କଣ ଶୋଇବା ସମୟରେ ଆପଣଙ୍କ ସହ ବି ଏମିତି ହୁଏ! ତେବେ ରୁହନ୍ତୁ ସାବଧାନ…

ମଣିଷକୁ ଗୋଟେ ଭଲ ନିଦର ଆବଶ୍ୟକ ହୋଇଥାଏ, ଭଲ ନିଦ ମଣିଷକୁ ସୁସ୍ଥ ଜୀବନ ଦେଇଥାଏ । ଆମେ ଯେତେ ସୋଇଥାଉ ଆମ ଇମ୍ୟୁନ ସିଷ୍ଟମ ଷ୍ଟ୍ରଙ୍ଗ ହୋଇଥାଏ । ଆମ ଶରୀରରେ କୌଣସି ପ୍ରକାରର ଆଭ୍ୟନ୍ତରିଣ କ୍ଷତ ହେଲେ ସେ ତାକୁ ରିକଭର କରିଥାଏ । ଆମ ଶରୀର କୌଣସି ପ୍ରକାର ରୋଗ ହେଲେ ଠିକସେ ଲଢି ପାରିଥାଏ ।

ଶୋଇବାର ଦ୍ଵିତୀୟ ଫାଇଦା ଏହା ଅଟେ ଆମେ ଯେତେବେଳେ ସୋଇଥାଉ ଆମ ଶରୀରର କୋସିକା ରିଜେନେରେଟ ହୋଇଥାଏ । ଶରୀରରେ ନୂଆ ସେଲ ବନିଥାଏ ଓ ଖରାପ ସେଲ ରିପେଆର ହୋଇଥାଏ । ଯେବେ ନିଦ ଭଲରେ ପୁରା ହୋଇନଥାଏ ଆମେ ଥକା ଅନୁଭବ କରିଥାଉ । ଏହା ଏଥିପାଇଁ ହୋଇଥାଏ ଶରୀର ନୂଆ କୋସିକା ବନେଇ ପାରିନଥାଏ ।

ନିଦ ସହିତ ଜଡିତ କିଛି ରୋଚକ କଥା ରହିଛି ତେବେ ଆସନ୍ତୁ ସେ ବିଷୟରେ ଜାଣିବା ।

ହ୍ୟାପନିକ ଜର୍କ –

ଏମିତି ଅନୁଭବ ସେତେବେଳେ କରିଥାନ୍ତି ଯେତେବେଳେ ଗଭୀର ନିଦରେ ସୋଇଥାନ୍ତି । ଏମିତି ଲାଗିଥାଏ ହଠାତ କେଉଁଠି ଗଳିପଡୁଛୁ, ଏହି ପରିସ୍ଥିତିରେ ଶରୀରର ସବୁ ମାଂସପେଶୀ ହାର୍ଡ ହୋଇଯାଏ । ଏହି ସ୍ଥିତିକୁ ହ୍ୟାପନିକ ଜେର୍କ କୁହାଯାଏ । ଏମିତି ବହୁତ ଲୋକଙ୍କ ସହିତ ହୋଇଥାଏ କିନ୍ତୁ ତାଙ୍କୁ ଜଣା ପଡେ ନହିଁ । ଏଥିରେ ଶରୀରକୁ କିଛି ହାନି ହୋଇ ନଥାଏ, କିନ୍ତୁ ଏଥିରେ ଅନିଦ୍ରା ଲାଗିଥାଏ । ଯଦି ଆପଣ ଏହି ସ୍ଥିତିରେ ଗତି କରୁଛନ୍ତିତ ଏହାର ଚିକିତ୍ସା ଅଛି ଯେତେବେଳେ ଆପଣ ଶୋଇବାକୁ ଯିବେ ତା ପୂର୍ବରୁ କୌଣସି ସୋସିଆଲ ଆକ୍ଟିଭିଟି କରନ୍ତୁ ନହିଁ କି ଚା ଓ କଫିର ଅତ୍ୟଧିକ ସେବନ କରନ୍ତୁ ନହିଁ ।

ଚା କଫିର ଅଧିକ ସେବନ କରିବା ଦ୍ଵାରା ଅନିଦ୍ରା ଅଧିକା ଲାଗିଥାଏ । ହ୍ୟାପନିକ ଜେର୍କ ସେତେବେଳେ ହୋଇଥାଏ ଯେତେବେଳେ ଆମେ ଅଧିକା ଥକା କି ଅନିଦ୍ରା ଅନୁଭବ କରିଥାଉ । ଏହିସବୁ କାରଣରୁ ହ୍ୟାପନିକ ଜେର୍କ ବଢିଥାଏ । ବୈଜ୍ଞାନିକ ଆଜି ପର୍ଯ୍ୟନ୍ତ ବୁଝି ପରି ନାହାନ୍ତିକି ଆମ ଶରୀର ହ୍ୟାପନିକ ଜେର୍କ ଭଳି ସ୍ଥିତିରେ କାହିଁକି ଚାଲିଯାଏ । ବୈଜ୍ଞାନିକ ଏହା ଉପରେ ବହୁତ ଥିଓରି ଲେଖିଛନ୍ତିକି କିଛି ମାଙ୍କଡ ଗଛ ଡାଳରେ ସୋଇଥାନ୍ତି, ଯେତେବେଳେ ସେମାନେ ପଡିବା ଉପରେ ହୋଇଥାନ୍ତି ତା ପୂର୍ବରୁ ତାଙ୍କ ଦିମାଗ ତାଙ୍କୁ ସଚେତ କରିଥାଏ ।

ସେ ଉଠି ଯାଇଥାନ୍ତି । ସେହି ଭଳି ଆମେ ଯେତେବେଳେ ଠିଆ ହୋଇ ସୋଇପଡନ୍ତି ଯେତେବେଳେ ପଡିବା ଉପରେ ଆସନ୍ତି ସେତେବେଳେ ଦିମାଗ ଶରୀରକୁ ସଚେତ କରିଥାଏ ଓ ଆମେ ପଡିବାରୁ ବଞ୍ଚି ଯାଇଥାଉ । ଏମିତି ସ୍ଥିତି ଶୋଇଲାବେଳେ ମଧ୍ୟ ହୋଇଥାଏ ।

ସ୍ଲୀପ ପାରାଲେସିସ –

ଯଦି ଆପଣ ଜୀବନରେ କେବେ ବେହୋସ ହୋଇଥିବେ ତାହେଲେଏହି ଅନୁଭବକୁ  ବହୁତ ଭଲ ଭାବରେ ଜାଣିପାରିବେ । ଯେବେ ଆପଣ ବିହୋସ ହୋଇ ହଠାତ ଉଠି ଜାଆନ୍ତି ଲୋକଙ୍କ ଆବାଜ ଶୁଣାଯାଏ, କିନ୍ତୁ ସେହି ସମୟରେ ଆପଣ ଶରୀର କୌଣସି ଭାଗ ହଲାଇ ପାରନ୍ତି ନା ଆପଣଙ୍କ ମୁହଁରୁ କିଛି ଆବାଜ ବାହାରି ଥାଏ ।

କିଛି ଏହିଭଳି ସ୍ଥିତି ସ୍ଲୀପ ପାରାଲେସିସରେ ହୋଇଥାଏ । ସ୍ଲୀପ ପାରାଲେସିସରୁ ଯେତେବେଳେ ମଣିଷ ଉଠିଥାଏ ସେତେବେଳେ ମଣିଷ ସବୁ ଶୁଣିପାରେ ଓ ଦେଖି ପରେ କିନ୍ତୁ ସେ ଶରୀର ହଲେଇ ପାରେନୀ କି କିଛି କହିପାରେନି । କିନ୍ତୁ ଏହି ସ୍ଥିତି କିଛି ମିନିଟ ପାଇଁ ହୋଇଥାଏ ।

ଏମିତି କଣ ପାଇଁ ହୋଇଥାଏ । ସେତେବେଳେ ଆମ ଶରୀର ରିଲାକ୍ସ ପୋଜିସନରେ ଥାଏ କିନ୍ତୁ ଦିମାଗ ଟିକେ ସଚେତ ରହିଥାଏ ମାନେ ଦିମାଗ ପୁରା ରିଲାକ୍ସ ପୋଜିସନରେ ପହଞ୍ଚି ପରି ନଥାଏ । ଏହି କେସ ବହୁତ ଲୋକ ଜୀବନରେ ଅନୁଭବ କରିଥିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *