ଆଜିକା ସମୟରେ ସମସ୍ତେ ସଫଳତା ପଛରେ ଦଉଡୁଛନ୍ତି ଯାହା ଦ୍ଵାରା ସେ ଅଧିକ ରୁ ଅଧିକ ଟଙ୍କା ରୋଜଗାର କରି ପାରନ୍ତୁ ଓ ନିଜ ପରିବାରକୁ ଗୋଟେ ଭଲ ଜୀବନ ପ୍ରଦାନ କରି ପାରନ୍ତୁ । ଏମିତି ସମୟରେ ବହୁତ ଲୋକଙ୍କୁ ସଫଳତା ପ୍ରାପ୍ତ ମଧ୍ୟ ହୋଇଥାଏ କିନ୍ତୁ ତାଙ୍କ ପାଖରେ ଟଙ୍କା ବଞ୍ଚି ପାରେ ନାହିଁ । ଆଜିକା ସମୟରେ ଯୁବକ ହେଉ ବା ଛୁଆ ଆଜିକା ସାମୀରେ ସମୟରେ ସମସ୍ତଙ୍କ ପକେଟ ରେ ପର୍ସ ନିହାତି ଥିବ ।
ତେବେ ଆପଣ ମଧ୍ୟ ପର୍ସ ରେ କିଛି ବଳୁ ନାହିଁ ବୋଲି ଚିନ୍ତିତ ଅଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଗୋଟେ ଉପାୟ ଆଣିଛୁ ଯାହା ଦ୍ଵାରା ଆପଣଙ୍କୁ ଲାଭ ହବ ଓ ଆପଣଙ୍କ ପର୍ସ ରେ ଟଙ୍କା ରହିବ ।
ପର୍ସ ରେ ଟଙ୍କା ନରହିବାର ସବୁଠାରୁ ବଡ କାରଣ ଆପଣଙ୍କ ଖର୍ଚ ଅଟେ କିନ୍ତୁ ଏହା ଛଡା ମଧ୍ୟ ଏହାର ବହୁତ ଗୁଡେ କାରଣ ହୋଇ ପାରେ । ବାସ୍ତୁ ଶାସ୍ତ୍ର ଅନୁଯାଇ ପର୍ସ ରେ ଟଙ୍କା ସଂଗ୍ରହ ସେତେବେଳେ ହବ ଯେତେବେଳେ ଧନ ଦେବୀ ମାଁ ଲକ୍ଷ୍ମୀଙ୍କର ଆପଣଙ୍କ ଉପରେ ଅନୁକମ୍ପା ରହିବା । କିନ୍ତୁ ସମସ୍ତଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ହେଲେ ମଧ୍ୟ ଧନ ରୁହେ ନାହିଁ । ତେବେ ଏହି ସମ୍ବନ୍ଧ ରେ କିଛି କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ବିଶେଷ ଅଟେ ପର୍ସ ଯଦି ରଖୁଛନ୍ତି ତେବେ ଏହି ୫ଟି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।
ଫଟା ପର୍ସ – ଯଦି ଆପଣଙ୍କ ପରଶ ଫାଟି ଯାଇଛି ତେବେ ଏହାକୁ ଅତି ଶୀଘ୍ର ବଦଳିବା ପାଇଁ ଚେଷ୍ଟା କରନ୍ତୁ କାହିଁକିନା ଏହା ପାଇଁ ଆପଣଙ୍କୁ ଆର୍ଥିକ ହାନି ହୋଇ ପାରେ । ପର୍ସ ଟଙ୍କା ରଖିବା ପାଇଁ ହୋଇଥାଏ କିନ୍ତୁ କେତେକ ଲୋକ ପର୍ସ ରେ କାଗଜ ରଖନ୍ତି ଯାହା ଦ୍ଵାରା ଟଙ୍କା ବା ଧନ ବାସ କରେ ନାହିଁ । ସେଥିପାଇଁ ଯେତେ ଶୀଘ୍ର ଏହି ଅଭ୍ଯାସ ବଦଳିବା ପାଇଁ ଚେଷ୍ଟା କରନ୍ତୁ ।
ବାସ୍ତୁ ଶାସ୍ତ୍ର ଅନୁଯାଇ ପୁରୁଣା କାଗଜ ଦ୍ଵାରା ରାହୁ ଗ୍ରହ ଛାଇ ପଡିଥାଏ ସେଥିପାଇଁ ପର୍ସ ରେ ପୁରୁଣା ଜିନିଷ ରଖନ୍ତୁ ନାହିଁ । ଯଦି ଆପଣ ପର୍ସ ରେ ଖାଇବା ପିବା ଜିନିଷ ରଖନ୍ତି ତେବେ ଆପଣଙ୍କୁ ଜୀବନ ସାରା ଧନ ଅଭାବ ରହିବ । ଯଦି ଆପଣଙ୍କ ପର୍ସ ରେ ବଟିକା ଔଷଧ ବା ଅନ୍ୟ ଜିନିଷ ଥାଏ ତେବେ ଏହା ଦ୍ଵାରା ସକାରାତ୍ମକ ଊର୍ଜା ଅଭାବ ହୋଇଥାଏ ।