IAS ଇନ୍ଟରଭିଉ ରେ ପଚରା ଯାଉଥିବା ପ୍ରଶ୍ନ: ମୋ ମା ଏକ କୁକୁର ମୋ ବାପା ଏକ କଦଳୀ ମୁଁ କିଏ ? ଏହା ସହ ଆହୁରି 22 Gk Questions & Answers

ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି ।

ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ । ୧- ଏଭଳି କେଉଁ ପ୍ରାଣୀ ଅଛନ୍ତି ଯେଉଁମାନେ ଆଖି ବନ୍ଧ କରି ଦେଖି ପାରନ୍ତି ? ଉତ୍ତର- ଓଟ । ୨- ମାନବ ଶରୀରରେ ଥିବା ନାକ କେତେ ପ୍ରକାରର ସୁଗନ୍ଧ କୁ ଅନୁଭବ କରିପାରେ ? ଉତ୍ତର- ୫୦ ହଜାର ରୁ ଅଧିକ ।

୩- ଜଣେ ବ୍ୟକ୍ତି କେତେ ଦିନ ପର୍ଯ୍ୟନ୍ତ ଅନିଦ୍ରା ରହିପାରିବ ?

ଉତ୍ତର- ୧୧ ଦିନ ପର୍ଯ୍ୟନ୍ତ ।

୪- ସବୁଠାରୁ ଅଧିକ କେଉଁ ଦେଶରେ ଡାକଘର ରହିଅଛି ?

ଉତ୍ତର- ଭାରତ ରେ ।

୫- ତାହା କେଉଁ ତତ୍ଵ ଅଛି ଯାହା ଜଳରେ ମଧ୍ୟ ଆଲୋକ ଦେଇଥାଏ ?

ଉତ୍ତର- ସୋଡିୟମ ।

୬- ନିସ୍ପତି ଶୁଣାଇ କୋର୍ଟ ରେ ଜଜ ପେନ ର ମୁନ କାହିଁକି ଭାଙ୍ଗି ଦେଇଥାନ୍ତି ?

ଉତ୍ତର- ଦ୍ଵିତୀୟଥର ଏଭଳି ନ ହେବ ସେଥି ନିମନ୍ତେ ।

୭- ଏଭଳି କେଉଁ ପଶୁ ଅଛି ଯାହା ଓଲଟ ଚାଲି ପାରିବ ନାହିଁ ?

ଉତ୍ତର- କଙ୍ଗାରୁ ।

୮- ଏଭଳି କେଉଁ ପଶୁ ଅଛି ଯାହାର ୩ ଟି ନେତ୍ର ରହିଅଛି ?

ଉତ୍ତର- ଟିଟୋରା ନାମକ ପଶୁ ।

୯- ଚାକିରୀ ବିନା ଜୀବନ କିଭଳି ଲାଗିଥାଏ ?

ଉତ୍ତର- ଅସଫଳ ବ୍ୟକ୍ତି ସାଦୃଶ୍ୟ ।

୧୦- ଗୌତମ ବୁଦ୍ଧ ଜ୍ଞାନ ର ପ୍ରାପ୍ତି କେଉଁଠାରେ କରିଥିଲେ ?

ଉତ୍ତର- ବୋଦ୍ଧଗୟା ରେ ।

୧୧- ସ୍କୁଲ ବସ ର ରଙ୍ଗ ସର୍ବଦା ହଳଦିଆ କାହିଁକି ହୋଇଥାଏ ?

ଉତ୍ତର- ଦୂରରୁ ଦେଖାଯିବ ଏଥି ନିମନ୍ତେ ।

୧୨- ରାତିରେ ଘରେ ଝାଡୁ ରେ କାହିଁକି ଓଳାଇବା କଥା ନୁହେଁ ?

ଉତ୍ତର- ତାହା ଅଶୁଭ ହୋଇଥାଏ ଏଥି ନିମନ୍ତେ ।

୧୩- କେଉଁ କୀଟ ଅଛି ଯାହାର ମସ୍ତିଷ୍କ କାଟିବା ପରେ ମଧ୍ୟ ସେ ଜୀବିତ ରହିଥାଏ ?

ଉତ୍ତର- ଅସରପା ।

୧୪- ଏଭଳି କେଉଁ ଜନ୍ତୁ ଅଛି ଯାହାର ରକତ ନୀଳ ରଙ୍ଗର ହୋଇଯାଇଥାଏ ?

ଉତ୍ତର- ଅକ୍ଟୋପୋଷ ।

୧୫- ସଂସାରର ପ୍ରଥମ ନୋଟ କେଉଁ ଦେଶରେ ତିଆରି ହୋଇଥିଲା ?

ଉତ୍ତର- ଚୀନ ରେ ।

୧୬- ସବୁଠାରୁ ଲମ୍ବା କେଉଁ ଘାସକୁ କୁହା ଯାଇଥାଏ ?

ଉତ୍ତର- ବାଉଁଶ କୁ ।

୧୭- କବାଡି ଖେଳ ରେ କେତେ ଖେଳାଳୀ ରହିଥାନ୍ତି ?

ଉତ୍ତର- ୧୨ ଜଣ ଖେଳାଳୀ ।

୧୮- ଇଣ୍ଟରନେଟ ର ହିନ୍ଦୀ ନାମ କଣ ହୋଇଥାଏ ?

ଉତ୍ତର- ଅନ୍ତରଜାତ ।

୧୯- କେଉଁ ଜନ୍ତୁ ର ପେଟ ତାହାର ମସ୍ତିଷ୍କ ରେ ହୋଇଥାଏ ?

ଉତ୍ତର- ଝିଙ୍ଗା ମାଛ ର ।

୨୦- ବ୍ରହ୍ମାଣ୍ଡ ର କେଉଁ ଗ୍ରହ ରେ ୧ ଦିନ ୧ ବର୍ଷ ସହିତ ସମାନ ହୋଇଥାଏ ?

ଉତ୍ତର- ଶୁକ୍ର ଗ୍ରହ ।

୨୧- ଝିଙ୍ଗା ମାଛର ମସ୍ତିଷ୍କ କେଉଁଠାରେ ହୋଇଥାଏ ?

ଉତ୍ତର- ମୁଣ୍ଡରେ ।

୨୨- କେଉଁ ଦେଶରେ ୨ ଟି ସନ୍ତାନରୁ ଅଧିକ ଜାତ କରିଲେ ଦଣ୍ଡ ଦିଆଯାଇଥାଏ ?

ଉତ୍ତର- ଉତ୍ତର କୋରିୟା ଦେଶ ରେ ।

୨୩- ସଂସାରର କେଉଁ ଦେଶ ରେ ସବୁଠାରୁ ଅଧିକ ବେରୋଜଗାର ଅଛନ୍ତି ?

ଉତ୍ତର- ଭାରତରେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ଟିପ୍ପଣୀ ଟି ଭଲ ଲାଗିଥିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *