ଓଲିଉଡ ର ହିରୋଇନ ମାନଙ୍କର ରିୟଲ ଲାଇଫ ଭଉଣୀ ଦେଖିବାକୁ କୌଣସି Heroin ଠାରୁ କମ ନୁହେଁ

ବନ୍ଧୁଗଣ, ସାରା ଓଡିଶା ବାସୀ ତଥା ଓଡିଆ ମାନେ ଚଳଚ୍ଚିତ୍ର ହେଉ କିଅବା ସିରିୟଲ ହେଉ ଏ ସବୁ ଦେଖିବାକୁ ବହୁତ ଭଲ ପାଇଥାନ୍ତି । କିଛି କଳାକାର ଅଛନ୍ତି ଯାହାଙ୍କ ଅଭିନୟ ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ଯାଇଥାଏ । ତାଙ୍କର ଅଭିନୟ ଆମ୍ଭ ମାନଙ୍କ ହୃଦୟକୁ ଏଭଳି ଭାବରେ ଛୁଇଁ ଥାଏ ଯେ, ଆମ୍ଭେ ମାନେ ପରଦାରେ ତାଙ୍କର ଆସିବା ବାଟକୁ ଚାହିଁ ବସିଥାଉ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ କିଛି ପ୍ରସିଦ୍ଧ ହିରୋଇନ ଙ୍କ ଭଉଣୀ ମାନଙ୍କ ସମ୍ବନ୍ଧରେ ଜଣାଇବାକୁ ଯାଉଅଛୁ । ଆସନ୍ତୁ ଜାଣିବା ତାଙ୍କ ବିଷୟରେ ସଂକ୍ଷେପରେ ।

୧- “ମିତାଲି” – ବନ୍ଧୁଗଣ ମିତାଲି ଙ୍କୁ ଆପଣ ମାନେ ନୂଆବୋହୁ ସିରିୟଲ ରେ ନିଶ୍ଚିତ ଭାବେ ଦେଖିଥିବେ । ସେ ନୂଆ ବୋହୁ ସିରିୟଲରେ ଜବରଦସ୍ତ ଅଭିନୟ କରି ବହୁତ ପ୍ରସିଦ୍ଧ ହୋଇସାରିଲେଣି । ବନ୍ଧୁଗଣ ତାଙ୍କ ଭଉଣୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଉଭୟ ଭଉଣୀ ଙ୍କ ମଧ୍ୟରେ ସମ୍ବନ୍ଧ ବ ଆହୁତ ଖାସ ଅଟେ ।

୨- “ପ୍ରିୟାଙ୍କା ରଥ” – ବନ୍ଧୁଗଣ ପ୍ରିୟାଙ୍କା ଙ୍କୁ ଆପଣ ମାନେ କୁଆଁଋ ବୋହୁ ସିରିୟଲ ରେ ଅଭିନୟ କରିଥିବାର ଦେଖିଛନ୍ତି । ସେ ଏହଗି ସିରିୟଲରେ କାମ କରି ବହୁତ ଚର୍ଚ୍ଚାରେ ରହିଛନ୍ତି । ବନ୍ଧୁଗଣ ପ୍ରିୟାଙ୍କା ଙ୍କ ଭଳି ତାଙ୍କ ଭଉଣୀ ମଧ୍ୟ ଦେଖିବାକୁ ବେସ ସୁନ୍ଦର ଅଟନ୍ତି ।

୩- “ମୋନାଲିଶା” – ବନ୍ଧୁଗଣ ନୂଆ ବୋହୁ ସିରିୟଲରେ ସୁମି ଅପା କାରେକ୍ଟର ରେ ଅଭିନୟ କରୁଥିଲେ, ମୋନାଲିସା ଏବଂ ତାଙ୍କର ଜବରଦସ୍ତ ଅଭିନୟ ଯୋଗୁଁ ସେ ବହୁତ ପ୍ରସିଦ୍ଧ ହୋଇ ଆସିଛନ୍ତି । ବନ୍ଧୁଗଣ ତାଙ୍କ ସାନ ଭଉଣୀ ଦେଖିବାକୁ ବହୁତ କ୍ୟୁଟ ଅଟନ୍ତି ।

୪- “ସୋମାଲିନ ଏବଂ ଜାଙ୍କ୍ଲିନ” – ବନ୍ଧୁଗଣ ରାଜା କୁଇନ ର ୱିନର ହୋଇ ଓଲିଉଡ ରେ ପ୍ରବେଶ କରିଥିଲେ ଜାଙ୍କ୍ଲିନ । ବନ୍ଧୁଗଣ ଏହି ଦୁଇ ଜଣ ଦୁହି ଭଉଣୀ ଅଟନ୍ତି । ଉଭୟଙ୍କ ମଧ୍ୟରେ ଅପାର ପ୍ରେମ ରହିଅଛି ।

୫- “ରିୟା” – ବନ୍ଧୁଗଣ ଋୟା ଙ୍କୁ ଆପଣ ମାନେ ବହୁତ ସାରା ଚଳଚ୍ଚିତ୍ର ରେ ଅଭିନୟ କରିଥିବାର ଦେଖିଛନ୍ତି । ବନ୍ଧୁଗଣ ରିୟାଙ୍କର ସାନ ଭଉଣୀ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ତାଙ୍କ ସାନ ଭଉଣୀ ଙ୍କ ନାମ ଦିୟା ଅଟେ ।

୬- “ଅର୍ଚ୍ଚିତା” – ବନ୍ଧୁଗଣ ଓଲିଉଡ ର ନମ୍ବର ୧ ହିରୋଇନ ହେଉଛନ୍ତି ଅର୍ଚ୍ଚିତା । ତାଙ୍କର ଜବରଦସ୍ତ ଅଭିନୟ ଯୋଗୁଁ ସେ ବହୁତ ସଫଳତା ହାସିଲ କରିସାରିଲେଣି । ବନ୍ଧୁଗଣ ଆପଣ ସମସ୍ତେ ଜାଣିଥିବେ ଯେ, ନିକଟରେ ତାଙ୍କର ବିବାହ ଅଭିନେତା ସବ୍ୟସଚ୍ଚିଙ୍କ ସହିତ ହୋଇସାରିଛି । ବନ୍ଧୁଗଣ ସେ ଯେମିତି ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଅଟନ୍ତି, ତାଙ୍କ ବଡ ଭଉଣୀ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ବନ୍ଧୁଗଣ ଏହାଥିଲା ଓଲିଉଡ ର ହିରୋଇନ ମାନଙ୍କ ଭଉଣୀ ଙ୍କ ସମ୍ବନ୍ଧରେ ଏକ ଛୋଟ ବିବରଣୀ ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *