କୋରୋନା ଭାଇରସ ପାଇଁ ପୁରା ଦୁନିଆ ରେ ହାହାକାର ମଚି ରହିଛି, ଏହି ମଧ୍ୟରେ ଏହି ମହାମାରି ଠାରୁ ବଞ୍ଚିବା ପାଇଁ ଲୋକ ନୂଆ ନୂଆ ଉପାୟ ଆପଣଉଛନ୍ତି । ସବୁ ଦେଶ ଓ ରାଜ୍ୟ ରେ ଏହାକୁ ନେଇ ବହୁତ ବଡ ବଡ ନିଷ୍ପତ୍ତି ଓ ଶାଜାଗ ରହିବା ପାଇଁ କାମ ମଧ୍ୟ କରା ଯାଉଛି । ଏହି ମହାମାରୀକୁ ଅଟକେଇବା ପାଇଁ ସବୁ ସ୍କୁଲ କଲେଜ ମଧ୍ୟ ବନ୍ଦ କରି ଦିଆ ଯାଇଛି ।
ଏହା ଛଡା ଲୋକଙ୍କ ଭିଡ ଜାଗାରେ ଯିବା ଓ ଅନ୍ୟ ଲୋକଙ୍କ ସହ ଦେଖା କରିବା ମଧ୍ୟ ମନା କରା ଯାଉଛି, ସରକାର ପରଯାପ୍ତ ଉପାୟ ଲୋକଙ୍କ ଭଲ ପାଇଁ କରୁଛନ୍ତି ।
ଏହାଛଡା ପ୍ରାୟତଃ ଜାଗାରେ ସରକାର ୧୪୪ ଲଗେଇ ଦେଇଛନ୍ତି ଯାହା ଦ୍ଵାରା ଲୋକ ଘରୁ ବାହାରକୁ ଯିବା କମ କରିଦେବେ । ଏହି ମହାମାରୀ ସମୟରେ ଉତ୍ତର କୋରିୟା ଠାରୁ ଗୋଟେ ବଡ କଥା ସାମ୍ନାକୁ ଆସିଛି, ଖବର ଅନୁଯାଇ ଉତ୍ତର କୋରିୟା ରେ କୋରୋନା ଭାଇରସ ପ୍ରଥମ ରୋଗି ମିଳିଛି ଯାହା ପରେ କୋରିୟା ତାନାଶାହ କିମ ଯୋଙ୍ଗ ଦେଶ ରେ ରୋଗ ନ ବ୍ୟାପିବା ପାଇଁ ଗୋଟେ ଏମିତି ଭୟଙ୍କର ଆଦେଶ ଦେଇଛନ୍ତି ଯାହା ଶୁଣି ଆପଣ ମଧ୍ୟ ଆଶଚରଜା କରିବେ ।
ତେବେ କିମ ଯୋଙ୍ଗ ନିଜ ଦେଶ ଅନ୍ୟ ଲୋକଙ୍କୁ ବଞ୍ଚେଇବା ପାଇଁ ପୀଡିତ ରୋଗୀକୁ ଗୁଳି ରେ ମାରିବା ଆଦେଶ ଦେଇଛନ୍ତି, ଖବର ଅନୁଯାଇ ଏପର୍ଜନ୍ତ ପୁରା ଦୁନିଆରେ ୧,୬୯,୫୨୪ ଲୋକ କୋରୋନା ଦ୍ଵାରା ପୀଡିତ ହୋଇଛନ୍ତି । ଏଥିରୁ ୬୫୧୫ ଲୋକଙ୍କ ମୃତ୍ୟୁ ହୋଇଯାଇଛି, କେବଳ ଚୀନ ଏମିତି ଦେଶ ଯେଉଁଠି ୩୨୧୩ ଲୋକଙ୍କ ମୃତ୍ୟୁ କୋରୋନା ଦ୍ଵାରା ହୋଇଛି ।
ଚୀନ ପରେ ସବୁଠାରୁ ପ୍ରଭାବିତ ଲୋକ ଇଟାଲୀ ରେ ହୋଇଛନ୍ତି, ସେଠାରେ ଏପର୍ଜନ୍ତ ୧୮୦୯ ଲୋକ ମୃତ୍ୟୁ ବରଣ କରିଛନ୍ତି । ତେବେ ଇଟାଲୀ ରେ ୨୪୭୪୭ ଲୋକ କୋରୋନା ଦ୍ଵାରା ପୀଡିତ ଅଛନ୍ତି, ତେବେ ଇଟାଲୀ ରେ ଗୋଟେ ଦିନରେ ୩୬୮ ଲୋକଙ୍କ ମୃତ୍ୟୁ ହୋଇଛି ।
ଆଶା କରୁଛୁ ଆମ ଦ୍ଵାରା ଦିଆ ଯାଉଥିବା ତଥ୍ୟ ଆପଣଙ୍କୁ ସାହାଜ୍ଯ ଅକରୁଥିବ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବା ପାଇଁ ଜମା ବି ଭୁଲିବେନି । ପୋଷ୍ଟଟି ଭଲ ଲାଗିଲେ ଲାଇକ ଓ ଶେୟାର କରନ୍ତୁ ।