ସମସ୍ତଙ୍କ ପାଇଁ ନିଜ ଝିଅ ବହୁତ ମୂଲ୍ୟବାନ ହୋଇଥାନ୍ତି, ତେବେ ଝିଅ ବାହାଘର ସମସ୍ତଙ୍କ ପାଇଁ ବହୁତ ବଡ ସପନ ହୋଇଥାଏ । କୌଣସି ବାପା ମା ପାଇଁ ତାଙ୍କ ଝିଅ ବାହାଘର ବହୁତ ବଡ ଦିନ ହୋଇଥାଏ ମା ବାପା ନିଜ ଝିଅକୁ ଭଲ ଭାବରେ ବିଦା କରିବା ସହ ସବୁ ପ୍ରକାର ଉପହାର ଦେଇଥାନ୍ତି ।
କିନ୍ତୁ କଣ ଆପଣ ଜାଣିଛନ୍ତି ଝିଅକୁ ଉପହାର କେଉଁ ଜିନିଷ ଦବା ଉଚିତ ଓ କେଉଁ ଜିନିଷ ଦବା ଉଚିତ ନୁହ । ତେବେ ଆଜି ଆମେ ଆପଣଙ୍କୁ ଗୋଟେ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଝିଅକୁ କେବେ ଦବା ଉଚିତ ନୁହ ନଚେତ ଆପଣ ବର୍ବାଦ ହୋଇଯିବେ ।

ଶାସ୍ତ୍ର ଅନୁଯାଇ ଝିଅ ବାହାଘର ସମୟରେ ମା ବାପା ନିଜ ସବୁ ପ୍ରକାର ଚେଷ୍ଟା କରନ୍ତି ଯେ କୌଣସି ପ୍ରକାର ଭୁଲ ନହେଉ ଓ ଆମ ଝିଅ ବିବାହ ଭଲ ଭଲରେ ସମାପ୍ତ ହେଇଯାଉ ଓ ବିବାହ ପରେ ତା ଜୀବନ ସୁଖମୟ ହେଉ ତେବେ ମା ବାପା ନିଜ ଝିଅକୁ ସବୁ ପ୍ରକାର ଉଫାର ଦେଇଥାନ୍ତି କିନ୍ତୁ ସମସ୍ତେ ଜାଣି ରଖନ୍ତୁ କେବେ ବି ଭୁଲରେ ନିଜ ଝିଅକୁ ଗଣେଶ ଭଗବାନ ମୂର୍ତି ବା ଚିତ୍ର କେବେ ଉପହାରରେ ଦିଅନ୍ତୁ ନାହିଁ ନଚେତ ଆପଣଙ୍କ ଘର ବର୍ବାଦ ହୋଇଥାଏ ।

ତେବେ ଯଦି ଆପଣଙ୍କ ଘରେ କୌଣସି ନକାରାତ୍ମକ ଊର୍ଜା ଆପଣଙ୍କ ଘର ବର୍ବାଦ କରୁଅଛି ବା ଆପଣଙ୍କ ସବୁ ଅସୁବିଧା ହେଉଛି ତେବେ ଆପଣଙ୍କୁ ଗାଈକୁ ରୁଟି ଖୁଆଇବା ଉଚିତ । ତେବେ ମନେ ରଖନ୍ତୁ ଘରେ ରୋଷେଇ ହେଇଥିବା ପ୍ରଥମ ରୁଟି ଗାଈ ପାଇଁ ବାହାର କରି ରଖନ୍ତୁ ଓ ଗାଇକୁ ଖାଇବାକୁ ଦିଅନ୍ତୁ ଦେଇଖିବେ ଆପଣଙ୍କ ସବୁ ଧନ ଅସୁବିଧା ଦୂର ହୋଇଯିବ । ତେବେ ଯଦି ଆପଣଙ୍କୁ କୌଣସି ଅସୁବିଧା ହେଉଛି ତେବେ ଏହି ୫ଟି ପଶୁମାନଙ୍କ ମଧ୍ୟରୁ କାହାକୁ ବି ଖାଇବାକୁ ଦିଅନ୍ତୁ ଦେଖିବେ ଆପଣଙ୍କ ଦୁଃଖ ସମୟ ବହୁତ ଶୀଘ୍ର ସମାପ୍ତ ହୋଇଯିବ ।

ଆପଣଙ୍କୁ ଏହା ଜାଣିବା ଆବଶ୍ୟକ ଯେ କୌଣସି ପଶୁ ମାନଙ୍କୁ ଖାଇବାକୁ ଦେଲେ ତାଙ୍କୁ ଅଇଁଠା ଦିଅନ୍ତୁ ନାହିଁ କାହିଁକିନା ତାଙ୍କ ଭିତରେ ମଧ୍ୟ ଜୀବନ ଅଛି ଓ ପରମଆତ୍ମା ଅଛନ୍ତି ଓ ଆପଣ ପଶୁ ଦ୍ଵାରା ତାଙ୍କୁ ଶାନ୍ତ କରୁଛନ୍ତି ସେଥିପାଇଁ ତାଙ୍କୁ ରୋଷେଇ ହବା ପରେ ଭୋଗ ଭଳି ବାହାର କଋ ରଖି ଦିଅନ୍ତୁ ଓ ନିଜ ସମୟ ଅନୁଯାଇ ପଶୁ ମାନଙ୍କୁ ଖାଇବାକୁ ଦିଅନ୍ତୁ ଦେଖିବେ ଆପଣଙ୍କ ବହୁତ ସମସ୍ଯା ଆପେ ଆପେ ସମାଧାନ ହୋଇଯିବ । ତେବେ ଗାଈ, କୁକୁର, ମାଛ ଏହି ସବୁ ପଶୁ ମାନଙ୍କୁ ଖାଇବାକୁ ଦେଲେ ଆପଣାଙ୍କ ଆର୍ଥିକ ସମସ୍ଯା ଦୂର ହୋଇଯିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।