ଇଣ୍ଟରଭ୍ୟ ରେ କିଛି ଝିଅଙ୍କୁ ପଚରା ଗଲା ଏମିତି ପ୍ରଶ୍ନ, ଯାହାର ଉତ୍ତର ଝିଅମାନେ କିଛି ଏହି ଭଳି ଦେଲେ- ନିଶ୍ଚୟ ଦେଖନ୍ତୁ

ଯଦି ଇଣ୍ଟରଭ୍ୟୁ କଥା ପଚରା ଯାଏ ତେବେ ଆପଣଙ୍କୁ କେହି ଏମିତିକା ପ୍ରଶ୍ନ ପଚାରିଛନ୍ତି ଯାହା ଶୁଣିବା ପାଇଁ ବହୁତ ଖରାପ ହୋଇ ଥିବ କିନ୍ତୁ ତା ଉତ୍ତର ବହୁତ ସରଳ ଥିବ । ତେବେ ଆଜି ଆମେ ଆପଣଙ୍କ ପାଇଁ ସେହିଭଳି କିଛି ପ୍ରଶ୍ନ ନେଇକି ଆସିଛୁ ଯାହା ଆଜିକାଲି ବହୁତ ଭାଇରାଲ ହେଉଛି । ଏଥିରେ ବହୁତ ଥର ଡବଲ ମିନିଙ୍ଗ ପ୍ରଶ୍ନ ପଚରା ଯାଇଛି, କିନ୍ତୁ କିଛି ଲୋକ ଏହାର ସଠିକ ଉତ୍ତର ଦେଇଛନ୍ତି ।

ଏହି ପ୍ରଶ୍ନ ଗୁଡିକ କଲେଜ ଝିଅଙ୍କୁ ପଚରା ଗଲା ଯାହା ଶୁଣି କିଛି ଝିଅଙ୍କ ମୁଣ୍ଡ ଗରମ ହୋଇ ଗଲା କିନ୍ତୁ କିଛି ଝିଅ ବହୁତ ଶାନ୍ତ ଭାବରେ ଏହାର ଉତ୍ତର ଦେଲେ ।

ତେବେ ଆସନ୍ତୁ ଏହି ତେଢା ମେଢା ପ୍ରଶ୍ନ ଗୁଡିକୁ ଜାଣିବା ଏବଂ ତାଙ୍କ ଉତ୍ତର ଦବା ପାଇଁ ଚେଷ୍ଟା କରିବା ।

୧. ପ୍ରତି ଝିଅ ପାଖରେ ଗୋଟେ ଜିନିଷ ହୋଇ ଥାଏ, ଯାହାକୁ ସେ ପୁଅକୁ ନିଜ ଆଡୁକୁ ଆକର୍ଷିତ କରିବା ପାଇଁ ଉପଯୋଗ କରି ଥାଏ ?

ଉତ୍ତର – ଏହି ପ୍ରଶ୍ନ ଶୁଣି ବହୁତ ଝିଅ ବହୁତ ଖରାପ ଉତ୍ତର ଦେଲେ କିନ୍ତୁ ଗୋଟେ ଝିଅ ଏହାର ସଠିକ ଉତ୍ତର ଦେଲେ । ଏହି ପ୍ରଶ୍ନ ଉତ୍ତର କଥା ବା ବାଣୀ ଅଟେ, କାହିଁକିନା ମଧୁର ଓ କର୍କଶ କଥା ଦ୍ଵାରା ମଧ୍ୟ ଝିଅମାନେ ପୁଅଙ୍କୁ ଆକର୍ଷିତ କରି ଥାନ୍ତି ।

୨. ଯଦି ସେଇଟା ନଥାନ୍ତା ତେବେ ନିଜ ନିଜ ହାତ ଉପଯୋଗ କରିବାକୁ ପଡି ଥାନ୍ତା ?

ଉତ୍ତର – ଏହି ପ୍ରଶ୍ନ ଶୁଣି ଲୋକ ବହୁତ ଖରାପ କଥା ଭାବିଲେ କିନ୍ତୁ ଗୋଟେ ଝିଅ ଏହାର ସଠିକ ଉତ୍ତର ଦେଲା । ଏହି ପ୍ରଶ୍ନ ଉତ୍ତର କୁହୁଡି ଅଟେ ଯାହାକୁ ଶୁଣି ପ୍ରଶ୍ନ ପଚାରୁଥିବା ଲୋକ ସେହି ଝିଅ ଫ୍ୟାନ ହୋଇ ଗଲା ।

୩. ଏମିତି ଗୋଟେ ଅଣ୍ଡାକାର ଜିନିଷ ନା କୁହନ୍ତୁ ଯାହା ଚାରି କଡ ରେ ଚୁଟି ହୋଇଥାଏ ଏବଂ ତା ନା C ରୁ ଆରମ୍ଭ ଏବଂ T ରେ  ଶେଷ ହୋଇ ଥାଏ ?

ଉତ୍ତର – କୋକୋନଟ ଏହାର ସଠିକ ଉତ୍ତର (coconut) ।

୪. ସେହି ଜିନିଷ ନା କୁହନ୍ତୁ ଯାହା ଭିତରେ ଗଲେ କଡକ ହୋଇ ଯାଏ ଏବଂ ବାହାରୁକୁ ଆସିଲେ ନରମ ହୋଇ ଯାଏ ?

ଉତ୍ତର – ଏହାର ସଠିକ ଉତ୍ତର ଚ୍ୱିଙ୍ଗଗମ ଅଟେ ।

Leave a Reply

Your email address will not be published. Required fields are marked *