ଉତ୍ତର ପ୍ରଦେଶ ସନ୍ତକବୀରନଗର ଜିଲ୍ଲାରେ ଆଶ୍ଚର୍ଯ୍ୟ କରିଦେବା ଖବର ସାମ୍ନାକୁ ଆସିଛି, ତେବେ ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ଗୋଟେ ବାପକୁ ତା ପୁଅ ମୃତ୍ୟୁ ସୂଚନା ଦିଆ ଯାଇଥିଲା, କିଛି ସମୟ ପରେ ମୃତକ ଶବ ସିଲ ପ୍ୟାକ କରି ବାପା ସାମ୍ନାରେ ଆଣି ରଖାଗଲା, ପରିଜନ ଓ ଘର ଲୋକ ପୁଅ ମୃତ ଶରୀର ଦେଖି କାନ୍ଦିବା ଆରମ୍ଭ ହୋଇଯାଇଥିଲା । ଶବ ପୋଡିଲା ବେଳେ ଯେତେବେଳେ ବାପା ଅନ୍ତିମ ଥର ପାଇଁ ନିଜ ପୁଅକୁ ଦେଖିବାକୁ ଗଲେ ସେତେବେଳେ ଦେଖିବାକୁ ପାଇଲେ ଯେ ସେ ଅନ୍ୟ କରୋନା ରୋଗିର ଶବ ଥିଲା ।
କରୋନା ପାଇଁ ବର୍ତମାନ ସମୟରେ ସବୁ ଦେଶ ଏବଂ ପୁରା ଦୁନିଆ ଅସୁବିଧା ରେ ଅଛି ତେବେ ଏହା ବର୍ତମାନ ବଢିବାକୁ ଲାଉଛି, ଏହା ସମସ୍ତଙ୍କ ପାଇଁ ସମସ୍ଯା ଅଟେ । ଏହି ପୁରା ଘଟଣା ମହୁଲି ଥାନା କ୍ଷେତ୍ର ମଥୁରାପୁର ଗାଁ ର ଅଟେ, ଦୁଇ ଯୁବକଙ୍କ ହସ୍ପିଟଲରେ ଚିକିତ୍ସା ଚାଲିଛି, ମୃତକ ଯୁବକ ବେଡରେ ଦୁତୀୟ ଯୁବକ ପାଖରେ ଥିଲା । ସ୍ୱାସ୍ଥ୍ୟ ବିଭାଗ ଏହି ପୂର୍ଣ ଘଟଣା ଠାରୁ ବଞ୍ଚିବା ପାଇଁ ପ୍ରୟାଶ କରୁଛନ୍ତି । ଡିପ୍ଟି ସିଏମଓ ଡକ୍ଟର ମୋହନ ଝା କହିବା ଅନୁଯାଇ ଏବେ ଏହାର ଯାଞ୍ଚ ଚାଲିଛି, ଯାଞ୍ଚରେ ଯିଏ ଆରୋପି ଥିବେ ତାଙ୍କ କାର୍ଯ୍ୟବାଇ ହବ ।
ତେବେ ଆପଣ ନିଜେ ଚିନ୍ତା କରନ୍ତୁ ଏମିତି କାମ ଯଦି ହୁଏ ତେବେ ମା ବାପାଙ୍କ ପାଇଁ ବହୁତ ବଡ କଷ୍ଟ କଥା ଏହା ତେବେ ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଥିବ କାହିଁକିନା ଏହା ବହୁତ ଗମ୍ଭୀର କଥା ଅଟେ, ଗୋଟେ ବାପା ମା ଉପରେ କଣ ହାଉଥିବ ତାହା ଆମେ କେବେ ଚିନ୍ତା ମଧ୍ୟ କରିପାରିବୁ ନାହିଁ । ତେବେ ଲୋକଙ୍କୁ ବହୁତ ଅସୁବିଧା ହୋଇଥାଏ କିନ୍ତୁ ଆମକୁ ସଜାଗ ହୋଇ ରହିବା ଉଚିତ କାହିଁକିନା ଏହା ଦ୍ଵାରା ଆମ ପରିବାର ଏବଂ ଆମ ଜୀବନକୁ ସୁରକ୍ଷା ମିଳିଥାଏ ।
ତେବେ କରୋନା ପାଇଁ କୁହା ଯାଇଥିବା ସବୁ କଥା ମାନିବା ଉଚିତ ଏବଂ ସମସ୍ତଙ୍କୁ ସଜାଗ ରଖିବା ଉଚିତ ଏହା ଛଡା ଯଦି ଜଣେ ଆପଣଙ୍କୁ ସଜାଗ ନରହିବାର ଦେଖା ଦିଅନ୍ତି ତେବେ ଆପଣଙ୍କୁ ତାଙ୍କୁ ବୁଝେଇବା ଉଚିତ ଯେ ତାଙ୍କ ଏହି ବ୍ୟବହାର ଦ୍ଵାରା ତାଙ୍କ ଓ ତାଙ୍କ ପରିବାର ସହ ଅନ୍ୟ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡିପାରେ ତେବେ ନିଜ ସୁରକ୍ଷିତ ରୁହନ୍ତୁ ଓ ଆଖ ପାଖ ଲୋକଙ୍କୁ ମଧ୍ୟ ସୁରକ୍ଷିତ ରଖନ୍ତୁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।