ଛୋଟ ପିଲାଙ୍କୁ କଳା ଟୀକା ଲଗାଇବା ପଛରେ କଣ ରହିଛି ରହସ୍ୟ!

ଆମ ହିନ୍ଦୁ ଧର୍ମରେ ବହୁତ କଥା କୁହା ଯାଇଛି ତେବେ ଏହାକୁ ମାନିବା ଲୋକେ ଆଜୀବୀ ମାନୁଚନ୍ତି କିନ୍ତୁ ବହୁତ ଲୋକ ଏହାକୁ ମାନୁ ନାହାନ୍ତି, ଶାସ୍ତ୍ର ଅନୁଯାଇ କେତେକ ନିୟମ ଏମିତିକା ଅଛି ଯାହା ଅନୁଯାଇ କାର୍ଯ୍ୟ କଲେ ମଣିଷକୁ ଲାଭ ପ୍ରାପ୍ତି ହୋଇଥାଏ । ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ଯେଉଁ ବ୍ୟକ୍ତି ଶାସ୍ତ୍ର ମାନ୍ୟତା ଅନୁଯାଇ କାର୍ଯ୍ୟ କରିଥାଏ ସେହି ବ୍ୟକ୍ତି ଜୀବନରେ କେବେ ଦୁଃଖ ଆସି ନଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଲାଭକାରୀ ଅଟେ ।

ଆପଣ ମାନେ ବହୁତ ଲୋକଙ୍କୁ ହାତ ନଚେତ ପାଦରେ କଳା ସୂତା ବାନ୍ଧିବାର ଦେଖିଥିବେ, ତେବେ କଣ ଆପଣ ଏହାର କାରଣ ଜାଣିଛନ୍ତି ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହାର ମୁଖ୍ୟ କାରଣ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଛୋଟ ଛୁଆଙ୍କୁ କଳା ଟୀକା ଲଗାଇବାର ଦେଖିଥିବେ, ତେବେ ମାନ୍ୟତା ଅଛି ଯେ କଳା ଟୀକା ଲଗାଇଲେ ଛୁଆଙ୍କୁ ନଜର ଦୋଷ ଲାଗି ନଥାଏ ତେବେ ନକାରାତ୍ମକ ପ୍ରଭାବ ମଧ୍ୟ ଛୁଆଙ୍କ ଉପରେ ପଡେ ନାହିଁ ।

ତେବେ କାଜଲ ଭଲ ଜିନିଷ ନୁହ ବୋଲି ଆଜିକା ସମୟରେ ଲୋକ ନିଜ ଛୁଆଙ୍କୁ ଆଖିରେ କାଜଲ ଲଗଉ ନାହାନ୍ତି କିନ୍ତୁ ଆଗ ସମୟରେ ଛୁଆଙ୍କୁ କାଜଲ ଲଗାଇବା ବହୁତ ଆବଶ୍ୟକ ବୋଲି କୁହା ଯାଉଛି । ତେବେ ଆଜିକା ସମୟରେ ଲୋକ ଏହାକୁ ମାନୁ ନାହାନ୍ତି କିନ୍ତୁ ଶାସ୍ତ୍ର ଅନୁଯାଇ କଳା ଶନି ଦେବ ଆଉ ରାହୁ କେତୁ ର ରଙ୍ଗ ହୋଇଥାଏ ଏହି ରଙ୍ଗ ଧାରଣ କରୁଥିବା ବ୍ୟକ୍ତି ଜୀବନ ବହୁତ ଅସୁବିଧା ଦୂର ହୋଇଥାଏ । ତେବେ ଶାସ୍ତ୍ର ଅନୁଯାଇ ଯଦି ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ବହୁତ ଅଧିକ ରହୁଛି ତେବେ ଆପଣଙ୍କୁ ଚିନ୍ତା କରିବା ଉଚିତ ନୁହ ।

ଆପଣ ସୋମବାର ଦିନ କଳା ସୂତା ଆଣନ୍ତୁ ଆଉ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ପାଦ ତଳେ ପୂଜା କରି ରଖି ଦିଅନ୍ତୁ ଏହା ପରେ ଆପଣ ହନୁମାନଙ୍କ ପାଦ ସିନ୍ଦୁର ସେହି ସୂତାରେ ଲଗାନ୍ତୁ ଆଉ ନିଜ ତିଜୋରିରେ ରଖନ୍ତୁ ଯେଉଁଠାରେ କେହି ହାତ ମାରିବେ ନାହିଁ ଆଉ ନା କାହାକୁ ଦେଖା ଯାଉଥିବ । ତେବେ ବଡ ହୁଅନ୍ତୁ ବା ଛୋଟ କଳା ସୂତା ଧାରଣ କରିବା ଦ୍ଵାରା ଆପଣଙ୍କ ବହୁତ ଦୋଷ କଟିଯାଇଥାଏ ଏହାକୁ ଧାରଣ କରିବା ଶୁଭ ଅଟେ ସେଥିପାଇଁ ଆପଣ ନିଜ ପାଦ ନଚେତ ହାତ ନହେଲେ ବେକରେ କଳା ସୂତା ନିଶ୍ଚିନ୍ତ ଧାରଣ କରନ୍ତୁ ।

Leave a Reply

Your email address will not be published. Required fields are marked *