ସବୁଦିନ ଶୋଇବା ପୁର୍ବରୁ ଯଦି ପଢନ୍ତି ରାମାୟଣର ଏହି ଗୋଟେ ଚୌପାଇ, ହୋଇଥାଏ ସବୁ ମନୋକାମନା ପୂର୍ଣ୍ଣ…ସକାଳ ସୁଦ୍ଧା ନିଶ୍ଚୟ ମିଳିଥାଏ ଖୁସି ଖବର

ଜୀବନରେ ସୁଖ ସହ ଦୁଃଖ ମଧ୍ୟ ଥାଏ, ସେହି ଦୁଃଖ ସମୟରେ ଲୋକମାନେ ବ୍ୟସ୍ତ ଓ ବିବ୍ରତ ହୋଇପଡନ୍ତି। କିନ୍ତୁ ସଂସାରରେ ସବୁ ଜିନିଷ ହେବାର ବା କରିବାର ଏକ ନିର୍ଦ୍ଧିଷ୍ଟ ସାମୀ ଥାଏ। ଆମକୁ ସେହି ସମୟକୁ ଅପେକ୍ଷା କରିବାକୁ ପଡିଥାଏ। କିନ୍ତୁ ସେହି ଅପେକ୍ଷା ମଧ୍ୟ ବହୁତ କଷ୍ଟ ଦାୟକ ଅଟେ, ତେବେ ଯଦି ଆପଣ ମଧ୍ୟ ଏଭି କିଛି ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସହଜ ଓ ସରଳ ଉପାୟ। କେବେଳ ପ୍ରତ୍ୟକ ଦିନ ରାତିରେ କରନ୍ତୁ ଏହି ଗୋଟିଏ କାମ ଆଉ ଦେଖିବେ ଆପଣଙ୍କ ସମସ୍ତ ଦୁଃଖ ଓ କଷ୍ଟ ହୋଇଯିବ ଦୂର।

ତେବେ ସେହି ଉପାୟଟି ହେଲା ଆପଣଙ୍କୁ ସବୁ ଦିନ ରାତିରେ ଶୋଇବା ପୂର୍ବରୁ ରାମାୟଣ ର ଗୋଟିଏ ଚୌପାଇ ପଢିବାର ଅଛି, କିନ୍ତୁ ଆପଣଙ୍କୁ ଏହା ବୁଝିବା ଦରକାର କି ଯଦି ଆପଣ ରାମାୟଣର ଚୌପାଇ ପଢିବାରେ ଓ ତା ସହ୍ ଯୋଡି ହୋଇଥିବା ଜ୍ଞାନକୁ ଆହରଣ କରି ନିଅନ୍ତି ତେବେ ଆପଣଙ୍କ ଜୀବନରେ ସବୁ ସମସ୍ୟାର ସମାଧାନ ବାହାରି ପାରିବ।

ସେହି ଚୌପାଇ ଟି ହେଲା

“ ଜୋ ପ୍ରଭୁ ଦିନଦୟାଲା କହାବା । ଆରତି ହରଣ ବେଦ ଜସ ଗାବା ॥ ଜପହିଁ ନାମୁ ଜନ ଆରତ ଭାରି, ମିଟ ହିଁ କୁଂସକଟ ହୋ ହିଁ ସୁଖାରୀ, ଦିନଦୟାଲ ବିରଦ ସଂଭାରି, ହରହୁ ନାଥ ମମ ସଂଙ୍କଟ ଭାରୀ ।”

ଏହି ଚୌପାଇ ରାତିରେ ଶୋଇବା ପୂର୍ବରୁ ପଢିବା ଉଚିତ୍ । ଏହି ଚୌପାଇ ବଡରୁ ବଡ ସଂକଟରୁ ଦୂରେଇ ଦେଇଥାଏ ଓ କଠିନ ସମସ୍ୟାରୁ ଲଢିବାରେ ଶକ୍ତି ଦେଇଥାଏ । ଏହି ଚୌପାଇ ପଢିବା ପରେ ରାମ ଭଗବାନଙ୍କ ଏକ ଜପ କରିବା ଉଚିତ୍ । ଯଦି ଆପଣ ସବୁ ଦିନ ଏହି ଚୌପାଇ ପଢିଥାନ୍ତି । ତେବେ ଆପଣଙ୍କର କିଛି ବି ଅସୁବିଧା ହେବ ନାହିଁ ।

 

ଏହି ଚୌପାଇ ପଢିବା ସହ ଗୋଟେ କଥା ଧ୍ୟାନ ରଖିବେ କି ଯଦି ଆପଣ ଏହି ଚୌପାଇ ପଢୁଥିବା ସମୟରେ ସଫା ଜାଗାରେ ବସିଛନ୍ତି ଓ ବହୁତ କମ୍ ସମୟ ମଧ୍ୟରେ ବହୁତ କିଛି ହାସିଲ୍ କରିବାକୁ ଚାହୁଁଛନ୍ତି । ତେବେ ଧର୍ମ ଉପରେ ବିଶ୍ୱାସ କରିବା ଉଚିତ୍ । କାରଣ ତାହା ଗୋଟେ ରାସ୍ତା ହୋଇଥାଏ ଯାହା ସକରାତ୍ମକ ଉର୍ଜା ଦେଇଥାଏ  ଓ ଆପଣ ସବୁବେଳେ ଏକ ଭଲ ଭାବନା ନେଇକରି ଜୀବନରେ ଆଗକୁ ବଢିଥାନ୍ତି ।

Leave a Reply

Your email address will not be published. Required fields are marked *