ଦୁନିଆର 4ଟି ସବୁଠୁ ଅଧିକ Salary ଦେଉଥିବା ଦେଶ- Highest Salary Country

ବନ୍ଧୁଗଣ ଆମେ ସବୁବେଳେ ଭାବି ଥାଉ କି କାସ ଆମ ଦରମା ଟିକେ ଅଧିକ ହୁଅନ୍ତା । ତ ଚାଲନ୍ତୁ ଆଜି ଆପଣଙ୍କ ଇଚ୍ଛା ପୂରଣ କରିବା । ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ସେହି ଦେଶ ଗୁଡିକ ବିଷୟରେ ଯାହାର ଦରମା ଜାଣି ଆପଣଙ୍କ ହୋସ ଉଡିଯିବ । ଏହି ଦେଶରେ ମାସର ପ୍ରଥମ ଦିନ ହଉ କିମ୍ବା ଶେଷ ଦିନ ବଡ ପଦବୀରେ ହେଉ କିମ୍ବା ଛୋଟ ପଦବୀ ହେଉ ସମସ୍ତଙ୍କ ପକେଟ ମାସର ୩୦ ଦିନ ଯାକ ପଇସା ରେ ଭର୍ତ୍ତି ହୋଇରହିଥାଏ ।

ଆସନ୍ତୁ ଜାଣିବା ସେହି ଦେଶ ବିଷୟରେ ଯାହାର ଦରମା ଭାରତୀୟ ମାନଙ୍କ ଠାରୁ ବହୁତ ଅଧିକ ।

୧ – ଲଗଜମ୍ବଗ- ବନ୍ଧୁଗଣ ଏହି ଦେଶ ପଶ୍ଚିମ ଇଉରୋପରେ ଅବସ୍ଥିତ , ଆପଣ ଏହାର ଆକାରରେ ଜାନ୍ତୁ ନାହିଁ, ଏହି ଦେଶ ର ଅର୍ଥନୀତି ସବୁଠୁ ବଢିଆ ଅଟେ । ଏବଂ ଏହି କାରଣ ଯୋଗୁ ଏହି ଦେଶର ଅର୍ଥନୀତି ସମସ୍ତଙ୍କ ଠାରୁ ଭିନ୍ନ । ଏଠାରେ ଜର୍ମାନ ଏବଂ ଫ୍ରେଞ୍ଚ୍ ଭାଷା ର ପ୍ରୟୋଗ କରାଯାଇଥାଏ । ଏହି ଦେଶର ବାସିନ୍ଦା ମାନେ ଅଧିକାଂଶ ଚାଷ କରି ନିଜର ଜୀବିକା ଅତିବାହିତ କରିଥାନ୍ତି ।

ବନ୍ଧୁଗଣ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦେଶରେ ଲୋକ ମାନଙ୍କ ଦରମା ମାସକୁ- ୪୪୫୫୧୪୪ ଟଙ୍କା ଅଟେ । ଏହା ଛଡା ଵୋନୋଶ ଏବଂ ନା ନା ପ୍ରକାରର ଉପହାର ମିଳିଥାଏ । ଯାହା ଫଳରେ ସେମାନେ ଅଧିକ ଉତ୍ସାହୀ ହୋଇଥାନ୍ତି । ଏହି ଦେଶର ସବୁଠୁ ଖାସ କଥା ହେଉଛି ଏଠି ମାତ୍ର ୧୩୦୦ ପୋଲିସ କର୍ମଚାରୀ ଅଛନ୍ତି ଏବଂ ମାତ୍ର ୨ ଟି କାରାଗାର ରହିଛି । ଏହି ଦେଶରେ ଅପରାଧର ସଂଖ୍ୟା ବହୁତ କମ ଅଟେ ।

୨- ନେଦରଲ୍ୟାଣ୍ଡ- ନେଦରଲ୍ୟାଣ୍ଡକୁ ହଲାଣ୍ଡ ମଧ୍ୟ କୁହାଯାଏ । ଏହା ବିଶ୍ଵର ୬ଷ୍ଠ ଶୁଖି ଦେଶ ଭାବରେ ପ୍ରତିଷ୍ଠିତ । ଏହି ଦେଶ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ବାକି ସବୁ ଦେଶ ଠାରୁ ବହୁତ୍ ଆଗରେ ରହିଛି । ଏହି ଦେଶର ସବୁଠୁ ଭଲ ଜିନିଷ ହେଉଛି , ଏହି ଦେଶ ବ୍ୟାପାର ପାଇଁ କୌଣସି ଟାକ୍ସ ବା କର ନେଇ ନଥାଏ । ଏହା ସମୁଦ୍ର ପାଖରେ ଅବସ୍ତିତ , ସମୁଦ୍ର ପାଣିକୁ ଅଟକାଇବା ପାଇଁ ଗୋଟେ ବ୍ରିଜ ତିଆରି ହାଇଛି , ଯଦି ଏ ବ୍ରିଜ ହଟେଇ ଦିଆଯାଏ ତେବେ ଏହି ଦେଶର ୪୦ ଶତକଡା ସମୁଦ୍ରରେ ବୁଡିଯିବ ।

ବନ୍ଧୁଗଣ ଏହି ଦେଶର ଅପରାଧ ସଂଖ୍ୟା ବହୁତ୍ କମ ଅଟେ । ଏହା ଯୋଗୁଁ ଏଠି ମାତ୍ର ୮ଟି ଜେଲ ବା କାରାଗାର ରହିଛି । ବନ୍ଧୁଗଣ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦେଶରେ ଲୋକଙ୍କର ମାସିକ ଦରମା ଭାରତୀୟ ମୁଦ୍ରା ହିସାବରେ ୩୭୪୨୩୭୨ ଟଙ୍କା ଅଟେ ।

୩- ଡେନମାର୍କ – ଡେନମାର୍କ ଉତ୍ତର ଇଉରୋପ ରେ ଅବସ୍ତିତ । ଏହି ଦେଶ କୁ ସବୁଠାରୁ ସୁଖ ସମୃଦ୍ଧିର ଦେଶ ବୋଲି କୁହା ଯାଇଥାଏ । ଏହି ଦେଶରେ ନା ଅଧିକ ଥଣ୍ଡା ହୁଏ ଏବଂ ନା ହିଁ ଅଧିକ ଗରମ ହୁଏ । ବନ୍ଧୁଗଣ ଏହି ଦେଶର ନାଗରିକ ମାନେ ନିୟମ କୁ ଭଲ ଭାବରେ ପାଳନ କରିଥାନ୍ତି । ବନ୍ଧୁଗଣ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଠାରେ ଗୋଟେ ଅଜୀବ ପରମ୍ପରା ରହିଛି , ଏହି ଦେଶର ଲୋକମାନେ ଯଦି ୨୫ ବର୍ଷ ବୟସ ମଧ୍ୟରେ ରେ ଵିଵାହ ନ କରନ୍ତି, ତେବେ ଏମାନେ ତାଙ୍କ ଉପରେ ଡାଲଚିନି ପକାଯାଇଥାଏ ।

ଯଦି ୩୦ ବର୍ଷ ବୟସ ମଧ୍ୟରେ ଆପଣଙ୍କ ବିବାହ ନ ହୋଇଥାଏ, ତେବେ ଆପଣଙ୍କ ଉପରେ ଗୋଲମରିଚ ପକାଯାଇଥାଏ । ଏହି ଦେଶ ରେ ପଇସାର ଅଭାବ ନାହିଁ ତା ସତ୍ୱେ ମଧ୍ୟ ଲୋକ ମାନେ ସାଇକେଲ ଚଳାଇବାକୁ ବେଶି ପସନ୍ଦ କରିଥାନ୍ତି । ଏହି ଦେଶର ମାସିକ ଦରମା ହେଉଛି-୩୭ ଲକ୍ଷ ଟଙ୍କା ଅଟେ ।

୪- ନରୱେ – ନରୱେ ୪ର୍ଥ ଏମିତିଆ ଦେଶ ଯଉଠି ଲୋକ ମାନେ ବହୁତ ଖୁସି ରେ ରୁହନ୍ତି । ଏଠାରେ ଅପରାଧ ସଂଖ୍ୟା ବହୁତ୍ କମ ଅଟେ । ଏହି ଦେଶର ଲୋକେ ବହି ପଢିବାକୁ ବହୁତ୍ ଭଲ ପାଇଥାନ୍ତି । ବନ୍ଧୁଗଣ ଏହି ଦେଶର ଲୋକମାନଙ୍କର ଭାରତୀୟ ମୁଦ୍ରା ହିସାବରେ ମାସିକ ଦରମା ହେଉଛି – ୩୭୫୬୯୨୯ ଟଙ୍କା । ଏହା ଛଡା ଏହି ଦେଶ ର ସବୁଠୁ ବିଚିତ୍ର କଥା ହଉଛି ଜୁଲାଇ ପର୍ଯ୍ୟନ୍ତ ଏହି ଦେଶରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଏଠି ରାତିରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *