ମଜେଦାର ଯୋକ୍ସ : ଗୋଟେ ୨୫ ବର୍ଷ ଝିଅ ବିବାହ ୭୦ ବର୍ଷ ବୁଢା ସହ ହେଲା, ଦୁହେଁ ହନିମୁନ ପାଇଁ ଗଲେ ଓ ଫେରି ଆସିବା ପରେ ଝିଅ…

ଜୋକସ ସଂସାରରେ ଆପଣକୁ ସ୍ଵାଗତ । ସବୁଥର ଭଳି ଏଥର ମଧ୍ୟ ଆପଣଙ୍କ ପାଇଁ ବହୁତ ବଢିଆ ମଜା କଥା ନେକରି ଆସିଛୁ । ଏହି ଜୋକସ ପଢି ଆପଣ ପୁରା ମସ୍ତ ହୋଇଯିବେ । ଇଏ ଆପଣଙ୍କ ସବୁ ଚିନ୍ତା ଦୂର କରିଦେବ, ଯଦି ଆପଣ ହସର କୋଷ୍ଟରରେ ରାଇଡ କରିବା ପାଇଁ ଚହୁଁଛନ୍ତି ତା ଜୟା ଶ୍ରୀରାମ କହି ଏହି ସବୁ ଜୋକସ  ଫଟାଫଟ ପଢୀ ନିଅନ୍ତୁ ଓ ହସର ଦୁନିଆରେ ହଜି ଯାଆନ୍ତୁ ।

୧. ଗୋଟେ ପୁଅ ଝିଅକୁ କହିଲା ଆଜି ତମେ ନାଲି କଲର ବ୍ରା ପିନ୍ଧିଚ ।

ଝିଅ – ୱା ତମେ କେମିତି ଜାଣିଲ ?

ପୁଅ – ମୋ ଆଖି ରଜନୀକାନ୍ତ ଆଖି ଅଟେ ।

ଝିଅ – ତମେ ବି ଆଜି ଅଣ୍ଡରୱେୟର ପିନ୍ଧିନ ?

ପୁଅ – ତମେ କେମିତି ଜାଣିଲ ତମ ଆଖିବି ରଜନୀକାନ୍ତ ଆଖି କି ?

ଝିଅ – ଆଗ ଚେନ ଲଗା ପ୍ଯାଣ୍ଟର , ତୋ ରଜନୀକାନ୍ତ ବାହାର ଆସି ଗଲାଣି ।

୨. ଥରେ ଜଣେ ଚଉଦ୍ଧୃ ନିଜ ପୁଅ ପାଇଁ ଝିଅ ଦେଖିବାକୁ ଗଲେ ।

ଝିଅ ବହୁତ କାଳୀଥିଲା, ଚୌଧୁରୀକୁ ଜମା ପସନ୍ଦ ଆସିଲା ନାହିଁ ।

ଝିଅ ବାପା କହିଲା – ଚୌଧୁରୀ ସାବ ଝିଅ ପସନ୍ଦ କରିକି ଯାନ୍ତୁ ଜଉତୁକରେ କାର ଦିଆ ହବ ।

ଚୌଧୁରୀ ଶାବ କହିଲେ – ଭାଇ ତମେ କାର ଦେଇ ବଞ୍ଚି ଯିବ । ଯଦି ଏହି କଳା ଜାମୁକୋଳି ଆମ ଘରେ ଆସିଯିବ ତେବେ ଆର ପିଢୀରେ ଆମକୁ ନିଜ ଝିଅ ପାଇଁ ହେଲିକପ୍ଟର ଦବାକୁ ପଡିବ ।

୩. ଶାଳି ପ୍ରଥମ ଥର ପାଇଁ ମିନି ସ୍କର୍ଟ ପିନ୍ଧିଥିଲା ।

ସନ୍ତାକୁ ଆସି କହିଲା “ ଜିଜୁ ଦେଖିଲ ମୁଁ ନଇଲେ ପ୍ୟାନ୍ଟି ଦେଖା ଯାଉ ନାହିଁ ତ”

ସନ୍ତା ବହୁତ ସମୟ ଦେଖିବା ପରେ କହିଲା “ନାହିଁ କିନ୍ତୁ ମନେ କରି ପିନ୍ଧି ଦବ”

୪. ସନ୍ତା : ସର ମତେ ଶୀଘ୍ର ଗୋଟେ ରୂପା ଚଡି ଦିଅ ।

ଦୋକାନୀ : ନାହିଁ ସର, ମୁଁ ଆପଣଙ୍କୁ ରୂପା ଚଡି ଦେଇ ପାରିବି ନାହିଁ ।

ସନ୍ତା : କିନ୍ତୁ କଣ ପାଇଁ ?

ଦୋକାନୀ : ଆରେ ପାଗଳ ରୂପା ମୋ ସ୍ତ୍ରୀ ମୁଁ ତା ଚଡି କେମିତି ଟମୁକୁ ଦେବୀ ?

୫. ଗୋଟେ ୨୫ ବର୍ଷ ଝିଅ ବିବାହ ୭୦ ବର୍ଷ ବୁଢା ସହ ହେଲା । ଦୁହେଁ ହନିମୁନ ପାଇଁ ଗଲେ ଓ ଫେରି ଆସିବା ପରେ ଝିଅ ସାଙ୍ଗ ପଚାରିଲେ ହନିମୁନ କେମିତି ଥିଲା ଓ ତମେ ଏତେ ଥକିଲା ଭଳି କଣ ପାଇଁ ଦେଖା ଯାଉଛ ?

ଝିଅ କହିଲା – “ଯେତେବେଳେ ଏହି ୭୦ ବର୍ଷ ବୁଢା କହିଲା ମୁଁ ୫୦ ବର୍ଷ ଧରି ବହୁତ କିଛି ବଞ୍ଚେଇ ରଖିଚି ସେତେବେଳେ ମୁଁ ଭାବିଥିଲି ଟଙ୍କା ବିଷୟରେ କହୁଛି!”

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *