ଓଲିଉଡ ଜଗତର ଏହି ବାପା ମାନଙ୍କର ଝିଅ କେଉଁଥିରେ କମ ନୁହନ୍ତି
ଆପଣ ଏହି ଓଲିଉଡ ଜଗତର ହିରୋ ଓ ହିରୋଇନ ମାନଙ୍କୁ ବୋଧ ହୁଏ କେବେ ନା କେବେ ଦେଖିଥିବେ ଆସନ୍ତୁ ଜାଣିବା।
ଅସୀମା ପଣ୍ଡା :
ଅସୀମା ପଣ୍ଡା ଓଡ଼ିଶାର ଜଣେ ପ୍ରଚ୍ଛଦ ପଟ ଗାୟିକା ଭାବେ ସୁନାମ ଅର୍ଜନ କରିଛନ୍ତି ତାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ତାଙ୍କ ସଙ୍ଗୀତ ଗୁରୁଙ୍କ ନାମ ଗୁରୁ ଶ୍ରୀ ଅର୍ତ୍ତ ତ୍ରଣା ଭୋଳ । ତାଙ୍କର ପ୍ରଥମ ଗୀତ ହେଉଛି ଫଗୁ ଫଗୁ ଏଇ ଆକାଶ ତଳେ ସିନେମା କିଛି ଖଟା କିଛି ମିଠା ।ଡାକ ନାମ : ଆସୁ । ତାଙ୍କ ସ୍ୱାମୀଙ୍କ ନାମ ମାନସ ।
ପୁନମ ମିଶ୍ର :
ସେ ଭୁବନେଶ୍ୱର ଜନ୍ମ ହୋଇଥିଲେ ସେ kiit university ରେ ତାଙ୍କର ପାଠ ପଢୁଛନ୍ତି । ପ୍ରଭୁଜି ଇଂଲିଶ ମିଡିୟମ ସ୍କୁଲ ତାଙ୍କ ସ୍କୁଲ ପାଠ୍ୟକ୍ରମ ସେ ସାରିଥିଲେ । ସେ ଏଯାଏ 3ଟି ଚଳ ଚିତ୍ରରେ ଅଭିନୟ କରିଛନ୍ତି ସେଗୁଡିକ ହେଲା ବାଇଶି ପହଚେ ଖେଳିବ ମୀନ , love master ,ଓଁ ଆଇ ଆମ ନଟ ଗଡ଼ ।
ଏଲିନା ସାମନ୍ତରାୟ :
ଏଲିନାଙ୍କ ଘର କଟକ କିନ୍ତୁ ସେ ଭୁବନେଶ୍ୱରରେ ରୁହନ୍ତି , ସେ ବର୍ତ୍ତମାନ ରେଭେନ୍ସା ମହାବିଦ୍ୟାଳୟରେ ପଢୁଛନ୍ତି । ତାଙ୍କର ପ୍ରଥମ ସିନେମା ହେଉଛି ଇସ୍କ ତୁ ହି ତୁ । ସେ ଏଯାବତ 13 ରୁ ଅଧିକ ସିନେମା କରିସାରିଲେଣି ଏଠି ମଧ୍ୟରେ ଜଗା ହାତରେ ପଘା , ଅଭୟ,କାବୁଲା ବରବୁଲା , ଟୋକାଟା ଫସିଗଲା , love ଷ୍ଟେସନ ଅନ୍ୟତମ ।
ରିୟା ଦେ :
ଏହି ଓଡ଼ିଶାର ସୁନାମ ଥିବା ହିରୋଇନଙ୍କ ଘର ବାଲେଶ୍ୱର ସେ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।ସେ 2010 ରୁ ଓଡ଼ିଆ ସିନେମାରେ କାର୍ଯ୍ୟ କରିଆସୁଛନ୍ତି ତାଙ୍କର ହିଟ ଫିଲ୍ମ ଗୁଡିକ ହେଲା ଗୋଲାପି ଗୋଲାପି , କଲେଜ ଟାଇମ