ଓଲିଉଡ ଜଗତର ଏହି ବାପା ମାନଙ୍କର ଝିଅ କେଉଁଥିରେ କମ ନୁହନ୍ତି ।

ଓଲିଉଡ ଜଗତର ଏହି ବାପା ମାନଙ୍କର ଝିଅ କେଉଁଥିରେ କମ ନୁହନ୍ତି

ଆପଣ ଏହି  ଓଲିଉଡ ଜଗତର ହିରୋ ଓ ହିରୋଇନ ମାନଙ୍କୁ ବୋଧ ହୁଏ  କେବେ ନା କେବେ ଦେଖିଥିବେ ଆସନ୍ତୁ ଜାଣିବା।

ଅସୀମା ପଣ୍ଡା :

ଅସୀମା ପଣ୍ଡା ଓଡ଼ିଶାର ଜଣେ ପ୍ରଚ୍ଛଦ ପଟ ଗାୟିକା ଭାବେ ସୁନାମ ଅର୍ଜନ କରିଛନ୍ତି ତାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ତାଙ୍କ ସଙ୍ଗୀତ ଗୁରୁଙ୍କ ନାମ ଗୁରୁ ଶ୍ରୀ ଅର୍ତ୍ତ ତ୍ରଣା ଭୋଳ । ତାଙ୍କର ପ୍ରଥମ ଗୀତ ହେଉଛି ଫଗୁ ଫଗୁ ଏଇ ଆକାଶ ତଳେ ସିନେମା କିଛି ଖଟା କିଛି ମିଠା ।ଡାକ ନାମ : ଆସୁ  । ତାଙ୍କ ସ୍ୱାମୀଙ୍କ ନାମ ମାନସ ।

ପୁନମ ମିଶ୍ର :

ସେ ଭୁବନେଶ୍ୱର ଜନ୍ମ ହୋଇଥିଲେ ସେ kiit university ରେ ତାଙ୍କର ପାଠ ପଢୁଛନ୍ତି ।  ପ୍ରଭୁଜି ଇଂଲିଶ ମିଡିୟମ ସ୍କୁଲ ତାଙ୍କ ସ୍କୁଲ ପାଠ୍ୟକ୍ରମ ସେ ସାରିଥିଲେ । ସେ ଏଯାଏ 3ଟି ଚଳ ଚିତ୍ରରେ ଅଭିନୟ କରିଛନ୍ତି ସେଗୁଡିକ ହେଲା  ବାଇଶି ପହଚେ ଖେଳିବ ମୀନ , love master ,ଓଁ ଆଇ ଆମ ନଟ ଗଡ଼ ।

ଏଲିନା  ସାମନ୍ତରାୟ :

ଏଲିନାଙ୍କ ଘର କଟକ କିନ୍ତୁ ସେ ଭୁବନେଶ୍ୱରରେ ରୁହନ୍ତି  , ସେ ବର୍ତ୍ତମାନ ରେଭେନ୍ସା ମହାବିଦ୍ୟାଳୟରେ ପଢୁଛନ୍ତି । ତାଙ୍କର ପ୍ରଥମ ସିନେମା ହେଉଛି ଇସ୍କ ତୁ ହି ତୁ ।  ସେ ଏଯାବତ 13 ରୁ ଅଧିକ ସିନେମା କରିସାରିଲେଣି ଏଠି ମଧ୍ୟରେ ଜଗା ହାତରେ ପଘା , ଅଭୟ,କାବୁଲା ବରବୁଲା , ଟୋକାଟା ଫସିଗଲା , love ଷ୍ଟେସନ ଅନ୍ୟତମ ।

ରିୟା ଦେ :

ଏହି ଓଡ଼ିଶାର ସୁନାମ ଥିବା ହିରୋଇନଙ୍କ ଘର ବାଲେଶ୍ୱର ସେ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।ସେ  2010 ରୁ ଓଡ଼ିଆ ସିନେମାରେ କାର୍ଯ୍ୟ କରିଆସୁଛନ୍ତି ତାଙ୍କର ହିଟ ଫିଲ୍ମ ଗୁଡିକ ହେଲା  ଗୋଲାପି ଗୋଲାପି , କଲେଜ ଟାଇମ

Leave a Reply

Your email address will not be published. Required fields are marked *