ବର୍ତମାନ ସମୟରେ କରୋନା ପାଇଁ ଲୋକେ ଘରେ ଅଛନ୍ତି ଓ ନିଜ ନିଜ ଘର ସମସ୍ଯା ପାଇଁ ଚିନ୍ତିତ ଅଛନ୍ତି, ଆମେ କାହା ସମସ୍ଯା କମ କରି ପାରିବୁ ନାହିଁ କିନ୍ତୁ ଆଜି ଆମେ ଆମ ଯୋକ୍ସ ମାଧ୍ୟମରେ ଲୋକଙ୍କୁ କିଛି ଖୁସି ଦବାକୁ ଚାହୁଁଛୁ ଯାହା ଦ୍ଵାରା ତାଙ୍କ ମନ ପ୍ରସନ୍ନ ହୋଇ ରହୁ ଓ ବିପଦରୁ ଲଢିବା ପାଇଁ ସାହାସ ମିଳୁ । ତେବେ ଆସନ୍ତୁ ଜାଣିବା ମଜେଦାର ଯୋକ୍ସ ବିଷୟରେ ଓ ନିଜ ଘର ଲୋକଙ୍କୁ ମଧ୍ୟ ଶୁଣେଇବା ।

୧. ଝିଅ : ମୁଁ ତମ ପ୍ରେମରେ ଲୁଟି ଗଲି ବର୍ବାଦ ହୋଇଗଲି, ବଦନାମ ହୋଇଗଲି ।
ପପୁ : ପାଗେଳି ତାହାଲେ ମୁଁ କଣ ତୋ ପ୍ରେମରେ କଲେକ୍ଟର ହେଇଗଲି ମୁଁ ବି ତ ପକୋଡି ବିକୁଚି ।
୨. ଗର୍ଲଫ୍ରେଣ୍ଡ : ଆଜି ବାପା ତମକୁ ଖାଇବା ପାଇଁ ଡାକିଛନ୍ତି ?
ବୟଫ୍ରେଣ୍ଡ : ଆରେ ବା ହଟାତ କେମିତି ?
ଗର୍ଲଫ୍ରେଣ୍ଡ : ଆରେ ଶ୍ରାଦ୍ଧ ଖାଇବା ପାଇଁ କାଉ ଦେଖା ଯାଉନଥିଲେ ସେଥିପାଇଁ ।
୩. ଆଜି ପଡୋଶୀ ସହ ବାଦ ବିବାଦ ହୋଇଗଲା ଗଲା ବେଳେ କହିକି ଗଲା ଦମ ଥିଲେ ଏକୁଟିଆ ଆସିକି ଦେଖା, ସେତେବେଳୁ ଭାବୁଛି ଏଇଟା ଅଫର ଥିଲା ନା ଧମକ ।
୪. ନାସା ଚିନ୍ତୁକୁ ଚନ୍ଦ୍ର ଉପରେ ପଠେଇବା ପାଇଁ ନିଷ୍ପତ୍ତି କଲେ ।
କିନ୍ତୁ ଚିନ୍ତୁ ଅଧା ରାସ୍ତାରୁ ଫେରି ଆସିଲା ।
ନାସା ଅଧିକାରୀ ପଚାରିଲେ : ଫେରି ଆସିଲ କଣ ପାଇଁ ?
ଚିନ୍ତୁ : ଆଜି ଅମାବାସ୍ୟା ଅଟେ ଚନ୍ଦ୍ର ଆଜି ଉଇନି

୫. ଟିଚର ପରୀକ୍ଷାରେ ଚାରି ପୃଷ୍ଠାର ଗୋଟେ ନିବନ୍ଧ ଲେଖିବା ପାଇଁ ଦେଲେ ବିଷୟ ଥିଲା – ଅଳସ କଣ ?
ଗୋଟେ ବିଦ୍ୟାର୍ଥୀ – ତିନି ପୃଷ୍ଠା ଛାଡି ଅନ୍ତିମ ପୃଷ୍ଠାରେ ଲେଖିଲା ଏହା ଅଳସ ଅଟେ ।
୬. ଗୋଟେ ମହିଳା ଅନ୍ୟ ମହିଳା ସହ କଥା ହଉଥିଲା ପ୍ରଥମ କହିଲା କହିଲା ମତେ ୨୦ ବର୍ଷ ପର୍ଯ୍ୟନ୍ତ ସନ୍ତାନ ହେଲା ନାହିଁ ଜାଣିଛ ।
ଦ୍ଵିତୀୟ ମହିଳା ଆଶ୍ଚର୍ଯ୍ୟ ହୋଇ : ତା ପରେ ?
ପ୍ରଥମ ମହିଳା : ( ଜୋର ନିଶ୍ଵାସ ନେଇ ) ତା ପରେ ମୁଁ ୨୧ବର୍ଷ ର ହେଲି ଓ ବାପା ମୋ ବିବାହ କରେଇଲେ ଯାହା ପରେ ସନ୍ତାନ ହେଲା ।
୭. ସୁହାଗରାତ ଦିନ ସ୍ଵାମୀ ଯେମିତି ଭିତରକୁ ଯାଇଛି ସ୍ତ୍ରୀ ନିଜ ବ୍ଳାଉଜ ଖୋଲିଦେଲେ
ସ୍ଵାମୀ ଏହା ଦେଖି ବହୁତ ଆଶ୍ଚର୍ଯ୍ୟ ହେଲେ ଓ ସ୍ତ୍ରୀକୁ ପଚାରିଲେ:- ଆରେ! ମୁଁ ଆସୁ ଆସୁ ତୁମେ ନିଜ ବ୍ଳାଉଜ କାଇଁ ଓହ୍ଲାଇ ଦେଲ,
ସ୍ତ୍ରୀ (ଲାଜେଇ ଯାଇ କହିଲା )- ତମ ଭାଉଜ କହିଲେ… କି ଯାଉ ଯାଉ ନିଜ ସ୍ଵାମିକୁ କ୍ଷୀର ନିଶ୍ଚୟ ପିଆଇବୁ
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।