ତେବେ ଆପଣ ମାନେ ଘରେ ରହିବା ଉଚିତ କାହିଁକିନା ବାହାରେ କରୋନା ବ୍ୟାପୀ ଅଛି ଯାହା ଆପଣଙ୍କ ଘର ପରିବାର ଲୋକଙ୍କ ପାଇଁ ବହୁତ ଭୟଙ୍କର ହୋଇପାରେ । ତେବେ ଘରେ ରହି ବୋର ହୁଅନ୍ତୁ ନାହିଁ ଆମ ଏହି ସୁନ୍ଦର ପ୍ରଶ୍ନ ଗୁଡିକ ଉତ୍ତର ଦିଅନ୍ତୁ ଓ ଯଦି ଜାଣି ନାହାନ୍ତି ତେବେ ଆମେ ଆପଣଙ୍କୁ ଉତ୍ତର କହି ରଖୁଚୁ ତାହା ପଢନ୍ତୁ । ଏହି ପ୍ରଶ୍ନ ଆପଣ ନିଜ ସାଙ୍ଗ ମାନଙ୍କୁ ମଧ୍ୟ ପଚାରି ପାରନ୍ତି ଓ ଆପଣଙ୍କ ସାଙ୍ଗ ବୁଦ୍ଧି ପରୀକ୍ଷା ମଧ୍ୟ କରି ପାରନ୍ତି ।
୧. ପ୍ଲେଗ ରୋଗ କେଉଁ ଜୀବ ଦ୍ଵାରା ବ୍ୟାପିଥାଏ ?
ଉତ୍ତର – ମୂଷା
୨. ଗ୍ରହମାନଙ୍କ ମଧ୍ୟରେ କାହାକୁ ବଳୟ ଗ୍ରହ କୁହାଯାଏ ?
ଉତ୍ତର – ଶନି
୩. ପାଣିପାରିବାକୁ ଅତ୍ୟଧିକ ସିଝାଇଲେ କଣ ନଷ୍ଟ ହୁଏ ?
ଉତ୍ତର – ଭିଟାମିନ
୪. ସିମେଣ୍ଟ କାରଖାନାର ସିମେଣ୍ଟ ଗୁଣ୍ଡ କେଉଁ ରୋଗ ସୃଷ୍ଟି କରେ ?
ଉତ୍ତର – ଯକ୍ଷ୍ନା
୫. ସୁର୍ଜ୍ୟଙ୍କ ଚାରିପଟେ ଥରେ ଘୁରି ଆସିବାକୁ ପୃଥିବୀକୁ କେତେ ସମୟ ଲାଗେ ?
ଉତ୍ତର – ଏକ ବର୍ଷ
୬. କିଏ ମସ୍ତିସ୍କ କୁ ଖବର ପଥାଏ ?
ଉତ୍ତର – ସ୍ନାୟୁ
୭. କେଉଁଥିରେ ଆମେ ଶରୀରର ଦୂଷିତ ରକ୍ତ ପରିଷ୍କାର ହୁଏ ?
ଉତ୍ତର – ଫୁସଫୁସ
୮. କିଏ ଆମ ଶରୀରର ରକ୍ତ ସଞ୍ଚାଳନ ର କେନ୍ଦ୍ରସ୍ଥଳୀ ?
ଉତ୍ତର – ହୁତପିଣ୍ଡ
୯. ଶରୀରର କଣ କାମ ନକଲେ ଆମ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯିବ ?
ଉତ୍ତର – ସ୍ନାୟୁ
୧୦. ରକ୍ତରେ ଥିବା ଅଦରକାରୀ ତରଳ ପଦାର୍ଥକୁ କିଏ ଛାଣି ବାହାର କରିଦିଏ ?
ଉତ୍ତର – ବୃକକ
୧୧. କଣ କାମ ନକଲେ ମଣିଷ ପାଗଳ ହୋଇଯାଏ ?
ଉତ୍ତର – ମସ୍ତିସ୍କ
୧୨. ଶରୀରର ସମସ୍ତ କାର୍ଯ୍ୟ କାହା ଦ୍ଵାରା ପରିଚାଳିତ ହୁଏ ?
ଉତ୍ତର – ମସ୍ତିଷ୍କ
୧୩. କେଉଁ ସାର ଆମର ଦାନ୍ତ, ହାତ ଓ ରକ୍ତ ତିଆରି କରିବାରେ ସାହାଜ୍ଯ କରେ ?
ଉତ୍ତର – ଧାତିସାର
୧୪. ତଟକା ସବୁଜ ପାରିବା, ଫଳ, ଦୁଧ ଓ ସକାଳ ସୂର୍ଯ୍ୟ କିରଣ ଆଦିରେ ଯଥେଷ୍ଟ ପରିମାଣରେ କଣ ହୋଇଥାଏ ?
ଉତ୍ତର – ଜୀବସାର
୧୫. କେଉଁ ଖାଦ୍ଯ ସାର ଦେହକୁ ଚିକ୍କଣ ଓ ସୁନ୍ଦର କରିଥାଏ ?
ଉତ୍ତର – ସ୍ନେହସାର
୧୬. କିଏ ଶରୀର ବୃଦ୍ଧି, ଶରୀର ଗଠନ ଓ ଶରୀରର କ୍ଷୟ ପୂରଣ କରେ ?
ଉତ୍ତର – ପୁଷ୍ଟିସାର
୧୭. କେଉଁ ସାର ଶରୀରକୁ ତାପ ଶକ୍ତି, ବଳ ଓ ଶକ୍ତି ଯୋଗାଇଥାଏ ?
ଉତ୍ତର – ଶ୍ଵେତସାର
୧୮. କେଉଁ ଜଳକୁ ଉତ୍ତମ ପାନୀୟ ଜଳ କହିବା ?
ଉତ୍ତର – ନଳକୃପ
୧୯. ବାତଜ୍ଵରର ବାହାକ କିଏ ?
ଉତ୍ତର – ମଶା
୨୦. ଉଦ୍ଦିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ ?
ଉତ୍ତର – ମୂଳ
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।