ଓଡିଆ ସିରିୟଲ ହିରୋ ମାନଙ୍କ ସ୍ତ୍ରୀ ମାନଙ୍କୁ ଆଗରୁ କେବେ ଦେଖିନଥିବେ 

ଓଡିଆ ସିରିୟଲ ନିଶ୍ଚିତ ଭାବେ ଦେଖୁଥିବେ କିନ୍ତୁ ଏହି ଓଡିଆ ହୀରୋ ମାନଙ୍କ ସ୍ତ୍ରୀ ମାନଙ୍କୁ କେବେ ଦେଖିନଥିବେ । ଏହି ଓଡିଆ ସିରିୟଲର ହେରୋମାନଙ୍କ ସ୍ତ୍ରୀ ଦେଖିବାକୁ କେମିତିଆ ଆସନ୍ତୁ ଜାଣିବା । ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କ ପସନ୍ଦିତା ଏକ୍ଟର ମାନଙ୍କ ଧର୍ମ ପତ୍ନୀଙ୍କୁ ଦେଖାଇବୁ ।

ରାଜ ରାଜେସ – ଏହି ହେରୀଙ୍କୁ ତ ଆପଣ ବହୁତ ସିରିୟଲରେ ନିଶ୍ଚିତ ଭାବେ ଦେଖିଥିବେ । ଇଏ ହେଉଛନ୍ତି ରାଜ ରାଜେସଙ୍କ ଧର୍ମ ପତ୍ନୀ । ଏହାପରେ ଦୁଇନମ୍ବରରେ ଆସୁଛନ୍ତି ସୁଭାସିସ ଶର୍ମା ।

ସୁଭାସିସ ସର୍ମା – ଏହି ହିରୋଙ୍କୁ ଆପଣ ଦୂର୍ଗା ସିରିୟଲରେ ଆପଣ ନିଶ୍ଚିତ ଭାବରେ ଦେଖିଥିବେ । ଇଏ ହେଉଛନ୍ତି ସୁଭାସିସଙ୍କ ଧର୍ମ ପତ୍ନୀ ଆନିଶା ।

ଅମର – ଏହି ହିରୋଙ୍କୁ ଆପଣ ତୁ ମୋ ଜୀବନ ସାଥି ସିରିୟଲରେ ଆଦି ଭାବରେ ଦେଖିଥିବେ । ଇଏ ହେଉଛନ୍ତି ଅମରଙ୍କା ଧର୍ମ ପତ୍ନୀ ଜେସୀ ।  ଏହାପରେ ଚାରି ନମ୍ବରରେ ଆସୁଛନ୍ତି ଅରବିନ୍ଦ ମହାରଣା

ଅରବିନ୍ଦ ମହାରଣା – ଏହି ହିରୋଙ୍କୁ ବହୁତସାର ସିରିୟଲରେ ଦେଖିଥିବେ । ଇଏ ହେଉଛନ୍ତି ଅରବିନ୍ଦ ମହାରନାଙ୍କ ଧର୍ମ ପତ୍ନୀ ଜ୍ୟାକଲୀନ । ଏହାପରେ ପାଞ୍ଚ ନମ୍ବରରେ ଆସୁଛନ୍ତି ତୁଷାର

ତୁଷାର -ତୁଷାରଙ୍କୁ ତୋ ଅଗଣାର ତୁଲସୀରେ ନିଶ୍ଚିତ ଭାବରେ ଦେଖି ଥିବେ । ଏହି ସିରିୟଲ ବନ୍ଦ ହେବ ପରେ ଲିଡ ରୋଲରେ ନଜର ଆସୁଛନ୍ତି ତୁସାରା । ଇଏ ହେଉଛନ୍ତି ତାଙ୍କର ଧର୍ମ ପତ୍ନୀ ।  ଏହା ପରେ ୬ ନମ୍ବରରେ ଆସୁଛନ୍ତି ଲିକୁନ ଚୌଧାରୀ

ଲିକୁନ – ଏହି ହିରୋଙ୍କୁ ଆପଣ ସିନ୍ଦୁର ବିନ୍ଦୁ ସିରିୟଲରେ ଦେଖିଥିବେ । କିନ୍ତୁ ବର୍ତମାନ ଲିକୁନ ଚୌଧାରୀ ତାରା ତାରିଣୀ ସିରିୟଲରେ ତରେଣୀଙ୍କ ଓକିଲ ଉଦୟଙ୍କ ଚରିତ୍ରରେ ଦେଖିବାକୁ ମିଳୁଛନ୍ତି । ଇଏ ହେଉଛନ୍ତି ଲିକୁନଙ୍କ ଧର୍ମ ପତ୍ନୀ ।

ଅଶ୍ଵିନୀ – ଅଶ୍ଵନିକୁ ଆପଣ ମାନିନୀ ସିରିୟଲରେ ଲିଡ ଅଭିନେତା ଭାବରେ ନିଶ୍ଚିତ ଦେଖିଥିବେ । ଏହି ସିରିୟଲ ବନ୍ଦ ହେବ ପରେ ବର୍ତମାନ ଅଶ୍ଵିନୀ ତାରାତାରିଣୀ ସିରିୟଲରେ ଲିଡ ଅଭିନେତା ଭାବେ ନଜର ଆସୁଛନ୍ତି । ଏହା ପରେ ଆସୁଛନ୍ତି ସନଦୀପ ।

ରୁଦ୍ର –  ରୁଦ୍ର ଓ ଜିନା ହେଉଛନ୍ତି ଜୀବନସାଥି । ରୁଦ୍ରଙ୍କୁତ ଆପଣ ଭଲ ଭାବରେ ଜାଣିଥିବେ । ସେ ଦୁଇଜଣ ବହୁତ ଚର୍ଚିତ ଯୋଡି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *