ଅଲିଉଡ ଅଭିନେତ୍ରୀ ଅର୍ଚ୍ଚିତା କରିବେ ବିବାହ!

ଓଡିଶା ଚଳଚିତ୍ର ଦୁନିଆରେ ଏମିତି ବହୁତ କଳାକାର ଅଛନ୍ତି ଯିଏ ବିବାହ କରି ନାହାନ୍ତି ଓ ତାଙ୍କ ବିବାହ ଖବର ଏହି ଲକଡାଉନ ସମୟରେ ଶୁଣିବାକୁ ମିଳୁଛି । ତେବେ ଅଲିଉଡ ଦୁନିଆ ବହୁତ ପ୍ରସିଦ୍ଧ ଅଭିନେତ୍ରୀ ଅର୍ଚିତାଙ୍କ ବିଷୟରେ ମଧ୍ୟ ଏହା ଖବର ଆସୁଛି ଯେ ଅର୍ଚିତା କୋରୋନା ସମୟରେ ବିବାହ କରିଛନ୍ତି ତେବେ ତାଙ୍କ କିଛି ଫଟୋ ମଧ୍ୟ ସୋଶିଅଲ ମିଡିଆରେ ଭାଇରାଲ ହବାକୁ ଲାଗିଛି ।

ଅର୍ଚିତା ସାହୁଙ୍କ ଫ୍ୟାନ ଫଲୋଇଙ୍ଗ ବହୁତ ଅଧିକ ଅଟେ ତେବେ ଲୋକେ ଏହା ବିଷୟରେ ସ୍ପଷ୍ଟ ଖବର ଜାଣିବାକୁ ଚାହୁଁଛନ୍ତି । ଅର୍ଚିତା ସାହୁ ଅଲିଉଡ ଜଗତ ବହୁତ ବଡ ଓ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ତାଙ୍କ ଅଭିନୟ ଓ ସୁନ୍ଦରତା ପାଇଁ ସମସ୍ତେ ଦିବାନା ଅଛନ୍ତି ।

Image Courtesy: Google

ଅର୍ଚିତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ । ତେବେ ଅର୍ଚିତାଙ୍କ ବିବାହ ଖବର ତାଙ୍କ ଫ୍ୟାନ୍ସମାନାଙ୍କ ପାଇଁ ବହୁତ ବଡ ଖବର ଅଟେ ଓ ବହୁତ ଫ୍ୟାନ୍ସ ଆଶ୍ଚର୍ଯ୍ୟରେ ଅଛନ୍ତି । ତେବେ ଅର୍ଚିତାଙ୍କ ଜନ୍ମ ଜୁନ ମାସ ୨୯ତାରିଖ ୧୯୯୦ ମସିହାରେ ଓଡିଶାରେ ଜନ୍ମ ହୋଇଥିଲେ । ତାଙ୍କ ପିତାଙ୍କ ନାମ ଧରା ଶ୍ରୀ ମହାପାତ୍ର ଅଟେ, ଅର୍ଚିତା ତାଙ୍କ ଶିକ୍ଷା କଳିଙ୍ଗ ୟୁନିଭର୍ସିଟିରୁ ପ୍ରାପ୍ତ କରିଥିଲେ ।

Image Courtesy: Google

ଅର୍ଚିତା ପାଠରେ ବହୁତ ଭଲ ଥିଲେ ଓ ଅଭିନୟ କରିବା ପାଇଁ ଇଛା ମଧ୍ୟ କରୁଥିଲେ କିନ୍ତୁ କେବେ ଅଭ୍ଯାସ କରିନଥିଲେ ଓ ଠାରେ ଚାନ୍ସ ପାଇବା ପରେ ସେ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଅର୍ଚିତାଙ୍କ ବହୁତ ଚଳଚିତ୍ର ସୁପପର ଡୁପର ହିତ ହୋଇଥିଲା ଯେମିତିକି “ଓ ବାବୁ ଆଇ ଲଭ ୟୁ”, “ତୋ ପାଇଁ ନେବି ମୁଁ ୧୦୦ ଜନ୍ମ” ଓ ଅନ୍ୟ କେତୋଟି ଚଳଚିତ୍ର ଯାହା ଦ୍ଵାରା ଅର୍ଚିତା ସମସ୍ତଙ୍କ ମନ କିଣିଥିଲେ । ତେବେ ହଟାତ ତାଙ୍କ ବିବାହ ଖବର ଶୁଣି ଦର୍ଶକ ମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

Image Courtesy: Google

ତେବେ ଖବର ଅନୁଯାଇ ଗୋଟେ ବେଡିଙ୍ଗ ସୁଟ ପାଇଁ ଅର୍ଚିତା ଫଟୋସୁଟ କରିଥିଲେ ଯାହା ସୋଶିଅଲ ମିଡିଆରେ ଭାଇରାଲ ହୋଇଥିଲା ଓ ଦର୍ଶକ ମାନେ ଭାବିଲେ ଅର୍ଚିତାଙ୍କ ବିବାହ ହବାକୁ ଯାଉଛି । ତେବେ ଖବର ଅନୁଯାଇ ଅର୍ଚିତାଙ୍କ ବୟସ ୩୦ ଅଟେ ଓ ସେ ବର୍ତମାନ ବିବାହ ପାଇଁ ରେଡି ନାହାନ୍ତି । ତାଙ୍କ ଗାଉନରେ ଫଟୋସୁଟ ସବୁ ଦର୍ଶକ ମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଓ ଏହି ଫଟୋସୁଟରେ ଅର୍ଚିତା ଦେଖିବାକୁ ବହୁତ ସୁନ୍ଦର ଲାଗୁଥିଲେ ।

Leave a Reply

Your email address will not be published. Required fields are marked *