ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 13 ରୁ 18 ମାର୍ଚ୍ଚ ଏହି ରାଶି କୁ ମିଳିବ ବଡ ଖୁସି ଖବର

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ହିନ୍ଦୁ ଧର୍ମରେ ଅନେକ ଦେବାଦେବୀଙ୍କ ମାନତା ଅଛି । ଆପଣଙ୍କୁ କହି ଦେଉଛି ସେହି ଦେବାଦେବୀଙ୍କ ମଧ୍ୟରୁ ଭଗବାନ ଶନିଦେବଙ୍କ ନାମ ବି ଆସୁଛି । ଭଗବାନ ଶନି ସର୍ବୋଚ୍ଚ ନ୍ୟାୟଧୀଶ ଅଟନ୍ତି । ଭଗବାନ ଶନି ଅନୁଚିତ କାମ କରୁଥିବା ବ୍ୟକ୍ତିଙ୍କୁ ସମୟ କ୍ରମେ ଦଣ୍ଡ ଦେଇଥାନ୍ତି । ଶନି ସୂର୍ଯ୍ୟ ପୁତ୍ର ଓ କର୍ମ ଫଳ ଦାତା ମାନା ଯାଇଥାନ୍ତି । ମୋକ୍ଷ ପ୍ରଦାନ କରୁଥିବା ଏକମାତ୍ର ଭଗବାନ ଶନିଦେବ ହିଁ ଅଟନ୍ତି । କିନ୍ତୁ ଶନିଦେବ ପ୍ରକୃତିରେ ସନ୍ତୁଳନ ବଜାୟ ରଖିଥାନ୍ତି । ଶାସ୍ତ୍ର ଅନୁଯାୟୀ ମାର୍ଚ୍ଚ 13 ଠାରୁ 18 ତାରିଖ ଯାଏଁ ଶନିଦେବ କିଛି ରାଶିଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଛନ୍ତି ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ମକର ରାଶି : ଆପଣଙ୍କ ଉପରେ ଭଗବାନ ଶନିଙ୍କ ଅପାର କୃପା ଦ୍ରୁଷ୍ଟି ପ୍ରାପ୍ତ ହେବ । ଅଚାନକ ଧନ ଲାଭ ହେବ । ବ୍ୟାପାର ବ୍ୟବସାୟରେ ବୃଦ୍ଧି ହେବ । ବିଦେଶରେ ରହି ଚାକିରି କରିବାକୁ ଚାହୁଁଥିଲେ ସମ୍ଭାବନା ଅଛି ।

ମେଷ ରାଶି : ଭଗବାନ ଶନିଙ୍କ କୃପାରୁ ଆପଣଙ୍କ ପାଇଁ ସମୟ ବହୁତ ଭଲ ଆସିବାକୁ ଯାଉଛି । ମାନ ସମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ । ସମାଜରେ ଆପଣଙ୍କର ପ୍ରଶଂସା ହେବ । ଅଟକିଥିବା କାମ ସମୟ ଅନୁଯାୟୀ ପୁରା ହେବ ।

ବୃଷ ରାଶି : ଆପଣଙ୍କ ଉପରେ ଭଗବାନ ଶନିଙ୍କ କୃପାରୁ ବହୁତ ଜଲ୍ଦି ଶୁଭ ଖବର ମିଳିବାକୁ ଯାଉଛି । ଆପଣଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେହତର ହେବ । ଅଟକିଥିବା କାମ ସଫଳତା ପୁର୍ବକ ପୁରା ହେବ । ଅନେକ ପ୍ରକାରର ଧନ ଲାଭ ମିଳିବ । ପ୍ରେମ ସମ୍ପର୍କରେ ମିଠାଶ ଆସିବ ।

କନ୍ୟା ରାଶି : ଭଗବାନ ଶନିଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ । ଆପଣଙ୍କୁ ଧନ ଲାଭ ହେବ ସହ ବ୍ୟାପାରରେ ଖୁବ ବୃଦ୍ଧି ହେବ । ଚାକିରିରେ ପଦୋନ୍ନତି ସହ ବେତନରେ ବୃଦ୍ଧି ହେବ ।

ସିଂହ ରାଶି : ଭଗବାନ ଶନିଙ୍କ କୃପାରୁ ଆପଣଙ୍କ ପାଇଁ ସମୟ ବେହତର ହେବ । ମାନ ସମାନ ମିଳିବା ସହ ସମାଜ ଦ୍ଵାରା ଖୁବ ପ୍ରଶଂସା ହେବ । ଜୀବନରେ ଏମିତି ଅବସର ମିଳିବ ଯାହା ଦ୍ଵାରା ଭଲ ପରିବର୍ତ୍ତନ ହେବ । ଆପଣଙ୍କୁ ଖୁବ ଧନ ଲାଭ ହେବ । ପରିବାରରେ ଖୁଶିର ମାହୋଲ ହେବ ।

ଧନୁ ରାଶି : ଭଗବାନ ଶନିଙ୍କ କୃପାରୁ ଆପଣଙ୍କୁ ବହୁତ ଜଲ୍ଦି ଭଲ ଖବର ମିଳିବାର ଯୋଗ ଅଛି । ମେହନତର ଫଳ ମିଳିବ । ଅଚାନକ ଧନ ଲାଭ ହେବ । ସାମାଜିକ କ୍ଷେତ୍ରରେ ମନ ସମ୍ମାନରେ ବୃଦ୍ଧି ହେବ । ଧନରେ ଖୁବ ବୃଦ୍ଧି ହେବ ।

କୁମ୍ଭ ରାଶି : ଆୟରେ ବୃଦ୍ଧି ହେବ । ଆପଣଙ୍କ ଜୀବନ ବଦଳିଯିବ । ଭଗବାନ ଶନିଙ୍କ କୃପାରୁ ନୂଆ ନୂଆ ଅବସର ପ୍ରାପ୍ତ ହେବ । ପରିବାର ଓ ଜୀବନସାଥିଙ୍କ ସହଯୋଗ ମିଳିବ । ସନ୍ତାନ ପ୍ରାପ୍ତିର ଇଚ୍ଛା ରଖିଥିଲେ ଖୁସି ଖବର ମିଳିବ । ପ୍ରେମ ସମ୍ପର୍କ ମଜବୁତ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *