ଏହି Bollywood ଅଭିନେତ୍ରୀଙ୍କୁ ଜୀବନରୁ ମାରିବାର ପ୍ରୟାସ! ମାରିଲେ 4ଥର ଛୁରୀ, ଆଉ ତା ପରେ….

ଟିଭି ଅଭିନେତ୍ରୀ ମାଲବୀ ଅଭିନେତ୍ରୀ ଉପରେ ଛୁରୀରେ ମାରିବା ପାଇଁ ଆକ୍ରମଣ ହୋଇଛି । ସେ ଏଥିରେ ଗଂଭିର ରୂପରେ ଆଘାତ ହୋଇଛନ୍ତି । ମୁମ୍ବାଇର କୋକିଲା ବେନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ନିଜକୁ ପ୍ରଡ୍ୟୁସାର କହୁଥିବା ଯୋଗେଶ ନାମୀ ବ୍ୟକ୍ତି ମାଳବୀଙ୍କ ଉପରେ ଆକ୍ରମଣ କରିଛନ୍ତି ।

ମାଲବୀଙ୍କ ଫେସ ବୁକରେ ୟୋଗେଶ ସହିତ ବନ୍ଧୁତା ହୋଇଥିଲା ଆଶଙ୍କା କରାଯାଉଛି କି ଏକତରଫା ପ୍ରେମରେ ଅଭିନେତ୍ରୀଙ୍କ ଉପରେ ଆକ୍ରମଣ ହୋଇଛି । କିନ୍ତୁ ଏହି ବିଷୟରେ ପୁଲିସ କିଛି କହିନାହିଁ । ବର୍ସୋବାପୁଲିସ ମୁତାବିକ ଯୋଗେଶ ଚାରିଥର ମାଲବୀ ଉପରେ ଛୁରୀରେ ଆକ୍ରମଣ କରିଛନ୍ତି । କିନ୍ତୁ ଅଭିନେତ୍ରୀଙ୍କ ଅବସ୍ତା ଭଲ ଅଛି ।

Image Courtesy: Google

ଘର ବାହାରେ କଲା ଆକ୍ରମଣ

ମାଲବୀର ଅଭିଯୋଗ ଅନୁସାରେ ଆରୋପି ୟୋଗେଶ ମହିପାଲ ସିଂହ ସହିତ ତାଙ୍କର ଦୋଦଟି ଫେସ ବୁକରେ ହୋଇଥିଲା । ସେ କିଛି କାମ କାରଣରୁ ତାଙ୍କୁ ମାତ୍ର ଗୋଟେ ଥର ଦେଖା କରିଥିଲେ । ସୋମବାର ଦିନ ସେ ତାଙ୍କ ଘରୁ ବାହାରକୁ ବାହାରିଛନ୍ତି ତ ଯୋଗେଶ ତାଙ୍କ ଅଡି କାରରୁ ବାହାରି ଠିଆ ହୋଇଥିଲେ । ସେ ମାଲବିକୁ ମାଝି ରାସ୍ତାରେ ରୋକିବାକୁ ଲାଗିଲେ ଓ ସେ ଯେତେବେଳେ ଏହାର ବିରୋଧ କରିଥିଲେ ତାଙ୍କ ଉପରେ ଚାରିଥର ଛୁରୀରେ ଆକ୍ରମଣ କରିଥିଲା । ଆକ୍ରମଣ କରି ସେ ଫେରାର ହୋଇଥିଲେ ।

Image Courtesy: Google

ହତ୍ୟାର ଚେଷ୍ଟା କରିଥିବାରୁ କେସର ଯାଞ୍ଚ ଆରମ୍ଭ ହୋଇଛି । ମାଲବୀର ଅଭିନଯୋଗ କ୍ରମେ ପୁଲିସ ଯୋଗେଶ ବିରୁଦ୍ଧରେ ହତ୍ୟା ମାମଲା ଦର୍ଜ କରି ଯାଞ୍ଚ ଆରମ୍ଭ ହୋଇଛି । ପୁଲିସକୁ ସିସିଟିଭି କ୍ୟାମେରାରୁ କିଛି ପ୍ରମାଣ ମଧ୍ୟ ମିଳିଛି ।

Image Courtesy: Google

ତିନୋଟି ଭାଷାରେ ଅଭିନେତ୍ରୀ କାମ କରିଛନ୍ତି

ହିମାଚଳରେ ରହିଥିବା ମାଲବୀ ତେଲୁଗୁ ଫିଲ୍ମ ‘କୁମାରୀ ୨୧ ଏକ ‘ , ତାମିଲ ଫିଲ୍ମ ‘ନଦ୍ଦୀକୁ ଏଡି’ ହିନ୍ଦୀ ଫିଲ୍ମ ହେଟାଲ ମିଲନ, ଟିଭି ସିରିୟଲ ‘ ଉଡ଼ାନ’ ରେ କାମ କରିଛନ୍ତି । ଏହାଛଡା ସେ କିଛି ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *