ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର, ଦେଖିବା ଆପଣ କେତୋଟିର ଉତ୍ତର ଦେଇ ପାରୁଛନ୍ତି

ତେବେ ଆପଣ ମାନେ ଘରେ ରହିବା ଉଚିତ କାହିଁକିନା ବାହାରେ କରୋନା ବ୍ୟାପୀ ଅଛି ଯାହା ଆପଣଙ୍କ ଘର ପରିବାର ଲୋକଙ୍କ ପାଇଁ ବହୁତ ଭୟଙ୍କର ହୋଇପାରେ । ତେବେ ଘରେ ରହି ବୋର ହୁଅନ୍ତୁ ନାହିଁ ଆମ ଏହି ସୁନ୍ଦର ପ୍ରଶ୍ନ ଗୁଡିକ ଉତ୍ତର ଦିଅନ୍ତୁ ଓ ଯଦି ଜାଣି ନାହାନ୍ତି ତେବେ ଆମେ ଆପଣଙ୍କୁ ଉତ୍ତର କହି ରଖୁଚୁ ତାହା ପଢନ୍ତୁ । ଏହି ପ୍ରଶ୍ନ ଆପଣ ନିଜ ସାଙ୍ଗ ମାନଙ୍କୁ ମଧ୍ୟ ପଚାରି ପାରନ୍ତି ଓ ଆପଣଙ୍କ ସାଙ୍ଗ ବୁଦ୍ଧି ପରୀକ୍ଷା ମଧ୍ୟ କରି ପାରନ୍ତି ।

Image Courtesy: Google

୧. ପ୍ଲେଗ ରୋଗ କେଉଁ ଜୀବ ଦ୍ଵାରା ବ୍ୟାପିଥାଏ ?

ଉତ୍ତର – ମୂଷା

୨. ଗ୍ରହମାନଙ୍କ ମଧ୍ୟରେ କାହାକୁ ବଳୟ ଗ୍ରହ କୁହାଯାଏ ?

ଉତ୍ତର – ଶନି

୩. ପାଣିପାରିବାକୁ ଅତ୍ୟଧିକ ସିଝାଇଲେ କଣ ନଷ୍ଟ ହୁଏ ?

ଉତ୍ତର – ଭିଟାମିନ

୪. ସିମେଣ୍ଟ କାରଖାନାର ସିମେଣ୍ଟ ଗୁଣ୍ଡ କେଉଁ ରୋଗ ସୃଷ୍ଟି କରେ ?

ଉତ୍ତର – ଯକ୍ଷ୍ନା

୫. ସୁର୍ଜ୍ୟଙ୍କ ଚାରିପଟେ ଥରେ ଘୁରି ଆସିବାକୁ ପୃଥିବୀକୁ କେତେ ସମୟ ଲାଗେ ?

ଉତ୍ତର – ଏକ ବର୍ଷ

Image Courtesy: Google

୬. କିଏ ମସ୍ତିସ୍କ କୁ ଖବର ପଥାଏ ?

ଉତ୍ତର – ସ୍ନାୟୁ

୭. କେଉଁଥିରେ ଆମେ ଶରୀରର ଦୂଷିତ ରକ୍ତ ପରିଷ୍କାର ହୁଏ ?

ଉତ୍ତର – ଫୁସଫୁସ

୮. କିଏ ଆମ ଶରୀରର ରକ୍ତ ସଞ୍ଚାଳନ ର କେନ୍ଦ୍ରସ୍ଥଳୀ ?

ଉତ୍ତର – ହୁତପିଣ୍ଡ

୯. ଶରୀରର କଣ କାମ ନକଲେ ଆମ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯିବ ?

ଉତ୍ତର – ସ୍ନାୟୁ

୧୦. ରକ୍ତରେ ଥିବା ଅଦରକାରୀ ତରଳ ପଦାର୍ଥକୁ କିଏ ଛାଣି ବାହାର କରିଦିଏ ?

ଉତ୍ତର – ବୃକକ

୧୧. କଣ କାମ ନକଲେ ମଣିଷ ପାଗଳ ହୋଇଯାଏ ?

ଉତ୍ତର – ମସ୍ତିସ୍କ

Image Courtesy: Google

୧୨. ଶରୀରର ସମସ୍ତ କାର୍ଯ୍ୟ କାହା ଦ୍ଵାରା ପରିଚାଳିତ ହୁଏ ?

ଉତ୍ତର – ମସ୍ତିଷ୍କ

୧୩. କେଉଁ ସାର ଆମର ଦାନ୍ତ, ହାତ ଓ ରକ୍ତ ତିଆରି କରିବାରେ ସାହାଜ୍ଯ କରେ ?

ଉତ୍ତର – ଧାତିସାର

୧୪. ତଟକା ସବୁଜ ପାରିବା, ଫଳ, ଦୁଧ ଓ ସକାଳ ସୂର୍ଯ୍ୟ କିରଣ ଆଦିରେ ଯଥେଷ୍ଟ ପରିମାଣରେ କଣ ହୋଇଥାଏ ?

ଉତ୍ତର – ଜୀବସାର

୧୫. କେଉଁ ଖାଦ୍ଯ ସାର ଦେହକୁ ଚିକ୍କଣ ଓ ସୁନ୍ଦର କରିଥାଏ ?

ଉତ୍ତର – ସ୍ନେହସାର

Image Courtesy: Google

୧୬. କିଏ ଶରୀର ବୃଦ୍ଧି, ଶରୀର ଗଠନ ଓ ଶରୀରର କ୍ଷୟ ପୂରଣ କରେ ?

ଉତ୍ତର – ପୁଷ୍ଟିସାର

୧୭. କେଉଁ ସାର ଶରୀରକୁ ତାପ ଶକ୍ତି, ବଳ ଓ ଶକ୍ତି ଯୋଗାଇଥାଏ ?

ଉତ୍ତର – ଶ୍ଵେତସାର

୧୮. କେଉଁ ଜଳକୁ ଉତ୍ତମ ପାନୀୟ ଜଳ କହିବା ?

ଉତ୍ତର – ନଳକୃପ

୧୯. ବାତଜ୍ଵରର ବାହାକ କିଏ ?

ଉତ୍ତର – ମଶା

୨୦. ଉଦ୍ଦିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ ?

ଉତ୍ତର – ମୂଳ

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *