ଏହି Bollywood ଅଭିନେତ୍ରୀ ଯିଏ Lockdown ରେ ହେଲେ Pregnant

କରୋନା ମହାମାରୀ ଦେଶ ଦୁନିଆରେ ସବୁ ଲୋକଙ୍କୁ ଅସୁବିଧାରେ ପକାଇଛି କିନ୍ତୁ ଏହିସମୟରେ ବଲିଉଡର କିଛି ସେଲିବ୍ରେଟିଙ୍କ ଘରେ ଖୁସି ଆସିଛି । ବଲିଉଡର କିଛି ଅଭିନେତ୍ରୀ ଅଛନ୍ତି ଲକଡାଉନରେ ଗର୍ଭବତୀ ହୋଇଛନ୍ତି । ଆସନ୍ତୁ ଜାଣିବା କିଛି ଏମିତି ଅଭିନେତ୍ରୀଙ୍କ ବିଷୟରେ ।

ସାଗରିକା ଘାଟଗେ

ଭାରତୀୟ କ୍ରିକେଟର ଖେଳାଳି ଜାହିର ଖାନ ଓ ସାଗରିକା ତ୍ତଙ୍କର ପ୍ରଥମ ଛୁଆକୁ ସ୍ଵାଗତ କରିବା ପାଇଁ ପ୍ରସ୍ତୁତ ହୋଇଗଲେଣି । ଜାହିର ଏହି ସମୟରେ ଆଇପିଏଲ ଖେଳିବା ପାଇଁ ମୁମ୍ବାଇରେ ଅଛନ୍ତି ଓ ସାଗରିକା ମଧ୍ୟ ତାଙ୍କ ସହିତ ଅଛନ୍ତି । ଦୁଇଜଣଙ୍କ ସାଙ୍ଗ ସାଥି ମଧ୍ୟ କହିଛନ୍ତି ଜାହିର ଓ ସାଗରିକା ବାପା ମା ହେବାକୁ ଯାଇଛନ୍ତି ।

ଅମ୍ରିତା ରାଓ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀଙ୍କର ସୋସିଆଲ ମିଡିଆରେ ଗୋଟେ ଫୋଟ ଭାଇରାଲ ହେଉଛି । ଯେଉଁଥିରେ ସେ ତାଙ୍କ ପତି ଆର୍ଯ୍ୟ ଆନମୋଲ ସହିତ ଗୋଟେ ହସ୍ପିଟାଲ ବାହାରେ ଦେଖା ଦେଇଥିଲେ । ଏହି ଫୋଟରେ ଅମ୍ରିତାର ବେବି ବମ୍ଫ ପୁରା ଦେଖାଯାଉଛି । ସତ ବର୍ଷ ଦୁଇଜଣ ଡେଟ କରିବା ପରେ ଅମ୍ରିତା ଅନମୋଲ ୧୫ ମେ ୨୦୧୬ ରେ ବିବାହ କରିଥିଲେ । ଏବେ ଦୁଇଜଣ ନିଜର ପ୍ରଥମ ଛୁଆକୁ ସ୍ଵାଗତ କରିବାକୁ ପ୍ରସ୍ତୁତ ଅଛନ୍ତି ।

କରିନା କପୁର ଖାନ

ବଲିଉଡର ସୁନ୍ଦରୀ ଅଭିନେତ୍ରୀ କରିନ ଏବେ ପୁଣି ଠାରେ ମା ହେବାକୁ ଯାଉଛନ୍ତି । ଏହି କଥା କରିନା ଓ ସେଫ ମିସିକି ଦେଇଛନ୍ତି । ସେ ଏହି ଖବର ସ୍ପଷ୍ଟ କରି କହିଥିଲେ ତାଙ୍କ ଘରକୁ ଗୋଟେ ନୂଆ ସଦସ୍ୟ ଆସିବାର ଅଛି । ପ୍ରେଗନେନ୍ସି ସମୟରେ ଏବେ ଦିଲ୍ଲୀରେ ସେ ଲାଲ ସିଂହ ଚଢା ଶୁଟିଙ୍ଗ କରୁଛନ୍ତି । ଏହା ସହିତ ନିଜ ଫ୍ୟାମିଲି ସମୟରେ ମଧ୍ୟ ବହୁତ ଭଲରେ ବିତଉଛନ୍ତି ।

ଅନୁଷ୍କା ଶର୍ମା

ଭାରତୀୟ କ୍ରିକେଟର ବିରାଟ କୋହଲୀ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ନୂଆ ସଦସ୍ୟ ଆସିବାର ଅପେକ୍ଷା କରିଛନ୍ତି  । ବିରାଟ ଏହି ଗୁଡ ନିୟୁଜ ଶେୟର କରିଲେଖି ଥିଲେ ସେ ବହୁତ ଜଲ୍ଦି ତିନି ହେବେ । ଜାନୁଆରୀ ୨୦୨୧ ରେ ସେ ତାଙ୍କ ଛୁଆକୁ ଜନ୍ମ ଦେବେ । ବିରାଟ ଏହି ସମୟରେ ତାଙ୍କ ଟିମ ଆରସିବି ସହିତ ଦୁବାଇରେ ଆଇପିଏଲ ଖେଳୁଛନ୍ତି ଶେଠୀ ଅନୁଷ୍କା ମଧ୍ୟ ତାଙ୍କ ସହିତ ଅଛନ୍ତି ।

ଟିଜେ ସିନ୍ଧୁ

 

ଛୋଟ ପରଦାର ପ୍ରସିଦ୍ଧ ଅଭିନେତ୍ରୀ ଟିଜେ ସିନ୍ଧୁ ନିଜ ତୃତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଟିଜେ ଓ କରନବୀର ଭୋରାତନଙ୍କ ଘରକୁ ନିଆ ସଦସ୍ୟ ଆସିବା ବୋଲି ସେୟାର କରିଛନ୍ତି । ଏବେ ଏମାନଙ୍କ ଦୁଇଟି ଯାଁଳା ଝିଅ ମଧ୍ୟ ଅଛି । ଏହି ଦୁଇଟି ଝିଅଙ୍କ ଜନ୍ମ ୨୦୧୬ ରେ ହୋଇଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *