ଭିଡ ଭିତରେ ମଇଁଷି କଲା ଲୋକଙ୍କ ଉପରେ ଆକ୍ରମଣ, ଏହା ପରେ ଯାହା ହେଲା ତାହା ପ୍ରକୃତରେ ଆଶ୍ଚର୍ଯ୍ୟ କରିଦେବ- ଦେଖନ୍ତୁ ଭିଡିଓ

ପଶୁମାନଙ୍କ ଭାବନା କେହି ଜାଣି ପାରନ୍ତି ନାହିଁ ସେଥିପାଇଁ ବେଳେ ବେଳେ ସେ ବହୁତ ଶାନ୍ତ ରୁହନ୍ତି ତେବେ କେତେବେଳେ ହଟାତ ଭଡକି ଯାଆନ୍ତି । କିନ୍ତୁ ପଶୁମାନଙ୍କ ଭଡକିବା ମଣିଷ ପାଇଁ ଜମା ବି ଭଲ ହୋଇ ନଥାଏ କାହିଁକିନା ପଶୁ ରାଗିଲେ ସର୍ବପ୍ରଥମେ ମଣିଷକୁ ହାନି କରି ଥାଏ । ତେବେ ଆଜି ଆମେ ଆପଣଙ୍କୁ ଗୋଟେ ଭିଡିଓ ଦେଖେଇବାକୁ ଯାଉଛୁ ଯେଉଁଥିରେ ହଟାତ ଗୋଟେ ମଇଁଷି ରାଗୀ ଯାଇଛି ।

କିନ୍ତୁ ଏହି ଥର ମଇଁଷି ର ରାଗିବା ମଣିଷ ଉପରେ ସଙ୍କଟ ଆଣି ଥିଲା । ମଇଁଷି ଏମିତି ଗୋଟେ ପଶୁ ଯାହା ମଣିଷ ପାଇଁ ବହୁତ ଲାଭକାରୀ ହୋଇ ଥାଏ ଏହା ଲୋକଙ୍କୁ କ୍ଷୀର ଦେଇ ଥାଏ ଏବଂ ଗୋବର ଦେଇ ଥାଏ ।

ଯାହା ବିକି ମଣିଷ କିଛି ଧନ ପାଇ ଥାଏ ଏବଂ ଅନ୍ୟ କେତେକ ଲାଭ ମଧ୍ୟ ମଇଁଷି ଦ୍ଵାରା ପ୍ରାପ୍ତ ହୋଇ ଥାଏ । ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଚାଇନାର ଅଟେ, ଏଠାରେ ଗୋଟେ ମେଳା ଲାଗିଥିଲା ସେଥିପାଇଁ ବହୁତ ଭିଡ ମଧ୍ୟ ହୋଇଥିଲା ଲୋକ କିଣା କିଣି ରେ ବ୍ୟସ୍ତ ଥିଲେ ।

ଏହା ପରେ ହଟାତ କୁଆଡୁ ଗୋଟେ ମଇଁଷି ରାଗିକି ସେହି ମେଳା ଭିତରକୁ ଆସି ଗଲା ଏବଂ ଲୋକଙ୍କୁ ହାନି କଲା ଯାହା ଦେଖି ଅନ୍ୟ ଲୋକ ଦୌଡିବା ଆରମ୍ଭ କଲେ । ମଇଁଷି ଭିଡରେ ଲୋକଙ୍କ ଉପରେ ହମଲା କଲା ଯାହା ପରେ ଲୋକଙ୍କ ମଧ୍ୟ ରେ ଡର ଆସିଗଲା ଓ ସମସ୍ତେ ଇଆଡେ ସିଆଡେ ଦୌଡିବା ଆରମ୍ଭ କଲେ କିନ୍ତୁ ଏତିକି ସମୟ ରେ ବହୁତ ଲୋକ ଆଘାତ ମଧ୍ୟ ପାଇଲେ ।

ସୁରକ୍ଷାକର୍ମୀ ସେହି ମଇଁଷି କୁ ଅଟକେଇବା ପାଇଁ ପୂର୍ଣ୍ଣ ପ୍ରୟାସ କରୁଥିଲେ କିନ୍ତୁ ସେ ତାଙ୍କ ହାତରେ ଆସୁ ନଥିଲା । ଏହା ପରେ ସୁରକ୍ଷାକର୍ମୀ ଲୋକଙ୍କ ଜୀବନ ବଞ୍ଚେଇବା ପାଇଁ ମଇଁଷି ଉପରେ ଗୁଳି ଚଳେଇବା ଆରମ୍ଭ କଲେ ଯାହା ପରେ ମଇଁଷି ଆଘାତ ହୋଇ ପଡି ଗଲା । ତେବେ ଆସନ୍ତୁ ଏହି ଭିଡିଓ ଦେଖିବା ଯେ କେମିତି ଗୋଟେ ମଇଁଷି ସମସ୍ତଙ୍କୁ ଆଘାତ କଲା ଏବଂ ନିଜେ ଗୁଳି ଦ୍ଵାରା ଆଘାତ ପାଇଲା ।

ତେବେ ଏହି ମଇଁଷି ଯେ ମାନଙ୍କୁ ରାଗି ଥିବା ତା ନୁହେଁ ନିଶ୍ଚିନ୍ତ କେହି ବଦମାସ ତାକୁ କଷ୍ଟ ଦେଇଥିବା ଯେଉଁଠି ପାଇଁ ସେ ଏଭଳି ରାଗି ଯାଇ ଲୋକଙ୍କ ଉପରେ ଆକ୍ରମଣ କଲା ।

Leave a Reply

Your email address will not be published. Required fields are marked *