ଭୁଲ୍ ସମୟରେ ସ୍ଵାମୀ-ସ୍ତ୍ରୀ ସମ୍ପର୍କ ରଖିଲେ କଣ ହୋଇଥାଏ?

ଭୁଲ୍ ସମୟରେ ସ୍ଵାମୀ-ସ୍ତ୍ରୀ ସମ୍ପର୍କ ରଖିଲେ କଣ ହୋଇଥାଏ?

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ଦୁନିଆର ସବୁଠାରୁ ପବିତ୍ର ସଂପର୍କ ବୋଲି ଶାସ୍ତ୍ରାରେ କୁହାଯାଇଛି । ସଂପର୍କରେ ଉତ୍ତମ ବିଚାର ଓ ବୁଝାବଣା ରହିଲେ ଜୀବନ ଆନନ୍ଦମୟ ହୋଇଥାଏ । ଶାସ୍ତ୍ରରେ ଏମିତି ମଧ୍ୟ କୁହାଯାଇଛି ସ୍ୱାମୀ-ସ୍ତ୍ରୀ ଉଚିତ ସମୟରେ ସଂପର୍କ ନରଖିଲେ ଆୟୁ କମିବା ସହିତ ଘରକୁ ବିଭିନ୍ନ ବିପତି ଆସିଥାଏ । ଜାଣିବା କେଉଁ ସମୟରେ ସଂପର୍କ ରଖିବା ଉଚିତ ନୁହେଁ । ପିତୃପୁରୁଷଙ୍କ କୌଣସି ପୂଜା କିମ୍ବା ଶ୍ରାଦ୍ଧ ଚାଲିଥିବା ସମୟରେ ସଂପର୍କ ରଖିବା ଉଚିତ ନୁହେଁ କିମ୍ବା ଘରେ କୌଣସି ବ୍ୟକ୍ତି ମରିଗଲା ପରେ ଶ୍ରାଦ୍ଧ ଦିନ ନଯିବା ପଯ୍ୟନ୍ତ।

ଅର୍ଥାତ ବାରଦିନ ନଯିବା ପଯ୍ୟନ୍ତ ସ୍ୱାମୀ-ସ୍ତ୍ରୀ ସଂପର୍କ ରଖିବା ମଧ୍ୟ ଉଚିତ ନୁହେଁ ବୋଲି ଶାସ୍ତ୍ରରେ କୁହାଯାଇଛି ।

କାରଣ ଏହି ଦିନ ଗୁଡି଼କରେ ଘରକୁ ନକରାତ୍ମକ ଶକ୍ତିର ବିଶେଷ ପ୍ରଭାବ ଥାଏ । ଏହା ସହିତ ଯଦି ଘରେ ଭଗବାନଙ୍କ ପୂଜା ଚାଲିଛି ତେବେ ସ୍ୱାମୀ-ସ୍ତ୍ରୀ ସଂପର୍କ ରଖିବା ଉଚିତ ନୁହେଁ କାରଣ ଏହି ସମୟରେ ଘରକୁ ଭଗବାନଙ୍କ ପ୍ରବେଶ ଥାଏ ।

କଣ ହୋଇଥାଏ?

ବିଶେଷ କରି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସ୍ୱାମୀ-ସ୍ତ୍ରୀ ସଂପର୍କ ରଖିବାକୁ ବାରଣ କରାଯାଏ ।

ଭାରତର ଏହି ସୁନ୍ଦର ମହିଳା ପୋଲିସ ଅଫିସର୍ ଙ୍କ ଆଗରେ ବଲିଉଡ୍ ର ହିରୋଇନ ମାନେ ମଧ୍ୟ ଫିକା ଲାଗନ୍ତି – ଜାଣନ୍ତୁ ଦେଶର ଶ୍ରେଷ୍ଠ ୫ ଜଣ ଙ୍କ ବିଷୟରେ

Leave a Reply

Your email address will not be published. Required fields are marked *