ଆଜିକା ସମୟରେ ଲୋକଙ୍କୁ ହସିବା ବହୁତ ବଡ କଥା, ତେବେ ଡକ୍ଟର ମଧ୍ୟ କୁହନ୍ତି ଖୁସି ରହିଲେ ଶରୀର ୫୦% ସମସ୍ଯା ସମାଧାନ ହୋଇଥାଏ, ଖୁସି ରୁହନ୍ତୁ ଓ ଅନ୍ୟ ଲୋକଙ୍କୁ ମଧ୍ୟ ଖୁସି ବାଣ୍ଟିବା ପାଇଁ ଚେଷ୍ଟା କରନ୍ତୁ । ତେବେ ଆସନ୍ତୁ ଏମିତି କିଛି ଚୁତକୁଲା ଶୁଣିବା ଯାହା ପରେ ଆପଣଙ୍କ ଦୁଃଖୀ ମନ ମଧ୍ୟ ଭଲ ହୋଇଯିବ ଏବଂ ଆପଣଙ୍କୁ ଖୁସି ପ୍ରାପ୍ତ ହବ ।
୧. ପପୁ ଗୋଟେ ଦୋକାନରେ ଯାଇ କହିଲା ଅଙ୍କଲ ଗୋଟେ ପ୍ଯାକେଟ ମେଗୀ ଦିଅ
ଦୋକାନୱାଲା କହିଲା – ୨ ମିନିଟ ରୁହ ଦଉଛି
ପପୁ – ଅଙ୍କଲ କଞ୍ଚା ଦରକାର ରୋଷେଇ ହେଇଥିବା ନୁହ ।
୨. ଦୀପାବଳିରେ ରକେଟ ଦେଖି ଅନୁଭବ ହେଲା ଜୀବନରେ ବହୁତ ଉପରୁକୁ ଯିବାକୁ ହେଲେ ବୋତଲ ସାହାରା ନବାକୁ ହବ ।
୩. ଲାଇନ ବିଲ ପିଟି ଉଷା ଠାରୁ ବି ତେଜ ଦଉଡିଥାଏ ।
କେ ଜାଣି ସରକାର ଏହାକୁ ଘରେ କଣ ପ୍ପାଇନ ଲଗାଇଲେ, ଅଲମ୍ପିକରେ ଦଉଡିଥିଲେ ଗୋଲ୍ଡ ଆସିଥାନ୍ତା ??
୪. ଦିଲ୍ଲୀ ଲୋକଙ୍କ ନୂଆ ସମସ୍ଯା ମେଟ୍ରୋରୁ ଅଳହେୟ ମିନି ବସରେ ବସିଲେ ଏମିତି ଲାଗୁଛି ଯେମିତି ଗର୍ଲଫ୍ରେଣ୍ଡ ସହ ଦେଖା କରି ଫେରିବା ପରେ ସ୍ତ୍ରୀ ପାଖକୁ ପହଞ୍ଚି ଗଲେ ।
୫. ଦୁନିଆରେ ଭାରତରେ ସବୁଠାରୁ ଟ୍ଯାଲେଣ୍ଟଏଡ ଲୋକ ଅଛନ୍ତି, ଏଠାକ ଲୋକ ଲୋଟା ଧରିବା ଷ୍ଟାଇଲ ଦେଖି ବୁଝି ଯାନ୍ତି ପାଣି କେଣୁ କାମ ପାଇଁ ବ୍ୟବହାର ହବ ।
୬. ଜଜ – ଘରେ ମାଲିକ ଥିଲା ବେଳେ ତମେ ଚୋରୀ କେମିତି କଲ ?
ପପୁ କହିଲା – ଜଜ ସାହବ ଆପଣଙ୍କ ଭଲ ଚାକିରି ଅଛି, ଭଲ ଦରମା ଅଛି ଆପଣ ଏଗୁଡା ଶିଖି କଣ କରିବେ ।
୭. ଟିଚର – ଚିଣ୍ଟୁକୁ କହିଲେ – ନାଲାୟକ କ୍ଳାସରେ ଦିନ ସାରା ଝିଅଙ୍କ ସହ ଏତେ କଥା କଣ ପାଇଁ ହଉ ??
ଚିଣ୍ଟୁ କହିଲା – ସର ମୁଁ ବହୁତ ଗରିବ ମୋ ପାଖରେ ୱ୍ହାଟସ୍ ଅପ ନାହିଁ ସେଥିପାଇଁ ।
୮. ଟିଚର ସଲମାକୁ ପଚାରିଲେ – ୟେ ତମ ସହ ଛୋଟ ପିଲା କିଏ ?
ସଲମା କହିଲା – ମେଡମ ୟେ ମୋ ଛୋଟ ଭାଇ ଶରାଫତ, ଆପଣ କାଲୀ କହିଥିଲେ କାଲୀ ଶରାଫତ ସହ ସ୍କୁଲ ଆସିବୁ ।
୯. ପେଣ୍ଟର – ସାହବ ମୁଁ ମେମ ସାହବଙ୍କ ଏମିତି ଚିତ୍ର ଆଙ୍କିବୀ, ଏମିତି ଚିତ୍ର ଆଙ୍କିବୀ, ଯେ ଚିତ୍ର ବି କହି ଉଠିବ ।
ଗ୍ରାହକ – ନାଇରେ ଭାଇ, ଯଦି ଚିତ୍ର ଭି ବୋଳିବ ତେବେ ମୋର ବଞ୍ଚିବା ମୁସ୍କିଲ ହୋଇଯିବ ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।