ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର ।
ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି, ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।

୧. କେଉଁ ଫଳକୁ ଆମେ ନଧୋଇ ଖାଇଥାଉ ?
ଉତ୍ତର : କଦଳୀ
୨. ତାହା କଣ ଯାହା ଆମକୁ ଅନ୍ୟର ଦେଖାଯାଏ କିନ୍ତୁ ନିଜର ଦେଖାଯାଏ ନାହିଁ ?
ଉତ୍ତର : ଭୁଲ
୩. କାହାର ଚାରିଟି ଗୋଡ ଥାଇ ମଧ୍ୟ ସେ ଚାଲି ପାରେ ନାହିଁ ?
ଉତ୍ତର : ଟେବୁଲ
୪. ମୋ ଠାରୁ ଯେତେ କାଢି ନେବ ମୁଁ ସେତେ ବଡ ହେବି । ମୁଁ କିଏ ?
ଉତ୍ତର : ଗାତ

୫. କାହାକୁ ବୁଡି ଯାଉଥିବାର ଦେଖି ମଧ୍ୟ ଆମେ ଚୁପ ହୋଇ ବସିଥାଉ ?
ଉତ୍ତର : ସୂର୍ଯ୍ୟ
୬. ଗୋଟିଏ କୁଆଡ଼େ ୫ଟି ବେଙ୍ଗ ଥିଲେ, ସେଥିରୁ ଗୋଟିଏ ବେଙ୍ଗ ମରିଗଲା । କୂଅରେ ଆଉ କେତେଗୋଟି ବେଙ୍ଗ ରହିଲେ ?
ଉତ୍ତର : ୫ଟି କାହିଁକିନା ମାରିବା ପରେ ମଧ୍ୟ ମଲା ବେଙ୍ଗ କୂଅରେ ରହିବ ।
୭. ରାତିରେ ଜନ୍ମ ହେଲା, ସକାଳେ ଯବାନ ହେଲା, ଦିନ ସରିଗଲେ ଜୀବନ ଚାଲିଗଲା । ତାହା କଣ ?
ଉତ୍ତର : ଖବର କାଗଜ

୮. ଏମିତି ଏକ ଶବ୍ଦ କୁହନ୍ତୁ ଯେଉଁଠାରେ ରାମ ନାମ ଥିଲେ ମଧ୍ୟ ଲୋକେ ତାକୁ ଖରାପ କୁହନ୍ତି ?
ଉତ୍ତର : ହାରାମ
୯. ସଳଖ ମୋର ଗୋଡ, ମୁହଁଟି ମୋର ବଙ୍କା । ବଙ୍କା ଲୋକର ପାଖରେ ଥିଲେ ନଥାଏ ତାର ଶଙ୍କା । ଏହାର ଉତର କଣ ?
ଉତ୍ତର : ବଙ୍କୁଲି ବାଡି
୧୦. ଗୋଟିଏ ଝିଅ ୧୯୪୦ ମସିହାରେ ଜନ୍ମ ହୋଇଥିଲା ଏବଂ ୧୯୫୦ରେ ମରିଗଲା । ଯେତେବେଳେ ସେ ମଲା ତାର ବୟସ ୨୦ ବର୍ଷ ହୋଇଥିଲା । ଏହା କେମିତି ହେଲା ?
ଉତ୍ତର : ସେ ରୁମ ନଂ ୧୯୫୦ରେ ମରିଥିଲା (କିନ୍ତୁ ୧୯୬୦ ମସିହା ଥିଲା) ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।