ସ୍ଵାମିକୁ ଛାଡି ୧୭ ବର୍ଷ ଯୁବକ ସହ ପଳାଇଲା ଏହି ମହିଳା ୭ ମାସ ପରେ ଯାହା ଘଟିଲା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସ୍ଵାମୀ ସ୍ତ୍ରୀ ସମ୍ପର୍କ ସତ ଉପରେ ନିର୍ଭର କରିଥାଏ କେହି କାହାକୁ ଧୋକା ଦେଇ ଭଲ ରେ ସୁଖୀରେ ରହି ପାରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ସ୍ତ୍ରୀ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ସ୍ଵାମୀ ଓ ଦୁଇଟି ଛୁଆଙ୍କୁ ଛାଡି ମାତ୍ର ୧୭ ବର୍ଷ ନାବାଳକ ସହ ଫେରାର ହୋଇ ଯାଇଥିଲେ । ତେବେ ଆପଣ ଚିନ୍ତା କରନ୍ତୁ ନିଜ ସ୍ଵାମୀ ଓ ଛୁଆକୁ ଛାଡି ଏତେ ନିର୍ଦୟ କେମିତି କୌଣସି ସ୍ତ୍ରୀ ହୋଇପାରିଲେ କିନ୍ତୁ ଏହା ସତ ଅଟେ । ମହିଳା ନିଜ ଛୁଆ ପିଲାଙ୍କୁ ଓ ନିଜ ଘର ସଂସାର ଛାଡି ଗୋଟେ ନାବାଳକ ସହ ଫେରାର ହୋଇଯାଇଥିଲା ।

Image Courtesy: Google

ଖବର ଅନୁଯାଇ ଫେରାର ହୋଇଥିବା ମହିଳା ସ୍ଵାମୀ କେଟରିଙ୍ଗ କାମ କରୁଥିଲା ଓ ତାଙ୍କର ଦୁଇଟି ପୁଅ ଅଛନ୍ତି, ତେବେ ମହିଳା ଗାୟବ ହେଲା ପରେ ସ୍ଵାମୀ ଓ ମହିଳା ଭାଇ ଦୁହେଁ ଥାନାରେ ନିଖୋଜ ହବାର ଏଫଆୟାର କରିଥିଲେ ଯାହା ପରେ ପୋଲିସ ମହିଳାଙ୍କୁ ଖୋଜିବାରେ ଲାଗିଥିଲା ଓ କିଛି ଦିନ ପରେ ମହିଳାଙ୍କୁ ନାବାଳକ ଘରେ ପାଇଥିଲା ।

Image Courtesy: Google

ତେବେ ଧରା ପଡିଲା ପରେ ମହିଳା ନିଜ ସ୍ଵାମୀ ସହ ଯିବା ପାଇଁ ମନା କରିଥିଲେ ଓ ୧୭ ବର୍ଷ ପୁଅ ସହ ରହିବାକୁ କହିଥିଲେ ଯାହାକୁ ପୋଲିସ ମଧ୍ୟ ବେଆଇନ ବୋଲି କହିଥିଲା ଓ ଏହା ସମ୍ଭବ ନୁହ ବୋଲି ମହିଳାଙ୍କୁ ବୁଝା ଯାଇଥିଲା । ତେବେ ଏହି ଘଟଣା ପରେ ମହିଳା ନିଜ ବାପା ଘରେ ରହିବା ପାଇଁ ଇଛା କରିଥିଲେ କିନ୍ତୁ ବାପ ଘର ଲୋକେ ମନା କରିଥିଲେ ମହିଳା ଓ ତାଙ୍କ ସ୍ବାମୀଙ୍କ ବହୁତ କାଉନ୍ସିଲଇଙ୍ଗ କଲା ପରେ ମହିଳା ସ୍ଵାମୀ ସହ ରହିବା ପାଇଁ ରାଜି ହୋଇଥିଲେ କିନ୍ତୁ ସ୍ଵାମୀ ନିଜ ସ୍ତ୍ରୀ ଏହି ଭୁଲକୁ କ୍ଷମା କରି ପାରୁନଥିଲେ ।

Image Courtesy: Google

ତେବେ ବହୁତ ବୁଝା ବୁଝି କଲା ପରେ ସ୍ଵାମୀ କେବଳ ନିଜ ଦୁଇ ଛୁଆଙ୍କ ପାଇଁ ମହିଳାଙ୍କ ସହ ରହିବା ପାଇଁ ମାନି ଯାଇଛନ୍ତି ଓ ବର୍ତମାନ ଦୁହେଁ ଏକାଠି ଅଛନ୍ତି । କାଉନ୍ସିଲ ପରେ ଏହା ଆଶା କରା ଯାଉଛି ଯେ ତାଙ୍କ ଦୁହିଙ୍କ ମଧ୍ୟରେ ସବୁ କିଛି ଭଲ ରହିବ ଓ ଏହାର ପ୍ରଭାବ ଛୁଆଙ୍କ ଉପରେ ପଡିବ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *