ଆଜି ଗୋଟେ ହୃଦୟ ଥରାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି ଶୁଣିବା ପରେ ଆପଣଙ୍କୁ ଭାବିବାକୁ ବାଧ୍ୟ କରିଦେବ କି ଏହା କଉ ପ୍ରକାର ନ୍ୟାୟ ଅଟେ, ପରନ୍ତୁ ଏହି କାହାଣୀ ଗୋଟେ ୮ ବର୍ଷର ଛୁଆର ଏହି ଛୁଆ ଉପରେ ଏତେ ସବୁ ବିତିଛି କି ସେ ତା ଜୀବନରେ ହାରି ଯିବାରୁ ତା ମୁର୍ତ୍ୟ ହୋଇଗଲା । ଏ ଘଟଣା ୟମୀନ ର ଯଉଠି 8 ବର୍ଷର ଗୋଟେ କୁନି ଝିଅ ସନାର ସାଙ୍ଗରେ କିଛି ଏମିତି ହେଲା ଯାହା କେବେ ସେ ଭାବିନଥିବ ।
ଏହି 8 ବର୍ଷର ନିରୀହ ଛୁଆ ସାଙ୍ଗରେ ତା ଠାରୁ ପାଞ୍ଚ ଗୁଣା ବଡ ବୟସର ଲୋକ ସହ ବାହାଘର କରିଦେଲେ ।
ତା ବୟସ ତ ଏବେ ଖେଳଣା ସାଙ୍ଗରେ ଖେଳିବାର କିନ୍ତୁ ସେ ରାକ୍ଷସ ନିରୀହର ଜୀବନ ନେଇଗଲା । ଏହି ରାକ୍ଷାସ ତା ସାଙ୍ଗରେ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିବା କାରଣରୁ ତାର ମୁର୍ତ୍ୟ ହୋଇଥିଲା । ଏହି ଘଟଣା ସବୁ ଦୁନିଆରେ ଖେଳି ଗଲା ।
କୁହା ଯାଉଛି କି ଏହି ଦୁନିଆରେ କେତେ ଏମିତି ଦେଶ ଅଛି ଯେଉଁଠି କମ ବୟସର ଝିଅ ମାନକ ବାହାଘର ତାଙ୍କଠାରୁ ତିନିଗୁଣା ବଡ ବୟସର ଲୋକଙ୍କ ସାଙ୍ଗରେ କରା ଯାଇଥାଏ ।
ଯେଉଁଥିରେ ୟମନ ମାନେ ବି ଅଛନ୍ତି । କାହିଁକି ନା ସେମାନଙ୍କ ଜନସଙ୍ଖ୍ୟା ର 80% ଲୋକ ଗରିବ ସୀମାରେଖା ଭିତରେ ଆସନ୍ତି , ଏହି କାରଣକି ସେଠିକା ଲୋକେ ଛୋଟ ବୟସରେ ନିଜ ଛୁଆକୁ ବିକି ଦିଅନ୍ତି ଯାହା ଦ୍ଵାରା ତାଙ୍କୁ ବହୁତ ପଇସା ମିଳିଥାଏ ଏବଂ ପୁଣି କମ ବୟସରେ ବାହାଘର ଆଉ ମା ହେଲେ ମରି ଯାଉଛନ୍ତି । ତେବେ ଆପଣ ମାନଙ୍କୁ ଏହି କୁପ୍ରଥା ବିଷୟରେ କଣ ଲାଗୁଛି, ଏହା କେତେ ଦୂର ଠିକ ? ଛୋଟ ପିଲା ମାନଙ୍କ ସହ ଏମିତି ନିର୍ଯ୍ୟାତନା ପାଇଁ କିଏ ଦାଇ ?