେ ତାଙ୍କ ବଡ ପୁଅ ଥିଲେ ଯାହାଙ୍କୁ ସେ ବହୁତ ଭଲ ପାଉଥିଲେ ।
ସାନ ପୁଅ ଆଉ ସ୍ତ୍ରୀ ଙ୍କୁ ମଧ୍ୟ ପିଣ୍ଟୁ ବହୁତ ଭଲ ପାଉଥିଲେ । କିନ୍ତୁ କିଛି ପାରିବାରିକ ମାମଲା କାରଣରୁ ପିଣ୍ଟୁ ଓ ତାଙ୍କ ସ୍ତ୍ରୀ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ଆଉ ପିଣ୍ଟୁ ଙ୍କ ବଡ ପୁଅ ତାଙ୍କ ପାଖରେ ରହୁଥିବା ବେଳେ ତାଙ୍କ ସାନ ପୁଅ ମା ପାଖରେ ରହୁଥିଲେ । ତେବେ ପିଣ୍ଟୁ ଲିଭର ଶିରୋଷିସ ନାମକ ରୋଗରେ ପୀଡିତ ଥିଲେ ଗତ କିଛି ଦିନ ହେବ ।
ସେଥିପାଇଁ ତାଙ୍କୁ ଭୁବନେଶ୍ବର ରୁ ଦିଲ୍ଲୀ ଆଉ ତା ପରେ ହାଇଦ୍ରାବାଦ ନେଇ ଯାଇଥିଲେ ଚିକିତ୍ସା ପାଇଁ । କିନ୍ତୁ ଲିଭର ଟ୍ରାନ୍ସ ପ୍ଳାଣ୍ଟ ନ ହେବାରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଜଟିଳ ହୋଇ ପଡିଥିଲା । ଆଉ ଶେଷରେ ଜୀବନ ସହ ସଂଘର୍ଷ କରି ବୁଧବାର ରାତି ରେ ସେ ଶେ-ଷ ନି-ଶ୍ଵା-ସ ତ୍ୟା-ଗ କରିଛନ୍ତି । ତେବେ ଗତ କାଲି ରାତିରେ ତାଙ୍କର ମ-ର ଶ-ରୀ-ର ହାଇଦ୍ରାବାଦ ରୁ ଓଡିଶା ଆସି ପହଞ୍ଚି ଥିଲା ।
ଆଉ ଆଜି ସକାଳୁ ତାଙ୍କର ଅ-ନ୍ତି-ମ ସଂ-ସ୍କା-ର ପାଇଁ ପୁରୀ ସ୍ଵ-ର୍ଗ-ଦ୍ଵା-ର କୁ ନିଆ ଯାଇଛି । ତେବେ ଏହାରି ମଧ୍ୟରେ ପିଣ୍ଟୁ ଙ୍କ ବଡ ପୁଅ ଙ୍କର ଆଜି ପରୀକ୍ଷା ଥିଲା । ତେବେ ପୁଅ ପରୀକ୍ଷା ଦେଇ ଆସିବା ପରେ ବାପା ମୁହଁ ରେ ମୁ-ଖା-ଗ୍ନି ଦେବେ ବୋଲି ସୂଚନା ରହିଥିଲା । ତେବେ ବର୍ତ୍ତମାନ ସମୟରେ ପିଣ୍ଟୁ ଙ୍କ ପୁଅ ଆସି ପହଞ୍ଚି ସାରିଛନ୍ତି ମୁ-ଖା-ଗ୍ନି ଦେବାକୁ । ପିଣ୍ଟୁ ଙ୍କୁ ସ୍ଵ-ର୍ଗ-ଦ୍ଵା-ର ଅଭିମୁଖେ ନିଆ ଯାଇ ସାଇଛି ।
ଆଉ ସେଠାରେ ତାଙ୍କ ପରିବାର ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ, ଓଡିଆ କଳାକାର ମାନେ ସମସ୍ତେ ଉପସ୍ଥିତ ଅଛନ୍ତି । ତେବେ ବଡ ପୁଅ ବାପାଙ୍କୁ ମୁ-ଖା-ଗ୍ନି ଦେବାକୁ ପହଞ୍ଚି ସାଇଛନ୍ତି ଆଉ ବାପାଙ୍କୁ ହରାଇ କାନ୍ଦି କାନ୍ଦି ଦୁଖରେ ଭାଙ୍ଗି ପଡିଛନ୍ତି ପିଣ୍ଟୁ ଙ୍କ ବଡ ପୁଅ । ଏହି ଭାଇରାଲ ହୋଇଥିବା ଭିଡିଓ ରେ ପିଣ୍ଟୁ ଙ୍କ ବଡ ପୁଅ ଧଳା ଡ୍ରେସ ପିନ୍ଧିବା ସହ ତାଙ୍କ ହାତରେ ଧଳା କପଡା ମଧ୍ୟ ଅଛି ।
ନିଜ ବାପାଙ୍କୁ ହରାଇ ପିଣ୍ଟୁ ଙ୍କ ପୁଅ ଶୋକହରା ହୋଇ ପଡିଛନ୍ତି । ଆମେ ମାନେ ସମସ୍ତେ ପିଣ୍ଟୁ ନନ୍ଦ ଙ୍କ ଆ-ତ୍ମା-ର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।