ପୁରୁଣା ନୋଟ ଓ ମୁଦ୍ରା ଥିଲେ ମିଳିବ 5ଲକ୍ଷ ଟଙ୍କା!

ଭାରତରେ ପୂର୍ବ କାଳରୁ ରାଜା ମହାରାଜା ଶାସନ କରୁଥିଲେ ଓ ତାଙ୍କ ସମୟରେ ସୁନା ମୁଦ୍ରା ଓ ବହୁତ କିଛି ରହୁଥିଲା ତେବେ ଆମ ପୂର୍ବଯ ମାନେ ଆମକୁ ଦେଖେଇବା ପାଇଁ ଯେ ଏମିତିକା ମୁଦ୍ରା ହାଉଥିଲା ଏବେ ବି କାହା କାହା ଘରେ ରଖିଛନ୍ତି ।

ତେବେ କଣ ଆପଣ ଜାଣିଛନ୍ତି ଭାରତରେ ସମ୍ବିଧାନ ହେବା ପରେ ଯେଉଁ ନୋଟ ଓ କଏନ ବାହାରିଥିଲା ତାହା କିଛି ବର୍ଷ ପରେ ବନ୍ଦ ହୋଇଯାଇଥିଲା କିନ୍ତୁ ଏବେ ସେହି ନୋଟ ଓ କଏନ ଦାମ କେତେ କଣ ଆପଣ ଜାଣିଛନ୍ତି । ବହୁତ ଲୋକଙ୍କୁ ପୁରୁଣା ନୋଟ ବା କଏନ ରଖିବା ସୌକ ହୋଇଥାଏ ତେବେ ଏହି ଭଳି ଲୋକଙ୍କ ଭାଗ୍ୟ ଖୋଲିବାକୁ ଯାଉଛି କାହିଁକିନା ପୁରୁଣା ନୋଟ ଦାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Image Courtesy: Google

୧. ୫୦ଟଙ୍କିଆ ନୋଟ :

ତେବେ ପୂର୍ବ ସମୟରେ ୫୦ଟଙ୍କିଆ ନୋଟ ପୁରା ଅଲଗା ଦେଖା ଯାଉଥିଲା ସେଥିରେ ପଛରେ ସମ୍ବିଧାନ ଚିତ୍ର ଥିଲା ଓ ତା ରଙ୍ଗ ଅଲଗା ହୋଇଥାଏ । ତେବେ ଆମେ ଆପଣଙ୍କୁ ଯେଉଁ ଚିତ୍ର ଦେଖାଉଛୁ ଯଦି ପୂର୍ଣ ଭାବରେ ଏହି ଭଳି ଅଛି ତେବେ ଏହାର ଦାମ ୨୦ହଜାର ଟଙ୍କା ଅଛି ।

୨. ଏକ ଟଙ୍କିଆ କଏନ :

ଆଗ କାଳରେ ଟାଙ୍କିକିଆ କଏନ ମାଟିଆ ରଙ୍ଗ ର ଆସୁଥିଲା ତେବେ ଏହି ଏକ ଟଙ୍କିଆ କଏନ ଦାମ ବର୍ତମାନ ସମୟରେ ୮୦ ହଜାର ଟଙ୍କା ଅଟେ କିନ୍ତୁ ମାନେ ରଖିବେ ଯେମିତି ଚିତ୍ରରେ ଦେଖା ଯାଉଛି ଠିକ ସେମିତି ହବା ଆବଶ୍ୟକ ଅଟେ ।

Image Courtesy: Google

୩. ୧୦ ପଇସା ବା ୨୫ ପଇସା ଟଙ୍କା କଏନ :

କଣ ଆପଣଙ୍କ ପାଖରେ ୧୦ ପଇସା ବା ୨୫ ପଇସା କଏନ ଅଛି ଯାହା ଏହି ଭଳି ଦେଖିବାକୁ ଅଟେ । ଯଦି ଅଛି ତେବେ ଆପଣଙ୍କୁ ଏହି ୧୦ ପଇସା ଓ ୨୫ ପଇସା କଏନ ବଦଳରେ ୭୦ହଜାର ଟଙ୍କା ମିଳିବ ।

Image Courtesy: Google

୪. ଇଂରେଜ ମାନଙ୍କ ମୁଦ୍ରା :

ଯେତେବେଳେ ଆମ ଭାରତରେ ଇଂରେଜ ମାନେ ଶାସନ କରୁଥିଲେ ସେହି ସମୟରେ ତାଙ୍କ ମୁଦ୍ରା ଚାଲୁଥିଲା ଯେଉଁଥିରେ ୩ଟି ସିଂହଥିଲେ ଓ ଗୋଟେ ଧନୁ ଆକାର ମଧ୍ୟଥିଲା ଯେମିତି ଚିତ୍ରରେ ଅଛି ଯଦି ଏହି ମୁଦ୍ରା କାହା ପାଖରେ ଅଛି ତେବେ ଆପଣଙ୍କୁ ଏହା ବଦଳରେ ୫ରୁ ୮ ଲକ୍ଷ୍ୟ ଟଙ୍କା ମିଳି ପାରିବ ।

Image Courtesy: Google

୫. ଏକ ଟଙ୍କିଆ ନୋଟ :

ଯଦି ଆପଣଙ୍କ ପାଖରେ ଏହି ଏକ ଟଙ୍କିଆ ନୋଟ ଅଛି ତେବେ ଏହା ବଦଳରେ ଆପଣଙ୍କୁ ୫୦ହଜାର ଟଙ୍କା ମିଳିପାରେ । ତେବେ ଏହି ଭଳି ନୋଟ ୧୫ ବର୍ଷ ତଳେ ଛପା ଯାଉଥିଲା ସେଥିପାଇଁ ବହୁତ ଲୋକଙ୍କ ପାଖରେ ଏହି ନୋଟ ଥାଇପାରେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *