ମଜାକଥା: କାଲି ଗୋଟେ ବାହାଘରରେ ବରଯାତ୍ରୀ ବହୁତ ଲେଟ ହୋଇଗଲା, ମୁଁ ତ କନ୍ୟାର ବାପା ଆଗ ପଛରେ ବୁଲୁଥିଲି, କାଳେ କହିଦେବ …

ଜୀବନରେ ହସର ବହୁତ ଗୁରୁତ୍ଵପୂର୍ଣ ଭୂମିକା ରହିଛି । ହସିବ ଦ୍ଵାରା ଆମର ସବୁ ପ୍ରକାର ସମସ୍ୟାର ସମଧାନ ହୋଇଥାଏ ଯେମିତିକି ମାନସିକ ଚିନ୍ତା ଦୂର ହୋଇଥାଏ ଏହା ସହିତ ଶରୀର ସୁସ୍ଥ ରହିଥାଏ । ଖାଦ୍ଯ ପଦାର୍ଥ,ପାଣି ପବନ ଭଳି ଏହାରବି ବହୁତ ଆବଶ୍ୟକତା ରହିଛି ।

ସେଥିପାଇଁ ଆମେ ଆପଣଙ୍କ ପାଇଁ ଏହିଭଳି ମଜା କଥା ନେଇକି ଆସିଛୁ ଯାହାକୁ ପଢିଲେ ଆପଣ ଖୁସି ହେବା ସହିତ ବହୁତ ହସିଥାନ୍ତି ଏହାଦ୍ବାରା ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବାରେ ଗୁରୁତ୍ଵପୂର୍ଣ ଭୂମିକା ନିଭେଇଥାଏ । ଯଦି ଆମେ ପ୍ରତିଦିନ ହସିବାର ଅଭ୍ୟାସ କରିବା ତେବେ କୌଣସି ପ୍ରକାର ରୋଗ ହୋଇନଥାଏ । ଆସନ୍ତୁ ଆରମ୍ଭ କରିବା ହସି ବା ଓ ହସେଇବା ସିଲସିଲା ।

Image Courtesy: Google

ଜୋକ-୧

ଗୋଟେ କଥା ପ୍ରଥମରୁ କହିଦେଉଛି ମୋର ସବୁ ପୋଷ୍ଟ

ହିନ୍ଦୀରେ ଥାଏ , ତା  ମାନେ  ଏହା ନୁହେଁକି ,

ଇଂଗ୍ଲିଶ ଇଜ ନଟ କମ ଟୁ ମି …

ମୋତେ ଆସେ ଇଙ୍ଗ୍ଲିଶ …!!!

ଜୋକ-୨

ଗୋଟେ ପୁଅ ଗୋଟେ ଝିଅ ପଛରେ ହାତ ଧୋଇକି ପଡିଥିଲା

ବିରକ୍ତ ହୋଇ ଝିଅଟି ମୁହଁ ଧୋଇକି ଦେଖେଇ ଦେଲା …!

କାହାଣୀ ଖତମ…..!!!

Image Courtesy: Google

ଜୋକ-୩

ଗୋଟେ ଖାସ କଥା କହିବାକୁ ଯାଉଛି …

ଜୀବନରେ ସେହି ଲୋକ  ଆଗକୁ ବଢିଥାନ୍ତି

ଯିଏ ଝାଡୁ ଲଗେଇଥାନ୍ତି ….

ପୋଛା ଲଗାଉଥିବା ଲୋକଙ୍କୁତ ପଛକୁ ଯିବାର

ଆମେ ଦେଖିଛୁ …!!!

ଜୋକ-୪

ମୋତେ ଦେଶ ଗରିବ ହେବାର ଅନୁଭବ ସେବେ ହେଲା

ଯେବେ ମୋଟରସାଇକେଲ ସଫା କରୁଥିବା କପଡାକୁ ବି କିଏ ଚୋରୀ କରି ନେଇଗଲା ….!!!

Image Courtesy: Google

ଜୋକ-୫

କାଲୀ ଗୋଟେ ବାହାଘରରେ ବରଯାତ୍ରୀ ବହୁତ ଲେଟ ହୋଇଗଲା ,

ମୁଁ ତ କନ୍ୟାର ବାପା ଆଗ ପଛରେ ବୁଲୁଥିଲି, କାଳେ କହିଦେବ …

” ପୁଅ ଆମର ଇଜ୍ଜତ ରକ୍ଷା କରିଦିଅ ” ।

ଜୋକ-୬

ଗୋଟେ ବାହାଘରରେ ଜଣେ ବହୁତ ଡେରି ପର୍ଯ୍ୟନ୍ତ ଖାଉଥିଲା ….

କିଏ ପଚାରିଦେଲା କେତେ ଖାଇବୁ ? ସେ କହିଲା …

ମୁଁ ବି ଖାଇ ଖାଇ ଚିଡି ଗଲିଣି,

କିନ୍ତୁ କାର୍ଡରେ ଲେଖା ହୋଇଛି …

ଖାଇବାର ସମୟ ୭ ଟାରୁ ୧୦ ଟା ପର୍ଯ୍ୟନ୍ତ …!!!

Image Courtesy: Google

ଜୋକ-୭

ଝିଅ ବାଲା : ଆମକୁ ଆପଣଙ୍କ ପୁଅ ପସନ୍ଦ ନୁହେଁ …!!

ପୁଅ ବାଲା : ଆମକୁବି ପୁଅ ପସନ୍ଦ ନାହିଁ , ଏବେ କଣ କରିବୁ ?

କଣ ଘରୁ ବାହାର କରିଦେବୁ …?

ଜୋକ-୮

ପତ୍ନୀ ପତିକୁ କହିଲା : କେବେ ଭାବିଛ ମୋର ବାହାଘର

ଆଉ କାହା ସହିତ ହୋଇଯାଇଥିଲେ କଣ ହୋଇଥାନ୍ତା ?

ପତି : ନା ମୁଁ କେବେ କାହାର ଖରାପ ଭାବେନା….!!!

Image Courtesy: Google

ଜୋକ-୯

ପୁଅ ଗାଧୋଇ ପାଧୋଇ ଚାହା ଓ ଖାଇବା ଖତମ କରି

ଆରାମ କରିବା ପାଇଁ ଟିଭି ସାମ୍ନାରେ ବସିଥିଲା ,

ମା କହିଲା : ପୁଏ ତୋ ଉପରେ ଫିଲ୍ମ ଆସୁଛି ଟୁ କହିନୁତ …?

ପୁଅ : ମୋ ଉପରେ କେଉଁଟା …?

ମା କହିଲା : କଲଙ୍କ….!!!

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *