ଜର ରେ ପୀଡ଼ିତା ଝିଅ ବାପାଙ୍କୁ କହିଲା,ଆଜି ଛାଡ଼ିଦିଅ କିନ୍ତୁ ମାନିନଥିଲେ ନିଷ୍ଠୁର ବାପା

ସମସ୍ତେ ଜାଣନ୍ତି ଯେ ସୋନି ଚାନେଲ୍ ରେ କନ୍ ବନେଗା କରୋଡ଼ପତି ଗ୍ରାଣ୍ଡ ଫାଇନାଲ ହୋଇଥିଲା । ଏହା ବହୁତ ବିଶାଳ ଥିଲା । ଏ ଶୋ ର ଶେଷ ଏପିଶୋଡ ରେ ହଟ ସିଟ୍ ରେ ବସିଥିବା ପିଲାବେଳେ ଛୋଟ ପିଲା ଙ୍କୁ ବଞ୍ଚେଇବାର ନୋବେଲ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ ବି ଏଥିରେ ଭାଗ ନେଇଥିଲେ ଓ ଏଥିରେ ତାଙ୍କ ସ୍ତ୍ରୀ ସୁମେଧା ତାଙ୍କ ସହିତ ଥିଲେ ।

ଅମିତାଭ ଜୀ ଙ୍କ ସାମ୍ନା ରେ ସେ ନିଜର ଜୀବନ କାହାଣୀ ର ଏମିତି କିଛି କଥା କହିଲେ ଯାହା ଯିଏ ବି ଶୁଣିଲେ ଆଶ୍ଚର୍ଯ୍ୟ ହେଇ ଯାଇଥିଲେ ।

ସେ ଗୋଟେ ଝିଅ କଥା କହିଲେ , ସେ ନିଜେ ବାପା ର କ୍ରୁରତା ର ଶିକାର ହୋଇଥିଲା । ଯେତେବେଳେ ସେ ଝିଅ କୁ ତା ବାପା ର ବନ୍ଧନ ରୁ ମୁକ୍ତି କରାଗଲା, ସେ କେତେ ଗୁଡିଏ କଥା କହିଥିଲା ଯାହା ଶୁଣିଲେ ଛାତି ଥରି ଉଠିବ । ସେ ଝିଅ ଟି କହିଲା ଯେ ତା ବାପା ସବୁବେଳେ ତା ସହ ବଳାତ୍କାର କରେ । ଗୋଟେ ଦିନ ତା ଦେହ ଖରାପ ଥିଲା, ସେ ବାପା କୁ ବିନତି କଳା ଆଜି ଏମିତି କିଛି କରନ୍ତୁନି । ହେଲେ ନିଷ୍ଠୁର ବାପା ନଶୁଣି ବଳାତ୍କାର କଲା ।

ସେ ଝିଅ ଟିକୁ ନିଜ ଘରୁ ଅସହାୟ ଭାବେ ଉଦ୍ଧାର କରିଥିଲେ । ଏସବୁ କଥା ଶୁଣି ସେ ଶୋ ର କିଛି ଲୋକ ବିସ୍ମିତ ହେଇଗଲେ ଓ ଆଉ କିଛି ଲୋକ କାନ୍ଦିପକେଇଲେ । ତାପରେ ସେ ସର୍କସ୍ ରେ କାମ କରୁଥିବା ଝିଅ ମାନଂକ କାହାଣୀ ବି କହିଲେ । ଜାଣିଲେ ବିଶ୍ୱାସ ହେବନି କି ସେମାନେ ଭଲ କାମ କଲେ ସର୍କସ ମାଲିକ ଓ କିଛି ଲୋକ ମିଶି ତାଙ୍କ ବଳାତ୍କାର କରନ୍ତି ଓ ଖରାପ କାମ କଲେ ବି ସେଇ ସଜା ମିଳେ ।

ଯିଏ ବିରୋଧ କରେ ତାକୁ ମାଲିକ ରାଗ ର ସାମ୍ନା କରିବାକୁ ପଡ଼ିଥାଏ । କୈଳାସ ଜି ଶୋ ରେ ୫୦ ଲକ୍ଷ ଜିତିଥିଲେ ହେଲେ ଏ କହିବା ଭୁଲ୍ ହେବନି ଯେ ତାଙ୍କ ପାଇଁ କେତେ ଝିଅ ଙ୍କ ଜୀବନ ରକ୍ଷା ପାଇପାରିଛି । ଯଦି ଆପଣଙ୍କୁ କେବେ ଏମିତି ଗରିବ ନିରୀହ ଝିଅ ଙ୍କୁ ସାହାଯ୍ୟ କରିବା ର ସୁଯୋଗ ମିଳେ ତ ସେମାନଙ୍କୁ ସାହାଯ୍ୟ ନିଶ୍ଚିତ କରନ୍ତୁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *