ବସ୍ତୁଶାସ୍ତ୍ର ଅନୁସାରେ କିଛି ଏମିତି ଜିନିଷ କୁ ଘରେ ଉଚିତ ସ୍ଥାନ ରେ ରଖିବା ଦ୍ଵାରା ଘର ର ସବୁ ପ୍ରୋବ୍ଲେମ ଦୂର ହୋଇଥାଏ । ଏବଂ ଘର,ପରିବାର ଓ ବିଜନେସ ରେ ବୃଦ୍ଧି ହୋଇଥାଏ । ଭଗବାନ ଙ୍କ 3ଟି ମୂର୍ତି ଯାହା ଉଚିତ ସ୍ତାନ ରଖିବା ଦ୍ଵାରା ଶୁଭ ହୋଇଥାଏ ଓ ଜୀବନ ର ସବୁ ପ୍ରୋବ୍ଲେମ ଦୂର ହୋଇଥାଏ ।
ପ୍ରଥମତଃ ଘର ର ଦକ୍ଷିଣ ପଶ୍ଚିମ ଦିଗ ରେ ପଞ୍ଚମୁଖୀ ହନୁମାନ ଙ୍କ ଫୋଟ ଲଗାଇବା ଭଲ । ଦକ୍ଷିଣ ପଶ୍ଚିମ କୋଣ ରେ ଫୋଟ କୁ ଏମିତି ଲଗାନ୍ତୁ ଯେଉଁଠି ହନୁମାନ ଙ୍କ ମୁହଁ ଦକ୍ଷିଣ ଆଡକୁ ରହିଥିବା । ଏମିତି କରିବା ଦ୍ଵାରା ଘରକୁ କୌଣସି ଅଶୁଭ ଶକ୍ତି ପ୍ରବେଶ କରିବା ନାହିଁ । ଆଉ ପରିବାର ରେ ସୁଖଶାନ୍ତି ବନିରହିବା ।
ଦ୍ଵିତୀୟ ରେ ଭଗବାନ ଗଣେଶ ଙ୍କ ଫୋଟ । ଭଗବାନ ଗଣେଶ ସବୁ ରୂପ ରେ ମଙ୍ଗଳ କାରୀ ଅଟନ୍ତି । କିନ୍ତୁ ଧନ ଓ ସୁଖ ର ବାଧା କୁ ଦୂର କରିବା ପାଇଁ ନୃତ୍ୟ କରୁଥିବା ଗଣେଶ ଙ୍କ ମୂର୍ତି କିମ୍ବା ଫୋଟ ରଖିବା ଶୁଭ ମାନା ଯାଇଥାଏ । ଭଗବାନ ଗଣେଶ ଙ୍କ ଏହି ପ୍ରତିମା କୁ ଏହି ପ୍ରକାର ରେ ରଖନ୍ତୁ ଯେପରି ଗଣେଶ ଙ୍କ ମୁହଁ ମୁଖ୍ୟ ଦ୍ଵାର ଆଡେ ରହିବ ।
ତୃତୀୟ ରେ ଯଦି ଘରେ ମା ଲକ୍ଷ୍ମୀ ଙ୍କ ମୂର୍ତି ଅଛି ତେବେ ଆମର ବହୁତ ସାରା ପ୍ରୋବ୍ଲେମ ଦୂର ହୋଇଥାଏ । କିନ୍ତୁ ମା ଲକ୍ଷ୍ମୀ ଙ୍କ ସହ ଭଗବାନ କୁବେର ଙ୍କ ମୂର୍ତି ରହିବା ବି ବହୁତ ଜରୁରୀ । ଏହା ଏଠି ପାଇଁ ଆବଶ୍ୟକ କାରଣ ମା ଲକ୍ଷ୍ମୀ ଧାନ ଦେଇଥାନ୍ତି କିନ୍ତୁ ଆୟ ବିନା ଧନ ର ସୁଖ ସମ୍ଭବ ନୁହେଁ । କୁବେର ଭଗବାନ ବ୍ୟକ୍ତି କୁ ଆୟୁ ପ୍ରଦାନ କରିଥାନ୍ତି । ସେଥିପାଇଁ ମା ଲକ୍ଷ୍ମୀ ସହ ଭଗବାନ କୁବେର ଙ୍କ ଫୋଟ ଘରେ ଲଗାନ୍ତୁ ।
ଭଗବାନ କୁବେର ଉତ୍ତର ର ଦିଗ ର ସ୍ଵାମୀ ଅଟନ୍ତି । ସେଥିପାଇଁ କୁବେର ଙ୍କ ଫୋଟ ଏହି ପ୍ରକାର ଲଗାନ୍ତୁ ଯେପରି କୁବେର ଙ୍କ ମୁହଁ ଉତ୍ତର ଦିଗ ଆଡେ ରହିବ । ଏହି ୩ଟି ମୂର୍ତ୍ତିକୁ ଘରେ ରଖିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଯଦି ଆପଣମାନଙ୍କୁ ଆମ କଥା ଭଲ ଲାଗିଥାଏ ତେବେ ଆମକୁ କମେଣ୍ଟ ରେ ନିଶ୍ଚୟ କୁହନ୍ତୁ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।