ଆଜି ଆମେ ଆପଣଙ୍କୁ ଜେନିଫର ୱିଙ୍ଗଏଟ ବିଷୟରେ କହିବାକୁ ଯାଉଛୁ ଯିଏ ଟିଭି ଇଣ୍ଡଷ୍ଟ୍ରିର ବହୁତ ବଡ ଅଭିନେତ୍ରୀ ଅଟନ୍ତି, ଜେନିଫର ୱିଙ୍ଗଏଟ ସହ କାମ କରିବା ପାଇଁ ସବୁ ଅଭିନେତା ମଧ୍ୟ ଇଛା କରନ୍ତି, ତେବେ ଜେନିଫର ୱିଙ୍ଗଏଟ ସକାରାତ୍ମକ ଅଭିନୟ ହେଉ ବା ନକାରାତ୍ମକ ନିଜ ଅଭିନୟ ବହୁତ ଭଲ ଭାବରେ ନିଭେଇଥାନ୍ତି ଜେନିଫର । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହବ ଯେ ଜେନିଫର ୱିଙ୍ଗଏଟ କେବଳ ସାମାନ୍ଯ ଲୋକ ହୃଦୟରେ ନୁହ ଅଭିନେତା ମାନାଙ୍କ ମନ ମଧ୍ୟ ନିଜ ସୁନ୍ଦରତା ଓ ଅଭିନୟ ଦ୍ଵାରା କିଣି ନେଇଛନ୍ତି ।
ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଜେନିଫର ପଛରେ ପାଗଳ ଅଟନ୍ତି ।

୧. ବରୁନ କପୁର :
କଲ୍ର୍ଷ ଟିଭି ଶୋ ସ୍ବରାଗିନୀରେ ସଂସ୍କାର ଅଭିନୟ ବରୁନ କପୁର କରିଛନ୍ତି, ତେବେ ସଂସ୍କାର ନିଜେ ଗୋଟେ ଇଣ୍ଟରଭ୍ୟୁରେ କହିଥିଲେ ଯେ ସେ ଜେନିଫରଙ୍କୁ ବହୁତ ପସନ୍ଦ କରନ୍ତି, ଏହା ଛଡା ଜେନିଫର ବିବାହିତ ନହେଇଥିଲେ ସେ ତାଙ୍କୁ ବିବାହ କରିଥାନ୍ତେ ବୋଲି କହିଥିଲେ । ବରୁନ ଏହା ମଧ୍ୟ କହିଥିଲେ ଯେ ଜେନିଫର ତାଙ୍କ ପ୍ରଥମ କ୍ରଶ ଅଟନ୍ତି ।

୨. ଆଶିଷ ଚଉଦ୍ଧୃ :
ବେହଦ ୨ରେ ଜେନିଫର ୱିଙ୍ଗଏଟ ସହ କାମ କରୁଥିବା ଅଭିନେତା ଆଶିଷ ସିରିଏଲ କରିବା ସମୟରେ ଜେନିଫରକୁ ଭଲଭାବରେ ଜାଣି ପାରିଲେ ଯାହା ପରେ ସେ ଏହା କହିଥିଲେ ଯେ ଜେନିଫର ବ୍ୟକ୍ତି ହିସାବରେ ବହୁତ ଭଲ ଝିଅ ଅଟନ୍ତି ଓ ମତେ ସେ ବହୁତ ପସନ୍ଦ ମଧ୍ୟ ଅଟନ୍ତି, ତାଙ୍କ ଅଭିନୟ ବହୁତ ଭଲ ଅଟେ ।
୩. ନକୁଲ ମେହତା :
ଷ୍ଟାର ପ୍ଲସରେ ଶିବାୟ ସିରିଏଲ ରେ ମୁଖ୍ୟ ଅଭିନେତା ନକୁଲ ଜେନିଫର ୱିଙ୍ଗଏଟଙ୍କ ବହୁତ ବଡ ଫ୍ୟାନ ଅଟନ୍ତି ନକୁଲ ଏହା ମଧ୍ୟ କହିଥିଲେ ଯେ ସେ ଜେନିଫର ସହ ବହୁତ ଶୀଘ୍ର କାମ କରିବା ପାଇଁ ଚାହନ୍ତି, କାହିଁକିନା ଜେନିଫର ବହୁତ ଭଲ ଅଭିନେତ୍ରୀ ଅଟନ୍ତି ଓ ତାଙ୍କୁ ବହୁତ ପସନ୍ଦ ଅଟନ୍ତି ।

୪. ସାହିର ଶେଖ :
ସାହିର ଶେଖ କୁଛ ରଙ୍ଗ ପୟାର କେ ଏସେ ବି ଓ ମହାଭାରତ ଭଳି ଭଲ ଭଳି ସିରିଏଲରେ କାମ କରିଛନ୍ତି, ତାଙ୍କ ଫ୍ୟାନ ମଧ୍ୟ ବହୁତ ଅଟନ୍ତି କିନ୍ତୁ ଶହିର ଜେନିଫରଙ୍କ ଫ୍ୟାନ ଅଟନ୍ତି, ଶଶିର ଏହା ମଧ୍ୟ କହିଥିଲେ ଯେ ବେହଦରେ ମାୟା ଅଭିନୟ ଅନ୍ୟ କୌଣସି ଅଭିନେତ୍ରୀ ଏତେ ଭଲ ଭାବରେ କରି ପାରି ନଥାନ୍ତେ କିନ୍ତୁ ଜେନିଫର ସବୁ ପ୍ରକାର ଅଭିନୟ ବହୁତ ଭଲ ଭାବରେ କରି ପାରନ୍ତି ଓ ଶହିର ଏହା ମଧ୍ୟ କହିଲେ ଯେ ସେ ନିଜ ଜୀବନରେ ଥରେ ଜେନିଫର ସହ କାମ କରିବା ପାଇଁ ଚାହନ୍ତି ।