ଏହି ଜାଗାରେ ପ୍ରତି ବର୍ଷ ହୋଇଥାଏ ମାଛମାନଙ୍କର ବର୍ଷା !

ଆଜି ଆମେ ଆପଣଙ୍କୁ ଏକ ଏମିତି ଜାଗା ବିଷୟରେ କହିବୁ ଯେଉଁଠାରେ ପ୍ରତ୍ୟକ ବର୍ଷ ମାଛମାନଙ୍କର ବର୍ଷା ହୋଇଥାଏ । ଆଜି ଆମେ ଆପଣଙ୍କୁ ଏକ ଏମିତି ଜାଗା ବିଷୟରେ କହିବୁ ଯେଉଁଠି ପ୍ରତ୍ୟକ ବର୍ଷ ମାଛମାନଙ୍କର ବର୍ଷା ହେଉଛି । ଏଠାରେ ଗତ ୧୦୦ ବର୍ଷରୁ ଏହି ଅଜୀବ ପ୍ରକାର ଘଟଣା ଘଟିବାରେ ଲାଗିଛି । ଯେଉଁ ଦେଶରେ ଏହା ସବୁ ହେଉଛି ତାହାର ନାମ ହୋଡୁରାସ ଅଟେ ,ଯାହା ମେସ୍କିକୋ ର ନିକଟରେ ହେଉଛି ।

ଏଠାରେ ୧୦୦ ବର୍ଷରୁ ବି ଅଧିକ ସମୟରେ ମାଛମାନଙ୍କର ବର୍ଷା ହେବାକୁ ଲାଗିଛି । ଏହି ଘଟଣା ବସନ୍ତ ଋତୁ ଶେଷରେ ବା ଗରମ ଆରମ୍ଭରୁ ହୋଇଥାଏ । ଏହି ଦେଶ ଠାରୁ ଅନ୍ତଲାଟିକ ସମୁଦ୍ରର ଦୂରତା କେବଳ ୨୦୦ କିଲୋମିଟର । ବୈଜ୍ଞାନିକ ମାଛମାନଙ୍କର ବର୍ଷାର କାରଣ ଆନ୍ତଲାଟିକ ସମୁଦ୍ର ବୋଲି କହିଛନ୍ତି ,କିନ୍ତୁ ଏଠାର ବାସିନ୍ଦା ଏହାକୁ ଭଗବାନଙ୍କର ଚମତ୍କାର ବୋଲି ମାନିଥାନ୍ତି ।

ମାଛମାନଙ୍କର ବର୍ଷା ପୂର୍ବରୁ ଏଠାରେ ମୁଷଳ ଧାରର ବର୍ଷା ହୋଇଥାଏ ଏବଂ ଏତେ ଜୋରରେ ବିଜୁଳି ମାରିଥାଏ କି କୌଣସି ବି ଲୋକ ଘରୁ ବାହାରକୁ ବାହାରିବା ପାଇଁ ସାହାସ କରି ପାରନ୍ତି ନାହିଁ । ଯେତବେଳେ ବର୍ଷା କମିଯାଇଥାଏ ଏବଂ ପାଗ ଭଲ ହୋଇଯାଇଥାଏ ସେତବେଳେ ଲୋକମାନେ ନିଜ ନିଜ ଘରୁ ବାଲଟି ବା ଟୋକେଇ ଆଣି ବାହାରକୁ ବାହାରିଥାନ୍ତି ଏବଂ ରାସ୍ତା ଉପରେ ପଡିଥିବା ହଜାର ଲକ୍ଷେ ମାଛମାନଙ୍କୁ ଉଠାଇ ନେଇ ଆସିଥାନ୍ତି ।

Leave a Reply

Your email address will not be published. Required fields are marked *