ଗୋଟେ ବାପାକୁ ନିଜ ସନ୍ତାନକୁ କେବଳ ଏହି ଗୋଟେ ଜିନିଷ ଦବା ଉଚିତ ? Krishna vani

ଦୁନିଆରେ ମା ବାପା ସନ୍ତାନ ପାଇଁ ସବୁ କିଛି କରିବା ପାଇଁ ଇଛା କରନ୍ତି ଓ ନିଜ ସାମର୍ଥ୍ୟ ଅନୁଯାଇ କାମ ମଧ୍ୟ କରନ୍ତି । ମା ବାପା ଏମିତି ଭଗବାନ ଦ୍ଵାରା ଉପହାର ହୋଇଥାନ୍ତି ଯିଏ ସନ୍ତାନ ସୁଖ ଓ ବୃଦ୍ଧି ପାଇଁ ସବୁ ପ୍ରକାର ପ୍ରୟାସ କରିଥାନ୍ତି । ଜୀବନରେ କୌଣସି ସୁଖ ସୁବିଧା ପାଇଁ ସନ୍ତାନ ମା ବାପାଙ୍କୁ ଖୋଜିଥାଏ ।

ତେବେ ଶାସ୍ତ୍ର ଅନୁଯାଇ ସନ୍ତାନ ପାଇଁ ତା ଭଗବାନ ତା ମା ବାପା ହୋଇଥାନ୍ତି । ଜୀବନରେ କୌଣସି ଭୁଲ କଲେ ମା ବାପାଙ୍କୁ ନିଜ ସନ୍ତାନକୁ ଠିକ କରିବା ଉଚିତ ଅଟେ । ସନ୍ତାନ ମା ବାପାଙ୍କ ପାଇଁ ଓ ମା ବାପା ସନ୍ତାନ ପାଇଁ ସବୁ କିଛି ହୋଇଥାନ୍ତି କିନ୍ତୁ ସେହି ସନ୍ତାନ ବଡ ହବା ପରେ ନିଜ କ୍ଷମତା ପ୍ରାପ୍ତ କରିବା ପରେ ମା ବାପାକୁ କଷ୍ଟ ଦେଇଥାନ୍ତି ଓ ତାଙ୍କୁ ନିଜ ଜୀବନରୁ ଦୂରେଇ ଦବା ପାଇଁ ଇଛା କରନ୍ତି ।

Image Courtesy: Google

ଜୀବନରେ କେବେ ବି ମା ବାପା ମନ କଷ୍ଟ କରିବା ଉଚିତ ନୁହ ଯେଉଁ ସନ୍ତାନ ନିଜ ମା ବାପା ମନକୁ କଷ୍ଟ ଦେଇଥାନ୍ତି ସେ ଯେତେ ଇଛା କଲେ ମଧ୍ୟ ସଫଳତା ପ୍ରାପ୍ତ କରନ୍ତି ନାହିଁ । ଭଗବାନ ବିଷ୍ଣୁ କହିଛନ୍ତି କୌଣସି ମାତା ପିତା ନିଜ ସନ୍ତାନକୁ ସବୁ କିଛି ଦିଅନ୍ତି କିନ୍ତୁ ଯାହା ଆବଶ୍ୟକ ତାହା ଦିଅନ୍ତି ନାହିଁ କେବଳ ଜିନିଷ ଦେଲେ ସନ୍ତାନ ନିଜ କର୍ମ କରନ୍ତି ନାହିଁ ଏହା ପାଇଁ ସନ୍ତାନକୁ ମାତା ପିତାଙ୍କ ନିଜ ସନ୍ତାନକୁ ସମୟ ଦବା ଉଚିତ ଅଟେ ।

Image Courtesy: Google

କୌଣସି ମା ବାପା ଯଦି ନିଜ ସନ୍ତାନକୁ କିଛି ଦବାକୁ ଚାହୁଁଛନ୍ତି ତେବେ ସମୟ ଦିଅନ୍ତୁ କାହିଁକିନା ସମୟ ସବୁ ସମସ୍ଯା ସମାଧାନ ହୋଇଥାଏ କୌଣସି ସନ୍ତାନକୁ ମା ବାପା ସମୟ ଦେଲେ ତାଙ୍କ ଇଛା ଜାଣିବାରେ ଓ ଆପଣଙ୍କ ସନ୍ତାନକୁ ସଠିକ ବାଟରେ ଆଣିବା ପାଇଁ ବା ଭୁଲ ବାଟରେ ନ ଯିବା ପାଇଁ ଆପଣଙ୍କୁ ସାହାଜ୍ଯ କରିଥାଏ ।

Image Courtesy: Google

ତେବେ ଶାସ୍ତରେ କୁହା ଯାଇଛି ମା ବାପାଙ୍କୁ ନିଜ ସନ୍ତାନ ସୁଖ ପାଇଁ ତାକୁ ସବୁ କିଛି ଦିଅନ୍ତି କିନ୍ତୁ ସେ ଏହା ବହୁତ ବଡ ଭୁଲ କରନ୍ତି, ତେବେ ସନ୍ତାନ ସଠିକ ବୟସରେ ସଠିକ ଜିନିଷ ପ୍ରାପ୍ତ କଲେ ସଠିକ ହୋଇଥାନ୍ତି । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *