ଓଡିଆ ଅଭିନେତ୍ରୀ ମାନଙ୍କ ସ୍ଵାମୀଙ୍କ ବୟସ କେତେ ଜାଣି ଆଶ୍ଚର୍ଯ୍ୟ ହେବେ

ଆପଣ ମାନେ ସମସ୍ତେ ଓଡିଆ ଚଳଚିତ୍ର ଦେଖିବା ପସନ୍ଦ କରନ୍ତି ତେବେ ସମସ୍ତଙ୍କ କେହି ନା କେହି ଅଭିନେତ୍ର ଓ ଅଭିନେତା ପସନ୍ଦ ଆସିଥିବେ । ତେବେ ଚଳଚିତ୍ର ଦୁନିଆରେ ଅଭିନେତା ଅଭିନେତ୍ରୀ ନିଜ ଇଛା ଅନୁଯାଇ ବିବାହ କରନ୍ତି ତାଙ୍କୁ ନିଜ ବୟସ ବିଷୟରେ କିଛି ଚିନ୍ତା ନଥାଏ ଯାହାକୁ ଯେତେବେଳେ ଭଲ ଲାଗିଲା ସେହି ସମୟରେ ସେ ବିବାହ କରନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଆମ ଓଡିଆ ଜଗତ କିଛି ଅଭିନେତ୍ରୀଙ୍କ ବୟସ ଓ ତାଙ୍କ ସ୍ଵାମୀଙ୍କ ବୟସ କହିବାକୁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇବେ ।

Image Courtesy: Google

୧. ରଚନା ବାନାର୍ଜୀ :

ଆପଣ ମାନେ ସମସ୍ତେ ରଚନା ବାନାର୍ଜୀଙ୍କୁ ବେସ ଭଲ ଭାବରେ ଜାଣିଥିବେ ରଚନା ଓଡିଆ ଓ ବେଙ୍ଗୋଲି ଜଗତର ବହୁତ ବଡ ନା ଅଟନ୍ତି ତାଙ୍କ ଅଭିନୟ ଓ ତାଙ୍କ ସୁନ୍ଦରତା ସମସ୍ତଙ୍କ ଠାରୁ ବହୁତ ଭିନ୍ନ ଅଟେ । ତେବେ ରଚନାଙ୍କ ପାଇଁ ଦର୍ଶକ ମାନେ ଏବେ ବି ଅପେକ୍ଷାରେ ଅଛନ୍ତି ଯେ ସେ ଚଳଚିତ୍ର ଦୁନିଆକୁ ଆଉଥରେ ଫେରିବେ । ତେବେ ରଚନା ବାନାର୍ଜୀ ୨୦୦୭ ମସିହାରେ ପ୍ରବାଲ ବାସୁଙ୍କୁ ବିବାହ କରିଥିଲେ ତେବେ ଖବର ଅନୁଯାଇ ୨୦୦୪ ମସିହାରେ ସେ ସିଦ୍ଧାନ୍ତଙ୍କୁ ବିବାହ କରିଥିଲେ ଯାହା କେତେ ସତ ଏହି କଥା କେହି ଜାଣି ନାହାନ୍ତି । ତେବେ ବର୍ତମାନ ରଚନାଙ୍କ ବୟସ ୪୫ ଅଟେ ଓ ତାଙ୍କ ସ୍ଵାମୀ ପ୍ରବଲଙ୍କ ବୟସ ୫୦ ବର୍ଷ ଅଟେ ।

Image Courtesy: Google

୨. ବର୍ଷା ପ୍ରିୟଦର୍ଶିନୀ :

ଆପଣ ମାନେ ବର୍ଷାଙ୍କୁ ବେସ ଭଲ ଭାବରେ ଜାଣିଛନ୍ତି ତାଙ୍କୁ ଅଲିଉଡ କ୍ଵିନ ମଧ୍ୟ କୁହା ଯାଏ । ବର୍ଷା ଓଡିଆ ସୁପର ଷ୍ଟାର ଅଭିନେତା ଅନୁଭବ ମହାନ୍ତିଙ୍କ ସହ ୨୦୧୪ରେ ବିବାହ କରିଥିଲେ । ତେବେ ବର୍ତମାନ ଅନୁଯାଇ ବରଷାଙ୍କ ବୟସ ୩୬ ବର୍ଷ ଅଟେ ଓ ଅନୁଭବଙ୍କ ବୟସ ୩୮ବର୍ଷ ଅଟେ ।

Image Courtesy: Google

୩. ବାବୁସାନ ମହାନ୍ତି :

ବାବୁସାନ ମହାନ୍ତି ବର୍ତମାନ ପୁରା ଓଡିଆ ଜଗତ ଉପରେ ଚକଲେଟ ବୟ ନାରେ ପ୍ରଚଳିତ ଅଛନ୍ତି ତେବେ ବାବୁସାନ ନିଜ ପିଲା ବେଳ ସାଙ୍ଗ ତୃପ୍ତି ଶତ୍ପଥୀଙ୍କ ସହ ୨୦୧୪ରେ ବିବାହ କରିଥିଲେ । ତେବେ ବର୍ତମାନ ସମୟ ଅନୁଯାଇ ବାବୁସାନଙ୍କ ବୟସ ୩୧ ବର୍ଷ ଅଟେ ଓ ତୃପ୍ତିଙ୍କ ବୟସ ୩୦ ବର୍ଷ ଅଟେ ।

Image Courtesy: Google

୪. ସିଦ୍ଧାନ୍ତ ମୋହାପାତ୍ର :

ସିଦ୍ଧାନ୍ତ ମୋହାପାତ୍ର ୨୦୦୪ରେ ମାମା ମିଶ୍ରଙ୍କୁ ବିବାହ କରିଥିଲେ, ତେବେ ବର୍ତମାନ ଅନୁଯାଇ ସିଦ୍ଧାନ୍ତଙ୍କ ବୟସ ୫୪ବର୍ଷ ଅଟେ ଓ ତାଙ୍କ ସ୍ତ୍ରୀ ମାମାଙ୍କ ବୟସ ୪୬ ବର୍ଷ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *