ଖାଲି ପେଟରେ ହଳଦୀ ଆଉ ଗୋଲମରୀଚ ଖାଇବାର ଲାଭ ଜାଣି ପାଦ ତଳୁ ଖସିଯିବ ମାଟି, ମୂଳରୁ ଶେଷ ହେବ 3 ଭୟଙ୍କର ରୋଗ- Health Tips

ବର୍ତମାନ ସମୟରେ ଏମିତି କେହି ନାହିଁ ଯାହାକୁ କିଛି ରୋଗ ନାହିଁ ଆପଣ ମାନେ ଏହା ବେଶ ଭଲ ଭାବରେ ଜାଣିଛନ୍ତି ଯେ ଆଜି କାଳିକା ସମୟରେ ପ୍ରତି ଦିନ ବହୁତ ଲୋକ କେବଳ ହାର୍ଟ ଅଟାକ ଦ୍ଵାରା ଜୀବନ ହରାଉ ଛନ୍ତି ଯଦି ଆପଣ ମଧ୍ୟ ଏହା ଚାହୁଁଛନ୍ତି ଯେ ଆପଣ ଏହି ଭଳି ଭୟଙ୍କର ରୋଗରୁ ବଞ୍ଚିକି ରୁହନ୍ତୁ ତେବେ ଆପଣଙ୍କୁ କିଛି ଉପାୟ କରିବାକୁ ହବ ଯାହା ଆପଣଙ୍କୁ ସବୁ ରୋଗରୁ ବଞ୍ଚାଇ ରଖିବ । ତେବେ ଆସନ୍ତୁ ଏହି ସବୁ ଉପାୟ ବିଷୟରେ ବିସ୍ତାର ସହ ଜାଣିବା ।

କଣ ଆପଣ ଜାଣିଛନ୍ତି ଆୟୁର୍ବେଦରେ ହଳଦୀକୁ ଏକ ମାତ୍ର ଔଷଧ କୁହା ଯାଇଛି ଯାହା ମଣିଷ ପ୍ରତି ଦିନ ବ୍ୟବହାର କରିଥାଏ କିନ୍ତୁ ସଠିକ ଭାବରେ ବ୍ୟବହାର ନ କରିବାରୁ ଏହାର ଲାଭ ଆମ ଶରୀରକୁ ପ୍ରାପ୍ତ ହୋଇ ନଥାଏ । ତେବେ କଣ ଆପଣ ଜାଣିଛନ୍ତି ଯେଉଁ ପାଉଡର ହଳଦୀ ଆପଣ କିଣିକି ଖାଉଛନ୍ତି ତାହା କେବଳ ରଙ୍ଗ ହୋଇଥାଏ ଆପଣଙ୍କୁ ଗୋଟା ହଳଦୀ କିଣିକି ଆଣି ତାକୁ ସଫା କରି ବାଟିକି ବ୍ୟବହାର କରିବା ଉଚିତ ଏହା ଛଡା ଆପଣ ସକାଳେ ଗୋଟେ ଗ୍ଳାସ ଗରମ ପାଣିରେ ଅଧ ଚାମଚ ହଳଦୀ ଗୁଣ୍ଡ ମିଶାଇ ସେବନ କରନ୍ତୁ ।

ଦେଖିବେ ଆପଣଙ୍କ ହୃଦୟ ସମସ୍ୟା, ହାଇ ବିପି ଓ କ୍ୟାନ୍ସର ଭଳି କେତେକ ଭୟଙ୍କର ରୋଗ ଭଲ ହୋଇଯିବ । ହଳଦୀରେ ଏନ୍ଟିଫଙ୍ଗାଲ, ଏନ୍ଟିଇମ୍ପଲା ଆଉ ଏନ୍ଟିବେକ୍ଟେରିଆଲ ଗୁଣ ହୋଇଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ରାମବାଣ ଚିକିତ୍ସା ହୋଇଥାଏ । ହଳଦୀ ଆମ ଚେହେରା ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ ତେବେ ଲୋକ ବହୁତ ପ୍ରକାର ଫେସ ୱାସ ବ୍ୟବହାର କରନ୍ତି ଯାହା ସମସ୍ତଙ୍କୁ ସୁଟ କରି ନଥାଏ ସେଥିପାଇଁ ହଳଦୀ ବହୁତ ଶୁଭ ଓ କାମ କରିଥାଏ ।

ଆପଣ ମାନେ ବିବାହରେ ଦେଖିବାକୁ ପାଇଥିବେ ଯେ ହଳଦୀ ଲଗାଇବା ଦ୍ଵାରା ଚେହେରା ଚମକି ଉଠେ କାହିଙ୍କିନା ଏହା ସ୍କିନ ପାଇଁ ବହୁତ ଭଲ ହୋଇଥାଏ । ଏହା ଛଡା ଗୋଲ ମରୀଚ ମଧ୍ୟ ବହୁତ ଲାଭକାରୀ ହୋଇ ଥାଏ ଆପଣଙ୍କୁ ଜଣା ନଥିବ କିନ୍ତୁ ଏହା ବହୁତ ଲାଭକାରୀ ଅଟେ । ଆପ ପ୍ରତି ଦିନ ସକାଳେ ଗୋଲମରୀଚ ଗୁଣ୍ଡ ଟମାଟର ଉପରେ ପକାଇ ଏହାର ସେବନ କରନ୍ତୁ ମନେ ରଖିବେ କଞ୍ଚା ଟମାଟର ବ୍ୟବହାର କରିବେ । ଏହାର ଲାଭ ଦ୍ଵାରା ଆପଣଙ୍କ ଆଖି ଦୁର୍ଷ୍ଟି ଫେରି ଆସିବ ଏହା ଛଡା ଆପଣଙ୍କୁ ସବୁ ପ୍ରକାର ରୋଗରୁ ଏହା ଭଲ ଲାଭ ଦବ ।

Leave a Reply

Your email address will not be published. Required fields are marked *