ଓଡିଆ ଚଳଚିତ୍ର ଦୁନିଆରେ କେତେ କଳାକାର ଆସିଲେ ଓ ଗଲେ ତେବେ ଚଳଚିତ୍ର ଦୁନିଆ ଏମିତି ଏକ ଦୁନିଆ ଯେଉଁଠାରେ ଲୋକ ବହୁତ କମ ସମୟରେ ବହୁତ ପ୍ପ୍ରସିଦ୍ଧି ଓ ଧନ ପାଇଥାନ୍ତି, ତେବେ ଭାଗ୍ୟ ଓ ପରିଶ୍ରମ ସାଥି ରହିଲେ କାହାକୁ ରାତା ରାତି ଷ୍ଟାର ବନେଇ ଦେଇଥାଏ ଏହି ଟିଭି ଦୁନିଆ ।
ତେବେ ଆଜି ଆମେ ଯେଉଁ କଳାକାର ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହ ଏତେ କମ ବୟସରେ ହିରୋଇନ ହେଇଥିବା ଭୂମିକା ଦାଶ ଅଟନ୍ତି । ତେବେ ଆଜି ଆମେ ଆପଣଙ୍କୁ ଭୂମିକା ଦାଶ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ମଧ୍ୟରୁ କେହି ଜାଣି ନଥିବେ ।

ତେବେ ଭୂମିକା ଦାଶଙ୍କୁ ବର୍ତମାନ କେବଳ ୧୭ ବର୍ଷ ବୟସ ହୋଇଛି ତେବେ ଆପଣ ଚିନ୍ତା କରନ୍ତୁ ସେ କେତେ କମ ବୟସରେ ଅଭିନେତ୍ରୀ ହୋଇଛନ୍ତି । ତାଙ୍କ ଅଭିନୟ ଓ ସୁନ୍ଦରତା ଲୋକଙ୍କୁ ବେସ ପସନ୍ଦ ଆସିଛି । ତେବେ ଭୂମିକାଙ୍କ ପ୍ରଥମ ଚଳଚିତ୍ର ଯେଉଁଥିରେ ସେ ମୁଖ୍ୟ ଅଭିନେତ୍ରୀ ହୋଇଥିଲେ ତାହା ଥିଲା ତୁ ମୋ ଲଭ ଷ୍ଟୋରୀ ଏହି ଫିଲ ଦର୍ଶକ ମାନଙ୍କୁ ବହୁତ ଭଲ ଲାଗିଥିଲା କିନ୍ତୁ ଭୂମିକାଙ୍କ ଚଳଚିତ୍ର ଦୁନିଆରେ ଏହା ପ୍ରଥମ ଚଳଚିତ୍ର ନଥିଲା ସେ ଛୁଆ ବେଳେ ମଧ୍ୟ ବହୁତ ଫିଲ୍ମରେ କାମ କରିଥିଲେ ଓ ଛୁଆବେଳେ ତାଙ୍କ ପ୍ରଥମ ଚଳଚିତ୍ର ଥିଲା ରୁମକୁ ଝୁମାନା ଏହି ଚଳଚିତ୍ର ସମସ୍ୟରେ ଭୂମିକା କେବଳ ୧୦ ବର୍ଷର ହୋଇଥିଲେ ।

ଭୂମିକାଙ୍କ ଜନ୍ମ ଭୁବନେଶ୍ବର ଓଡିଶାରେ ୨୦୦୩ ମସିହାରେ ହୋଇଥିଲା । ହୋଇଥିଲା ତାଙ୍କ ବାପା ମା ସହ ରହୁଥିଲେ ସେ ନିଜ ସ୍କୁଲ ପାଠ ଭୁବନେଶ୍ବରରେ ପଢୀଥିଲେ ଓ ବର୍ତମାନ ସେ ତାଙ୍କ କଲେଜ ପାଠ ସହ ଚଳଚିତ୍ର ମଧ୍ୟ କରୁଛନ୍ତି । ତେବେ ଆପପଣଙ୍କୁ ବିଶ୍ଵାସ ହବ ନାହିଁ କିନ୍ତୁ ସତ କଥା ଅଟେ ସେ ୨୦୧୬ ମସିହାରେ ତାଙ୍କ ପ୍ରଥମ ଚଳଚିତ୍ର କରିଥିଲେ ଯେଉଁଥିରେ ସେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିଥିଲେ ।

ତେବେ ଓଡିଶା ସୁପର ଷ୍ଟାର ବାବୁସାନଙ୍କ ସହ ମଧ୍ୟ ଭୁନିକା ଚଳଚିତ୍ର କରିଥିଲେ ଏହି ଚଳଚିତ୍ର ନା ଥିଲା ହିରୋ ନଂ ୧ ସେହି ସମୟରେ ଭୂମିକା କେବଳ ନବମ ଶ୍ରେଣୀରେ ପାଠ ପଢୁଥିଲେ । ଭୂମିକାଙ୍କ ଭୁବନେଶ୍ବରରେ ନିଜ ଘର ଅଛି, ଏହା ଛଡା ତାଙ୍କର ଗୋଟେ କାର ମଧ୍ୟ ଅଛି ଓ ଖବର ଅନୁଯାଇ ସେ ପ୍ରତି ଚଳଚିତ୍ର ପାଇଁ ୫ରୁ ୬ଲକ୍ଷ୍ୟ ଟଙ୍କା ଡିମାଣ୍ଡ କରିଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।