ବାଛନ୍ତୁ ଗୋଟେ ଚିତ୍ର ଓ ଜାଣନ୍ତୁ ନିଜର ସବୁଠୁ ବଡ ଡର ବିଷୟରେ

ମଣିଷ ଏମିତି ଗୋଟେ ଜୀବ ଅଟେ ଯିଏ ନିଜ କଥା ବ୍ୟକ୍ତ କରି ପାରେ ନିଜ ଦୁଃଖ ସୁଖ ସବୁ ଅନ୍ୟ ମାନଙ୍କ ସହ ବାଣ୍ଟି ପାରେ । ତେବେ ସମସ୍ତଙ୍କୁ ନିଜ ଜୀବନରେ କୌଣସି ଜିନିଷ ବା କୌଣସି ଜୀବ ଦ୍ଵାରା ଡର ଲାଗିଥାଏ ନଚେତ ଡରର ବହୁତ କାରଣ ଥାଏ ।

କିଛି ବି ଡର ବ୍ୟକ୍ତି ର ମନରେ ରହିଥାଏ ଯେମିତିକି ହାରିବା ଡର କାହାକୁ ହରାଇବା ଡର ମୃତ୍ୟୁ ଡର ଓ ଅନ୍ୟ ବହୁତ ଗୁଡେ କାରଣ ହୋଇଥାଏ ଯାହା ପାଇଁ ମଣିଷ ଡଋଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଚିତ୍ର ଦେଖଉଛୁ ଯାହା ମଧ୍ୟରୁ ଆପଣଙ୍କୁ ଗୋଟେ ବାଛିବାକୁ ହବ ଓ ଆମେ ଆପଣଙ୍କୁ କହିବୁ ଆପଣଙ୍କ କେଉଁ ଡର ସବୁଠାରୁ ବଡ ଅଟେ ଓ ଆପଣଙ୍କୁ କଣ କରିବା ଉଚିତ ।

Image Courtesy: Google

୧. ଆଖି :

ଯଦି ଆପଣ ଆଖି ବାଛିଛନ୍ତି ତେବେ ଆପଣଙ୍କ ପାଇଁ ଲୋକ କଣ ଭାବନ୍ତି ତାହା ବହୁତ ମହତ୍ଵପୂର୍ଣ ହୋଇଥାଏ । ଆପଣଙ୍କ ଜୀବନରେ ଆପଣ କିଛି କରିବାକୁ ଇଛା କଲେ ମଧ୍ୟ କରନ୍ତି ନାହିଁ କାହିଁକିନା ଆପଣଙ୍କ ମନରେ ଏହା ଡର ରହିଥାଏ ଯେ ଲୋକେ କଣ କହିବେ ବା ଲୋକେ କଣ ଭାବିବେ । ତେବେ ଆପଣଙ୍କୁ ନିଜ ଭିତରେ ଆତ୍ମବିଶ୍ଵାସ ରଖି କାମ କରିବା ଆବଶ୍ୟକ ଅଟେ ।

Image Courtesy: Google

୨. ଚକ୍ର :

ଯଦି ଆପଣ ଚକ୍ର ପସନ୍ଦ କରିଛନ୍ତି ତେବେ ଆପଣ କାମ କରିବାରୁ ଡରିଥାନ୍ତି, ଏହି ଭଳି ଲୋକଙ୍କୁ ସପ୍ତାହରେ ଦୁଇ ଦିନ ଛୁଟି ନବାର ଇଛା ହୋଇଥାଏ । ଏହି ଭଳି ବ୍ୟକ୍ତି ନିଜ ଜୀବନରେ ବହୁତ କିଛି ପାଇ ମଧ୍ୟ କିଛି ପାନ୍ତି ନାହିଁ କାହିଁକିନା ସେ କୌଣସି କାମ ଦାଇତ୍ଵ ଅନୁଯାଇ କରନ୍ତି ନାହିଁ । ଆପଣଙ୍କୁ ନିଜ କର୍ତବ୍ୟ ଉପରେ ଧ୍ୟାନ ଦବାକୁ ହବ ।

Image Courtesy: Google

୩. ପଦମ ଫୁଲ :

ଯଦି ଆପଣ ପଦମ ଫୁଲ ପସନ୍ଦ କରିଛନ୍ତି ତେବେ ଏହି ଭଳି ବ୍ୟକ୍ତି ନିଜ ଜୀବନରେ କୌଣସି ପ୍ରକାର ଅସଫଳତାରୁ ଡଋଥାନ୍ତି, ଏହି ଭଳି ବ୍ୟକ୍ତି କେବେ ହାରିବା ପରେ ଏହାକୁ ମାନିବାକୁ ରାଜି ହୁଅନ୍ତି ନାହିଁ । ତେବେ ମନେ ରଖନ୍ତୁ କେହି ପ୍ରଥମ ଥରରେ ସଫଳ ହୋଇନଥାଏ ସମସ୍ତଙ୍କୁ ରିସ୍କ ନବାକୁ ପଡିଥାଏ ।

Image Courtesy: Google

୪. ଶୁଖିଲା ଗଛ :

ଯଦି ଆପଣ ଶୁଖିଲା ଗଛ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ବୁଢା ହବାରୁ ଡର ଲାଗିଥାଏ ବା ବୟସ ବଢିବାରୁ ମଧ୍ୟ । କିନ୍ତୁ ଏହା ପ୍ରାକୃତିକ ଅଟେ ଆପଣ ଯେତେ ଚିନ୍ତା କଲେ ମଧ୍ୟ ଏହା କେବେ ରହିବ ନାହିଁ ଓ କେବେ କମିବ ନାହିଁ । ଆପଣଙ୍କ ମନରେ ବୁଢା ସମୟ ପାଇଁ ବହୁତ ଚିନ୍ତା ଅଛି କିନ୍ତୁ ଏହାର କିଛି ମୂଲ୍ୟ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *