ମାନିନୀ ସିରିଏଲ ଆପଣ ମାନେ ସମସ୍ତେ କେବେ ନା କେବେ ଦେଖିଥିବେ ତେବେ ଏହା ବହୁତ ଭଲ ସିରିଏଲ ଥିଲା ତେବେ ବର୍ତମାନ ସମୟରେ ଏହି ସିରିଏଲ ବନ୍ଦ ହୋଇଯାଇଛି ଓ ଲୋକ ଏହି ସିରିଏଲକୁ ବହୁତ ମିସ ମଧ୍ୟ କରୁଛନ୍ତି । ଦର୍ଶକ ମାନଙ୍କୁ ଏହି ସିରିଏଲଟି ବହୁତ ପସନ୍ଦ ଅଟେ, ତେବେ ଏହାର ଷ୍ଟୋରି ମନକୁ ଛୁଇଁଲା ପରି ଲାଗିଥାଏ । ସବୁ ଚଳଚିତ୍ର ବା ସିରିଏଲ ରେ କିଛି ଚାଇଲ୍ସ ଅଭିନେତା ବା ଅଭିନେତ୍ରୀ ହୋଇଥାନ୍ତି ଯାହା ଅଭିନୟ ଲୋକଙ୍କ ମନ କିଣିଥାଏ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଛୁଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ବହୁତ ଭଲରେ ଜାଣିଛନ୍ତି ।
ଆପଣ ମାନେ ଛୋଟ ମାନିନୀ ବା ଛୁଆ ମାନିନୀକୁ ଭଲ ଭାବରେ ଜାଣିଛନ୍ତି, ଯାହା ଋଏଲ ନାମ ତାପ୍ତି ଦାଶ ଅଟେ । ତାଙ୍କ ଅଭିନୟ ଲୋକଙ୍କୁ ଏତେ ଭଲ ଲାଗିଥିଲା ଯେ ତାଙ୍କ ପାଇଁ ସିରିଏଲ ଟିଆରପି ବହୁତ ବଢିଯାଇଥିଲା । ତେବେ ବଡ ମାନିନୀ ଆସିଲା ପରେ ଲୋକଙ୍କୁ ଏହା ମାନିବା ପାଇଁ କିଛି ସମୟ ଲାଗିଥିଲା । ତାପ୍ତିଙ୍କ ଅଭିନୟ ଆପଣ ମାନଙ୍କ ମନ ମଧ୍ୟ କିଣି ନେଇଥିବ ।
ତାପ୍ତି ବର୍ତମାନ ୪ କ୍ଳାସରେ ପାଠ ପଢୁଛନ୍ତି ଏହା ସହ ସେ ଏକ୍ସଟ୍ରା ଏକ୍ଟିଭୀଟିରେ ମଧ୍ୟ ଭାଗ ନଉଛନ୍ତି, ତେବେ ତାପ୍ତି ନାଚ, ଗୀତ, ଅଭିନୟ ଓ ବହୁତ ପ୍ରକାର କଳା ସିଖୁଛନ୍ତି ଯାହା ଦ୍ଵାରା ତାଙ୍କ ଅଭିନୟ ଆଉ ଭଲ ହେଉ ଓ ସେ ବଡ ହୋଇ ଗୋଟେ ସଫଳ ଅଭିନେତ୍ରୀ ହୋଇ ପାରନ୍ତୁ । ତାଙ୍କ ମା ବାପାଙ୍କ କହିବା ଅନୁଯାଇ ସେ ନିଜ ଝିଅକୁ ଏମିତି ସଫଳ ସ୍ଥାନରେ ଦେଖିବା ପାଇଁ ଚାହୁଁଛନ୍ତି ଯେଉଁଠି ସେ ବହୁତ ବଡ ସେଲିବ୍ରେଟି ହୋଇପାରିବେ ।
ତେବେ ଏତେ ଛୋଟରୁ ତାପ୍ତି ଏତେ ଭଲ ଅଭିନୟ କରୁଛନ୍ତି ତେବେ ବଡ ହୋଇ ସେ ନିଶ୍ଚିନ୍ତ ବହୁତ ଭଲ ଅଭିନେତ୍ରୀ ହୋଇପାରିବେ ବୋଲି ଆମର ମଧ୍ୟ ଆଶା ଅଛି, ତେବେ ଆପାନ ମାନେ ତାପ୍ତିଙ୍କ ଅଭିନୟ ଜଲ୍ବା ଟିକ ଟକ ରେ ମଧ୍ୟ ଦେଖିବାକୁ ପାଇଥିବେ ତାପ୍ତି ବହୁତ ଗୁଡେ ଟିକ ଟକ ଭିଡିଓ ବନେଇ ସୋଶିଅଲ ଏମଆଇଡ଼ିଆଇରେ ପକେଇଥିଲେ ଯାହା ଲୋକଙ୍କୁ ବହୁତ ପସନ୍ଦ ଆସୁଥିଲା ଓ ଏହି ଭିଡିଓ ଗୁଡିକ ବହୁତ ଭାଇରାଲ ମଧ୍ୟ ହୋଇଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।